Home

ଜିଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡିର ଗଙ୍ଗାଧର ପୁଆଲା

ରାୟଗଡ଼ା ଅଫିସ,୧୯।୨: ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ୧୩ଟି ଭୋଟ ପାଇ ବିଜୟ ଲାଭ କରିଛନ୍ତି। ବିଜେଡିର ୭ ଜଣ ସଭ୍ୟ ଥିଲେ ମଧ୍ୟ ଜିଲା ପରିିଷଦ ଅଧ୍ୟକ୍ଷ ପଦ ହାତେଇବା ଏକ ପୋଖତ ରାଜନୀତିର…

ଭଟଲି ବ୍ଲକ୍‌ର ୫ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷାଦେଲେ ୮୩୮ ଛାତ୍ରୀଛାତ୍ର

ଭଟଲି,୧୯ା୨(ଡି.ଏନ୍‌.ଏ.): ରାଜ୍ୟରେ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବରଗଡ଼ ଜିଲା ଭଟଲି ବ୍ଲକ୍‌ର ୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ମୁରୁମକେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭୯ ଛାତ୍ରୀଛାତ୍ରଙ୍କ ଲାଗି ପରୀକ୍ଷା ବ୍ୟବସ୍ଥା ହୋଇଥିବାବେଳେ ୧୭୭…

ଚର୍ଚ୍ଚ ପରିସରରୁ ମିଳିଲା ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ

ବ୍ରସେଲ୍ସ୍‌,୧୯।୨: ବେଲଜିୟମ୍‌ର ଏକ ଚର୍ଚ୍ଚ ପରିସରରୁ ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ ମିଳିଛି। ଖନନ କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦେଶର ଉତ୍ତର-ପଶ୍ଚିମର ଘେଣ୍ଟ୍‌ଠାରେ ଥିବା ସେଣ୍ଟ୍‌ ବାଭୋ ଚର୍ଚ୍ଚ ପରିସରରେ ଏଭଳି କାନ୍ଥ ରହିଥିବା…

୭୦ ହଜାର ବର୍ଷ ତଳେ ମଧ୍ୟ ଅନ୍ତିମ ସଂସ୍କାର କରୁଥିଲା ମଣିଷ

ବାଗଦାଦ୍‌,୧୯।୨: ମଣିଷ ଅନ୍ତିମ ସଂସ୍କାର କରିବା ପରମ୍ପରା କେତେ ପୁରାତନ ସେ ନେଇ ତର୍କ ଜାରି ରହିଛି। ସମ୍ପ୍ରତି ଇରାକରୁ ମିଳିଥିବା ନିଅନଡର୍ଥାଲ୍‌ ଯୁଗର ଏକ ମାନବ କଙ୍କାଳରୁ ପ୍ରମାଣିତ ହୋଇଛି। ଏହି କଙ୍କାଳ ୭୦ ହଜାର ବର୍ଷ ପୁରୁଣା ହେବ…

ମାଧପୁରରେ ମାଟ୍ରିକ ପରୀକ୍ଷା ଦେଲେ ୫୩୯ ଛାତ୍ରୀଛାତ୍ର

ମାଧପୁର,୧୯।୨(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏହିକ୍ରମରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଚୌରାଶୀ ଅଞ୍ଚଳର ତିନୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୩୯ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି । ମାଧପୁର ପରୀକ୍ଷା କେନ୍ଦ୍ରରେ ୨୨୪ ଜଣ…

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଅତେବେ ଏହା ପୂର୍ବରୁ ଇର୍ଫାନଙ୍କ ଏକ ଇମୋଶନାଲ…

ଫାଶୀ ଭୟରେ ସେଲ୍‌ରେ ଚୁପ୍‌ଚାପ୍‌ ରହୁଛନ୍ତି ୪ ଦୋଷୀ: ବିନୟ ଅଧିକ ବିଚଳିତ

ନୂଆଦିଲ୍ଲୀ,୧୯।୨: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତୃତୀୟ ଥର ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ହୋଇଛି। ଏହାକୁ ନେଇ ଭୟରେ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପଓ୍ବନ କୁମାର ଗୁପ୍ତା ଏବଂ ବିନୟ କୁମାର ଶର୍ମା ଚୁପ୍‌ଚାପ୍‌…

ସ୍ବାମୀଙ୍କୁ ଛାଡପତ୍ର ଦେଲେ ସ୍ବାତୀ ମାଲିୱାଲ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏନେଇ ଟୁଇଟରେ ସେ ସୂଚନା ଦେଇ ଏକ ଭାବପ୍ରବଣ କ୍ୟାପଶନ୍‌ ଲେଖିଛନ୍ତି। ମୋର ଏବଂ ନବୀନ ପରସ୍ପରଙ୍କୁ ଛାଡ଼ପତ୍ର ଜୀବନସାଥୀଙ୍କଠାରୁ ଅଲଗା ହେବା ସବୁଠାରୁ…

ଟ୍ରମ୍ପ୍‌ ବୁଲିଯିବେ ତାଜମହଲ: ଦୁର୍ଗନ୍ଧ ହଟାଇବା ପାଇଁ ଯମୁନାରେ ଛଡ଼ାଗଲା ୫୦୦ କ୍ୟୁସେକ୍‌ ଜଳ

ଆଗ୍ରା,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍‌ ଯେପରି ଭାରତର ଦାରିଦ୍ର୍ୟ ନ ଦେଖି ପାରିବେ ସେଥିପାଇଁ ଅହମଦାବାଦ୍‌ ବିମାନବନ୍ଦରରୁ ମୋଟେରା…

ଓ୍ବେଲସ୍ପୁନ୍‌ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଖୁସିରେ ନାଚିଲେ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୨: ଓ୍ବେଲସ୍ପୁନ୍‌ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଅଫିସ୍‌ରେ ଖୁସିରେ ନାଚୁ ଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୪୫ ସେକେଣ୍ଡର ଏହି ଭିଡ଼ିଓରେ ହିନ୍ଦୀ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡିର ଗୀତ ‘ମୁକାବିଲା’ର…

ଟ୍ରମ୍ପ୍‌ଙ୍କ କାର୍‌ ତାଜମହଲ ପରିସରକୁ ଯିବା ନେଇ ବିବାଦ: ସୁପ୍ରିମ୍‌କୋର୍ଟ କହିଲେ ଭିତରକୁ ଯିବନି ଗାଡ଼ି

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର ତାଜମହଲ ପରିସରକୁ ଯାଇପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି। ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ତାଜମହଲ ପରିସର ଭିତରକୁ…

ଏସିଡିଟିରୁ ମୁକ୍ତି ପାଇଁ ଘରୋଇ ଉପଚାର

ଏସିଡିଟି ଏକ ସାଧାରଣ ସମସ୍ୟା। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଯେପରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ଅଧିକ ଚା ପିଇବା ଆଦି। ଏସିଡିଟି ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?