Home

ରେଭେନ୍‌ଶାରେ ସାଧାରଣତନ୍ତ୍ର ଦିବସ,୧୫୨ ମିଟର ତ୍ରିରଙ୍ଗା ଧରି ବିଶ୍ୱବିଦ୍ୟାଳୟ ପରିକ୍ରମା କଲେ ଛାତ୍ରୀଛାତ୍ର

କଟକ ଅଫିସ, ୨୬।୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଛାତ୍ରୀଛାତ୍ରଙ୍କୁ ସବୁବେଳେ ସକାରାତ୍ମକ…

ପରମ୍ପରା ବଜାୟ ରଖିଲେ ମୋଦି

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତନ୍ତ୍ର ଦିବସ ଅବସରରେ ପରମ୍ପରା ବଜାୟ ରଖିଛନ୍ତି ବୋଲି ଆଲୋଚନା କରାଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ସାଫା ବାନ୍ଧି ଏହି ପରମ୍ପରା ବଜାୟ ରଖିଥିବା କୁହାଯାଉଛି। ତାହପୁଣି ଗେରୁଆ ବା କମଳା ରଙ୍ଗର। ପାରମ୍ପରିକ…

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୬ ଦିନରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରୁଛି ଚାଇନା

ବେଜିଂ,୨୬।୧: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ୨୩୭ ଲୋକ ଗୁରୁତର ଭାବେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧,୯୬୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୧,୨୮୭ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସର୍ବାଧିକ ମୃତ୍ୟୁ…

କରୋନା ଯୋଗୁ ପୃଥିବୀ ଅର୍ଥନୀତି ଦୋହଲିଯିବା ଆଶଙ୍କା !

ନୂଆଦିଲ୍ଲୀ, ୨୬।୧: ସମ୍ପ୍ରତି ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ୧୧ଟି ଅନ୍ୟ ଦେଶକୁ ବ୍ୟାପିଛି। ଇତିମଧ୍ୟରେ ଏହାଯୋଗୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ଦ୍ୱାରା ପୃଥିବୀର ଅର୍ଥନୀତି ଦୋହଲିଯିବାର ଆଶଙ୍କା ଦେଖାଦେଇଛି।…

ସାଧାରଣତନ୍ତ୍ର ଦିବସ ଅବସରରେ ନେପାଳକୁ ୩୦ ଆମ୍ବୁଲାନ୍ସ, ୬ ବସ୍‌ ଉପହାର ହେଲା ଭାରତ

ନୂଆଦିଲ୍ଲୀ,୨୬।୧: ସାରା ଭାରତରେ ରବିବାର ପାଳନ କରାଯାଉଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଭାରତ ନେପାଳକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ୍‌ ଉପହାର ଦେଇଛି। ଏହା ବିଭିନ୍ନ ହସ୍ପିଟାଲ , ଚାରିଟେବଲ ଅର୍ଗାନାଇଜେଶନ ଓ ଶିକ୍ଷାନୁଷ୍ଠାନକୁ ପ୍ରଦାନ…

ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ ୧୦ ବର୍ଷର ବାଳକ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଙ୍ଗଦାନକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ବ୍ରେନ୍‌ ଡେଡ୍‌ ଥିବା ମହିଳାଙ୍କ ୧୦ ବର୍ଷର ପୁଅ ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ବିଡିଓ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଏଥିରେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ତଥା ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ…

ଦିଲ୍ଲୀ ରାଜପଥରେ ୭୧ତମ ସାଧାରଣତନ୍ତ୍ର ଦିବସ: ଗଡ଼ିଲା ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ଼

ପୁରୁଣା ଭୁବନେଶ୍ୱର, ୨୬। ୧ (ଡି.ଏନ.ଏ.): ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ପ୍ରଜ୍ଞାପନ ମେଢ ରବିବାର ଗଡିଛି। ୪୦ ଫୁଟିଆ ଟ୍ରଲରରେ ଶ୍ରୀଲିଙ୍ଗରାଜ ମନ୍ଦିର, ନାଟ ମଣ୍ଡପ, ଭୋଗ…

ରାଜପଥରେ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ଦେଖିଲା ସାରା ପୃଥିବୀ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀର ରାଜପଥରେ ୭୧ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ରବିବାର ପାଳିତ ହୋଇଛି। ଏହି ଅବସରରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ସାରା ପୃଥିବୀ ପ୍ରସାରିତ ହୋଇଛି। ବିଭିନ୍ନ ରାଜ୍ୟ ପକ୍ଷରୁ ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ରାଜପଥରେ…

ପୁଣିଥରେ ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ୨ଜି ମୋବାଇଲ ନେଟଓ୍ବର୍କ ସେବା

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ରବିବାର ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠାରୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ଏହାକୁ ନେଇ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ବିଶେଷ କରି ରାଜଧାନୀ ଦିଲ୍ଲୀ ସମେତ ଜମ୍ମୁ-କଶ୍ମୀରରେ ସୁରକ୍ଷା…

ଦେଶୀ ଖାଦ୍ୟ ବିକି ବର୍ଷକୁ ୧୦ ଲକ୍ଷ ରୋଜଗାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧: ଏବେ ଅଧିକ ଲୋକେ ଜଙ୍କ୍‌ ଫୁଡ୍‌କୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ କୌଣସି ଝନ୍‌ଝଟ ନାହିଁ। ପ୍ୟାକ୍‌ରେ ଖାଦ୍ୟ ସହଜରେ ଖାଇ ହେଉଛି। ତେବେ ମୁମ୍ବାଇର ରୋଶନୀ ନାମକ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜେ ପ୍ରସ୍ତୁତ କରୁଥିବା…

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ସମୟରେ ହଠାତ୍‌ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri