Home

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ(୪୧) ଓ ତାଙ୍କର ୧୩ ବର୍ଷୀୟ ଝିଅ ଅଛନ୍ତି। ସ୍ଥାନୀୟ ସମୟ ସକାଳ…

ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ମାଧପୁର ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ସଂପୃକ୍ତ ଅଧିକାରୀ…

ଡାଇବେଟିସ୍‌ ସମ୍ଭାବନା ଦୂର କରେ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍‌ ରୋଗୀଙ୍କୁ ହୃଦ୍‌ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ ନ ହେଲେ କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ। ଆମେରିକାର ଗବେଷକମାନେ…

ପୁଣି ଥରାଇବ ଶୀତ, ଦୁଇଦିନ ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌ ଜୋହର, ଅଦ୍‌ନାନ ଶାମୀ ଏବଂ ଏକତା କପୁର। ଏହି ପୁରସ୍କାର ଘୋଷଣା ପରେ କଙ୍ଗନା…

ବୀରେନ୍ଦ୍ର ସେହ୍ବାଗଙ୍କ ଟୁଇଟ ଦେଖି ହସି ହସି ଗଡିଲେ ୟୁଜର୍ସ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ଏମିତି ମଜାଳିଆ ଟୁଇଟ୍‌ କରନ୍ତି ଯାହା ଭାଇରାଲ ହୋଇଥାଏ। ନିକଟରେ ସେ ଏକ ଭିଡିଓ ଟୁଇଟ୍‌ କରିଥିଲେ, ଯାହା ଦେଖି ଯୁଜର୍ସ ହସି…

ଭାରତରେ ଥିଲେ ନୋବେଲ ପାଇପାରି ନ ଥାନ୍ତି:ଅଭିଜିତ ବାନାର୍ଜୀ

ଜୟପୁର,୨୬।୧: ଭାରତରେ ଥିଲେ ନୋବେଲ ପୁରସ୍କାର ମୋତେ ମିଳି ନ ଥାନ୍ତା ବୋଲି କହିଛନ୍ତି ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ। ଜୟପୁର ସାହିତ୍ୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ନୋବେଲ…

ବର୍ଷର ପ୍ରଥମ ’ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏଥର ମୋଦି ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ…

ଜିଲା ମୁଖ୍ୟ ଡାକ୍ତରଖାନାକୁ ଆରମ୍ଭ ହେଲା ନିଃଶୁଳ୍କ ବସ୍‌ ସେବା

ବରଗଡ ଅଫିସ,୨୬।୧: ବରଗଡ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ଭଟଲି ବ୍ଲକ ଟୁକୁର୍ଲା(ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ନିଃଶୁଳ୍କ ବସ୍‌ ସେବା ଆରମ୍ଭ ହୋଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ…

୧୪ ହଜାର ଟଙ୍କା ଦେଇ ନିଜ ଦେଶରୁ ମାଟି କିଣିଲେ ଯବାନ, ଜାଣନ୍ତୁ କାହିଁକି

ସବୁ ମାତାପିତାଙ୍କ ଇଚ୍ଛା ଥାଏ ତାଙ୍କ ଶିଶୁଟି ନିଜ ମାଟିରେ ଜନ୍ମ ନେଉ, ଯେଉଁଠି ସେମାନେ ବଡ ହୋଇଛନ୍ତି। କିନ୍ତୁ କୌଣସି କାରଣବଶତଃ ଏହା ସମ୍ଭବ ହୋଇପାରି ନ ଥାଏ। ଆମେରିକାର ଜଣେ ଯବାନଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ଆମେରିକା…

ଏସବୁ ଦେଶରେ ନାହିଁ ଲିଖିତ ସମ୍ବିଧାନ, ଏମିତି ଚାଲିଥାଏ ଶାସନ

ଆଜି ସମଗ୍ର ଭାରତବର୍ଷରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଆଇନ ପ୍ରଣୟନ କରାଯାଇଥିଲା। ୧୯୫୦ ଜାନୁୟାରୀ ୨୬ରେ ଏହା କାର୍ଯ୍ୟକାରୀ ହୋଇଥିଲା। ଭାରତର ଲିଖିତ ସମ୍ବିଧାନ ଥିବାବେଳେ ଏମିତି କିଛି ଦେଶ…

ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ

ଭୁବନ,୨୬।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେଥି ମଧ୍ୟରୁ ଏନ୍‌ଏସି କାର୍ଯ୍ୟାଳୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ମୁଖ୍ୟ ଅତିଥି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri