ଡ୍ରେସିଂ ରୁମ୍ରେ ଭୋ ଭୋ ହୋଇ କାନ୍ଦିଲେ ଇଂଲଣ୍ଡ ଖେଳାଳି
ଲାହୋର,୨୭।୨: ଚାମ୍ପିଅନ୍ସ ଟ୍ରଫିିରେ ଇଂଲଣ୍ଡ କ୍ରିକେଟର ଶିଶୁ କୁହାଯାଉଥିବା ଆଫଗାନିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ, ଟୁର୍ନାମେଣ୍ଟରେ ଇଂଲଣ୍ଡର ଯାତ୍ରା ଶେଷ ହୋଇଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏବେ, ସେମାନଙ୍କୁ ଆଫଗାନିସ୍ତାନ ବିପକ୍ଷରେ…
IPL2025: ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଭେଟେରାନଙ୍କ ଏଣ୍ଟ୍ରି, ମିଳିଲା ଏହି ଦାୟିତ୍ୱ
ନୂଆଦିଲ୍ଲୀ,୨୭।୨: IPL 2025 ଆରମ୍ଭ ହେବାକୁ ଏକ ମାସରୁ କମ ସମୟ ବାକି। ଏହାପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସେନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି। ଫ୍ରାଞ୍ଚାଇଜ ତାଙ୍କୁ ନୂତନ ସିଜିନ ପାଇଁ ନିଜର ମେଣ୍ଟର କରିଛି। ଏନେଇ…
ମହାରାଣୀ ସାଗରରେ ପ୍ରତୀକାତ୍ମକ ଅମୃତ ସ୍ନାନ କଲେ ସାଧୁସନ୍ଥ
ବଲାଙ୍ଗୀର,୨୭ା୨(ସୁନୀଲ ): ସନାତନ ଧର୍ମର ସବୁଠୁ ବଡ଼ ମେଳା ମହାକୁମ୍ଭ ଅବସରରେ ବୁଧବାର ବଲାଙ୍ଗୀର ମହାରାଣୀ ସାଗରଠାରେ ପ୍ରତୀକାତ୍ମକ ଅମୃତ ସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ଭୋର ୪ଟା ୩୦ ମିନିଟ୍ରୁ ଏଠାରେ ଅମୃତ ସ୍ନାନ କାର୍ଯ୍ୟକ୍ରମ ପାଇଁ ପୂଜାବିଧି…
ଦୀପାବଳି ଭଳି ଫୁଟିଲା ବାଣ, ରାସ୍ତାରେ ଧୁମ୍ ନାଚିଲେ ପ୍ରଶଂସକ; ଆଫଗାନିସ୍ତାନର ଐତିହାସିକ ବିଜୟ ପରେ କାବୁଲରେ ଉତ୍ସବ;Video
କାବୁଲ,୨୭।୨: ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛି। ସେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳ ଏକ ରୋମାଞ୍ଚକର ମ୍ୟାଚ୍ରେ ଇଂଲଣ୍ଡ ଭଳି ଦଳକୁ ୮ ରନରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛି।…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସଫେଇ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ବୋନସ ସହ ଅନେକ ସୁବିଧା
ପ୍ରୟାଗରାଜ,୨୭।୨:ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ମହାକୁମ୍ଭରେ ନିୟୋଜିତ ଉତ୍ତର ପ୍ରଦେଶର ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କାର ବୋନସ ମିଳିବ। ଏହା ବ୍ୟତୀତ ପ୍ରତି ମାସରେ ସର୍ବନିମ୍ନ ୧୬,୦୦୦…
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା
ଭୁବନେଶ୍ୱର,୨୭ା୨ : ୨୮ ତାରିଖ ଅର୍ଥାତ୍ ଆସନ୍ତାକାଲି ପ୍ରଥମଥର ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ…
ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍ ପୂର୍ବରୁ…
ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ…
ଇଡ୍ଲି ଖାଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର, କଡ଼ା ଚେତାବନୀ ଦେଲେ ବିଶେଷଜ୍ଞ
ବିଶେଷକରି ଇଡ୍ଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡ଼ିବ। ଏହା ପଛର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ଭୟଙ୍କର ତଥ୍ୟ। ଖାଦ୍ୟ ବିଭାଗର କଡ଼ାକଡ଼ି ଯାଞ୍ଚରୁ ନିଶ୍ଚିତ ହୋଇଛି…
ପୃଥ୍ବୀ ଶ’ ହେଲେ ଅଧିନାୟକ, ଫିଟ୍ ହେଉ ହେଉ ମାରିଲେ ୨୭ ଚୌକା
ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ ବ୍ୟାଟିଂର…
ମହାରାଷ୍ଟ୍ର-ଦିଲ୍ଲୀରେ ଭାଜପା ଜିତିବା ନେଇ ମମତା ଆଣିଲେ ବଡ଼ ଅଭିଯୋଗ, କହିଲେ ନିର୍ବାଚନ କମିଶନ ନିରପେକ୍ଷ…
କୋଲକାତା,୨୭ା୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହୋଇ ଉଠିଛନ୍ତି। ସେ ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ସମସ୍ତ ଏମ୍ପି ଏବଂ ବିଧାୟକଙ୍କ ସହିତ…
Changes From 1st March: ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ, ଖାଲି କରିବ ଆପଣଙ୍କ ପକେଟ!ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୨: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ନୂତନ ମାସ ଆରମ୍ଭରୁ ଅନେକ ନିୟମ ପରିବର୍ତ୍ତନ ହୁଏ। ଏମିତିରେ ୨୦୨୫ ମାର୍ଚ୍ଚ ପହିଲାରୁ ଅନେକ ବଡ଼ ନିୟମ…
ପୁଣି ମା’ ହେଲେ ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରୀ, ଶିଶୁକନ୍ୟାଙ୍କୁ ଦେଲେ ଜନ୍ମ
ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା…
Archives


