Home

ଆଜିଠୁ ବରଗଡ଼ରେ ଧାନକିଣା: ଧାନବିକ୍ରି ଟୋକନ୍ ଧର୍ମକୁ ଆଖିଠାର

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଧାନ ସଂଗ୍ରହ ପ୍ରକ୍ରିୟା ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏଭଳି ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନବିକ୍ରି…

ମକା ବୋଝେଇ ଟ୍ରକ୍‌ ସହ ଘାଟିରୁ ଖସିପଡ଼ିଲେ ଚାଳକ, ଚାଲିଗଲା ଜୀବନ

ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଗୁରୁବାର ରାତିରେ ଜରଉ ଘାଟିରେ ଏକ ମକା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ମୃତ ଡ୍ରାଇଭର ଜଣକ ହେଲେ ଗଞ୍ଜାମ ଜିଲା…

SIR ଉପରେ ପ୍ରଶ୍ନ ଉଠାଇଲେ କପିଲ ସିବଲ, CJI କହିଲେ…

ନୂଆଦିଲ୍ଲୀ,୨୮।୧୧: ଆବେଦନକାରୀ RJD ମପି ମନୋଜ ଝା ଭୋଟର ତାଲିକାର ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ବାସ୍ତବରେ ଅନ୍ୟାୟ। ସେ ଯୁକ୍ତି ଦେଇଛନ୍ତି ଯେ ଭୋଟରମାନଙ୍କୁ ସେମାନଙ୍କର ଜନ୍ମ…

ୟୁରୋପ ଝିଅ ଓଡ଼ିଶା ବୋହୂ, ପ୍ରେମିକଙ୍କୁ ପାଇବା ପାଇଁ ପାରି ହେଲେ ସାତ ଦରିଆ, ପଡ଼ିଲା ହାତଗଣ୍ଠି

ଗଜପତି,୨୮ା୧୧(ଗିରିଧାରୀ ପରିଚ୍ଛା): କୁହାଯାଏ ପ୍ରେମ ଅନ୍ଧ। ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ। ପ୍ରେମିକ ହେଉ ବା ପ୍ରେମିକା ମନର ମଣିଷକୁ ପାଇବା ପାଇଁ ସବୁ ପ୍ରକାର ବାଧାବିଘ୍ନ ସାମ୍ନା କରିଥାଏ। ଏପରିକି ସାତ ଦରିଆ ପାରି ହୋଇ…

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ ଗ୍ରାମର ଗଣେଷ ହେମ୍ବ୍ରମ ଗୁରୁବାର ଖୁଣ୍ଟା ସାପ୍ତାହିକ ହାଟ ଆସିଥିଲେ। ହେଲେ ହାଟରୁ ଆଉ…

ପ୍ରବଳ ଶୀତରେ ଥରିଲାଣି ଦାରିଙ୍ଗବାଡ଼ି, ଆଜି ତାପମାତ୍ରା ରହିଛି…

ଦାରିଙ୍ଗବାଡ଼ି,୨୮ା୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତ ୪ ଦିନରେ ୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ୧୫ ଡିଗ୍ରୀ ତାପମାତ୍ରାରୁ ଶୁକ୍ରବାର ସକାଳ ସୁଦ୍ଧା ୮. ୫ ଡିଗ୍ରୀରେ ପହଞ୍ଚିଛି।…

ବାହାରେ ଦାଦନ ଖଟୁଛନ୍ତି ସ୍ବାମୀ, ଘରେ ନାଏବ ସରପଞ୍ଚ ଥିବା ସ୍ତ୍ରୀ କଲେ ଆତ୍ମହତ୍ୟା

ଥୁଆମୂଳ ରାମପୁର,୨୮ା୧୧(ଦୁର୍ଗା କୀର୍ତ୍ତି): ସ୍ବାମୀ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇଥିବା ବେଳେ ନିଜ ଘରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା…

ଏଇ ଭାରତରେ

ବୟସ ଏକ ସଂଖ୍ୟା ଓ ଏହାର ପ୍ରଭାବକୁ ପ୍ରତିହତ କରି ଆଗକୁ ବଢ଼ିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗରମର ବିଦ୍ୟା ସିଂ। ସେ ୫୯ ବର୍ଷ ବୟସରେ ପର୍ବତ ଆରୋହଣ ଆରମ୍ଭ କରିବା ପରେ ୧୯ଟି ଉଚ୍ଚ ଶୃଙ୍ଗ…

ଅଦୃଶ୍ୟ ବନ୍ଧନ

ହି ଚାହାନ୍ତି ନାହିଁ ବନ୍ଧନ। ସମସ୍ତେ ଚାହାନ୍ତି ମୁକ୍ତ ଜୀବନ ବଞ୍ଚତ୍ବା ପାଇଁ। କିନ୍ତୁ ଦେଖିବାକୁ ଗଲେ ଜଡ଼ ହେଉ କି ଜୀବ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ବନ୍ଧନରେ ଥାଆନ୍ତି। ଜୀବ କ୍ଷେତ୍ରରେ ଏହି…

ଲଣ୍ଡା ଚାକୁଣ୍ଡାର ଲୁହ

ହଁ ଆଜ୍ଞା, ମୁଁ ହେଉଛି ଗୋଟେ ଲଣ୍ଡା ବୁଢ଼ା ଚାକୁଣ୍ଡା ଗଛ। ମୋର ବୟସ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ। ମୁଁ କେନ୍ଦ୍ରାପଡ଼ା ଜିଲାର ଆଳି ବ୍ଲକ ଅନ୍ତର୍ଗତ ବଡ଼ାମ୍ବିଳା ଗ୍ରାମ ପଞ୍ଚାୟତରେ ଠିଆ ହୋଇଛି। ନ’ମୌଜା ଡାକଘର ସାମ୍ନା…

ଗମ୍ଭୀର ଭାଗୀଦାରି

ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ପାକିସ୍ତାନ ଉପରେ କ୍ରୋଧିତ ଥିଲେ ବୋଲି ୨୦୧୮ରେ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଥିଲା। ସେ ଦୁଃଖ ପ୍ରକାଶ କରି କହିଥିଲେ, ଦୀର୍ଘ ୧୫ ବର୍ଷ ହେଲା…

ବ୍ରହ୍ମୋସ କିଣିବାକୁ ପ୍ରସ୍ତୁତ ହେଲାଣି ଏହି ମୁସଲିମ ଦେଶ, ବଢୁଛି ଡିମାଣ୍ଡ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନରେ ଅପରେଶନ ସିନ୍ଦୂର ସମୟରେ ଭାରତର ସ୍ବଦେଶୀ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଦ୍ୱାରା ସାମରିକ ପ୍ରତିଷ୍ଠାନ ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକର ସଠିକ ଲକ୍ଷ୍ୟଭେଦ ଧ୍ୱଂସ ପରେ, ଏହି କ୍ଷେପଣାସ୍ତ୍ରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱର ସର୍ବବୃହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?