୪ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ବ୍ରାଜିଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪।୧: ବ୍ରାଜିଲ ପ୍ରଧାନମନ୍ତ୍ରୀ ଜେର ମେସିଆସ ବୋଲସୋନାରୋ ୪ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଥର ସେ ସାଧାରଣତନ୍ତ୍ର ଦିବସର ଅତିଥି ହୋଇପାରନ୍ତି ବୋଲି କୁହାଯାଉଛି। ବୋଲସୋନାରୋଙ୍କର ଏହି ଗସ୍ତ ସମୟରେ କୃଷି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଆଲୋଚନା…
ଡରାଇଲାଣି କୋରୋନା ଭାଇରସ: ସନ୍ଦେହରେ ମୁମ୍ବାଇର ୨ ବ୍ୟକ୍ତି
ମୁମ୍ବାଇ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ଖେଳାଇଛି। ଏବେ ଚାଇନାରୁ ଆସିଥିବା ୨ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରି ସେମାନଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି। ମୁମ୍ବାଇର ଛତ୍ରପତି…
କୋରୋନା ଭାଇରସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧୦ ଦିନ ଭିତରେ ଚାଇନା ନିର୍ମାଣ କରିବ ନୂଆ ହସ୍ପିଟାଲ
ବେଜିଂ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଏବେ ସୁଦ୍ଧା ଏଥିରେ ୮୩୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସଂଖ୍ୟା ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ନଜରରେ ରଖି କେବଳ…
ସିଏଏକୁ ବିରୋଧ କରି କବର ସ୍ଥାନରେ କଲେ ପ୍ରାର୍ଥନା
ପ୍ରୟାଗରାଜ,୨୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରି ଉତ୍ତର ପ୍ରଦେଶର କଂଗ୍ରେସ ନେତା ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତା ହସିବ ଅହମ୍ମଦ ବିରୋଧ ପ୍ରଦର୍ଶନ କରିବାକୁ କବରସ୍ଥାନ ଯାଇଥିଲେ। ସେଠାରେ ସେ ତାଙ୍କ ପୂର୍ବ…
ବିଭିନ୍ନ ଦାବି ନେଇ ଖବରଦାତା ସମ୍ମିଳନୀ
ଅନୁଗୋଳ ଅଫିସ,୨୪।୧: ବିଭିନ୍ନ ଦାବି ନେଇ ଅନୁଗୋଳ ଜିଲା ଗୋପବନ୍ଧୁ ପାର୍କ ପରିସରରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାବାସୀଙ୍କୁ ସର୍ବନିମ୍ନ ଦୁଇ ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍…
ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର
ମୋହନା,୨୪।୧(ଡି.ଏନ୍.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ଯୋଗ ଦେଇ ରକ୍ତଦାନ ମହାପୁଣ୍ୟର ମହତ୍ୱକୁ ଜନସାଧାରଣଙ୍କୁ ବୁଝାଇଥିଲେ।…
ବିଧାୟକଙ୍କ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ: ବିଭିନ୍ନ କାର୍ଯ୍ୟ କଲେ ଅନୁଧ୍ୟାନ
ମାଲକାନଗିରି,୨୪।୧(ଡି.ଏନ୍.ଏ.): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଶୁକ୍ରବାର ଅଚାନକ ଜିଲା ସଦର ମହକୁମା ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ.ଅଜୟ କୁମାର ବୈଠାରୁ ଉପସ୍ଥିତ ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।…
ହଲିଉଡ୍ ହିରୋଙ୍କଠାରୁ ବି କମ୍ ଦିଶୁ ନ ଥିଲେ ରତନ ଟାଟା, ଫଟୋ ଭାଇରାଲ
ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ ରତନ୍ ଟାଟା ୮୨ ବର୍ଷ ବୟସରେ ତାଙ୍କ ଇନ୍ଷ୍ଟାଗ୍ରାମରେ ଯୁବାବସ୍ଥାର ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବେସୁଦ୍ଧା ଏହି ଫଟୋକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିସାରିଲେଣି।…
ବିବାହ ପାଇଁ ଘୋଡ଼ା ଚଢି ବରଘରେ ପହଞ୍ଚିଲେ ଦୁଇ ଭଉଣୀ
ଖଣ୍ଡଓ୍ବା,୨୪।୧: ରାଜସ୍ଥାନର ଖଣ୍ଡଓ୍ବାରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ବିବାହ ପାଇଁ ଯାଉଥିବା ସମୟରେ ଘୋଡ଼ା ସହ ବରଯାତ୍ରୀ ଓ ବାଜାବାଣ ସବୁ ଥିଲା ହେଲେ ଘୋଡ଼ା ଉପରେ ବର ବଦଳରେ ଦେଖିବାକୁ ମିଳିଥିଲା ଦୁଇ କନ୍ୟାଙ୍କୁ।…
ନନ୍ଦନକାନନକୁ ଆସିବ ଧଳା ଗଣ୍ଡା, ଆଫ୍ରିକୀୟ ସିଂହ
ଭୁବନେଶ୍ୱର, ୨୪।୧(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ସିଙ୍ଗାପୁରରୁ ଧଳା ଗଣ୍ଡା ନନ୍ଦନକାନନ ଆସିବ। ସେହିଭଳି ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ଅନ୍ୟ ଜନ୍ତୁ ଆଣିବାକୁ ଯୋଜନା କରାଯାଇଛି। ଏଥିସହ ରୋପଓ୍ବେ ପଏଣ୍ଟକୁ ଯିବା ପାଇଁ ଟୟ ଟ୍ରେନ୍…
ଗାର୍ଲଫ୍ରେଣ୍ଡ୍ଙ୍କୁ ବିବାହ ନ କରିବା ପାଇଁ ବୟଫ୍ରେଣ୍ଡ୍ ନାଇଟ୍ କ୍ଲବ ଯାଇ କଲେ ଏମିତି
ବେଜିଂ: ଦୁନିିଆରେ ଭିନ୍ନ ମଣିଷ ଅଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ଅଲଗା ପ୍ରକାର। କେତେବେଳେ କ’ଣ କରିବେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ଏଠାକାର ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେନି…
ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର
ଭୁବନେଶ୍ୱର, ୨୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗ ମୋ ସରକାର ଅଧୀନକୁ ଆସୁଛି। ଏହି କ୍ରମରେ ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ ସରକାର ଅଧୀନକୁ ଆସିବ। ଏହା ପୂର୍ବରୁ ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ…
Archives


