Home

RTO ଅଫିସକୁ ଗାଡି ଲାଇସେନ୍ସ ପାଇଁ ଆସିଥିଲେ, ବାପାଙ୍କ ଆଖି ସାମ୍ନାରେ ଝିଅକୁ ଚାପିଦେଲା ଟ୍ରକ୍‌

ଛତ୍ରପୁର,୪ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଜେ. ସ୍ବାତୀ। ସେ ତାଙ୍କ ସହ ଛତ୍ରପୁର RTO…

ମିଳିଲା ଟୋକନ, ଖୋଲିଲା ତାଲା: ଆନ୍ଦୋଳନରୁ ଓହରିଲେ ଚାଷୀ

ଅତାବିରା, ୪।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ୫ହଜାରରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡିଥିଲେ l ସେଥିମଧ୍ୟରୁ ଅତାବିରା ବ୍ଲକ ଝିଲିମିଣ୍ଡା ମଣ୍ଡି ଅଞ୍ଚଳର ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ l ପଞ୍ଜିକରଣ ଦାବିରେ ଗତ ଅଗଷ୍ଟ…

ବସ୍‌ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍‌ ମାଲିକଙ୍କୁ ନୋଟିସ୍‌

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍‌ର କଣ୍ଡକ୍ଟର ଦୁର୍ବ୍ୟବହାର କରିବା ସହ ଓ ସରକାରୀ ପାସ୍‌କୁ ବେଖାତିର କରିବା ଘଟଣାକୁ ନେଇ ପ୍ରୀତିପ୍ରଜ୍ଞାଙ୍କ ବାପା…

ପ୍ରାକୃତିକ କୃଷି ପଦ୍ଧତିରେ ମୁଗ ଚାଷ, ୧୦୦ ବିହନ ବନ୍ଧୁଙ୍କୁ…

କର୍ଲାମୁଣ୍ଡା,୪ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କନଶିଲ, ଧାଁରାଖମନ ଓ ପରମାନନ୍ଦପୁର ଗ୍ରାମର ଚାଷୀମାନେ ଦେଶୀ ଝାଇଁ ମୁଗକୁ ପୁଣିଥରେ ପୁନରୁଜ୍ଜୀବିତ କରିବା ପାଇଁ ପ୍ରାକୃତିକ କୃଷି ପ୍ରକ୍ରିୟାରେ ଚାଷକାମ ଆରମ୍ଭ କରିଛନ୍ତି। ଏହି ଅବସରରେ ବିକଳ୍ପଜୀବିକା ଫାଉଣ୍ଡେଶନ…

୨୪୬୨ ପରେ ଭାଙ୍ଗିଲା ଏହି ରେକର୍ଡ: କୋହଲିଙ୍କ ମନ ଦୁଃଖ, ଜାଣନ୍ତୁ କାରଣ

ରାୟପୁର,୪।୧୨: ରାୟପୁର ଦିନିକିଆରେ ଟିମ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଥିଲା। ୩୫୮ ରନ ସଂଗ୍ରହ କରିବା ସତ୍ତ୍ୱେ, ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଏହା ବିରାଟ କୋହଲିଙ୍କ ପାଇଁ କେବଳ ଏକ ବଡ଼ ବିପର୍ଯ୍ୟୟ ନୁହେଁ ବରଂ ଏକ ‘ବିପୁଳ…

ଗର୍ଭବତୀ ବୋହୂଙ୍କୁ ଗୋଇଠା ମାରିଲେ ଶାଶୁ, ମୃତ ଛୁଆକୁ ଜନ୍ମ ଦେଇ ଚାଲିଗଲା ମା’ର ଜୀବନ

ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତାପସ ଗିରିଙ୍କୁ ୨ ବର୍ଷ ପୂର୍ବେ ହରିଆବାଙ୍କ ଗ୍ରାମର ସହଦେବ ଆଡିଙ୍କ ଝିଅ ମଞ୍ଜୁଲତା…

ବିଧାନସଭାରେ ‘୬୯’ ଝଡ଼

ଭୁବନେଶ୍ୱର,୪ା୧୨ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ କହୁଛନ୍ତି। ତେବେ ସରକାର ଚଳିତବର୍ଷ ଚାଷୀଙ୍କଠାରୁ କେତେଟଙ୍କାରେ ଧାନ ସଂଗ୍ରହ କରିବେ, ତାହା ସ୍ପଷ୍ଟ କରନ୍ତୁ।…

ନାବାଳିକାଙ୍କୁ ଘରକୁ ଖାଇବାକୁ ଡାକି ବଳାତ୍କାର, ଚିତ୍କାର କରିବାରୁ…

ଲାଞ୍ଜିଗଡ଼,୩ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର ଥିବା ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସର ତଦନ୍ତ…

ନଦୀକୁ ଖସିପଡ଼ିଲା କାର୍‌, ଭିତରେ ଅଛନ୍ତି…

କଟକ,୩ା୧୨: ବିରୂପା ନଦୀରେ ବୁଧବାର ସନ୍ଧ୍ୟାରେ ଏକ ବ୍ୟାଟେରୀ ଚାଳିତ କାର୍‌ ଖସିପଡ଼ିଛି। ତିନି ଘଣ୍ଟା ଧରି ପାଣି ଭିତରେ ଏହି କାର୍‌ ଫସିରହିଛି। ଜଣେ ଯୁବକଙ୍କୁ ସ୍ଥାନୀୟ ଖେଳ ପ୍ରଶିକ୍ଷଣ ପିଲା ଉଦ୍ଧାର କରିଥିବାବେଳେ ଆଉ ଜଣେ କାର୍ ଭିତରେ…

ଟ୍ରାନ୍ସଫର୍ମର ଅଚଳ: ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ଗଣିଆ ସାହିରେ ଗତ ୨ ଦିନ ପୂର୍ବେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ଅନ୍ଧକାରରେ ବିତୁଛି ସାହି ବାସିନ୍ଦାଙ୍କ ଜୀବନ।…

ଯୌତୁକ ପାଇଁ ବୋହୂଙ୍କୁ ମାଡ଼: ଶାଶୁଘର ଲୋକଙ୍କ ନାଁରେ ମାମଲା

ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁମାରଡ଼ା ଗ୍ରାମର ଶିକ୍ଷକ ସନ୍ତୋଷ ଓରଫ ଦେବୀ ପ୍ରସାଦ ପଟ୍ଟନାୟକ ତାଙ୍କ ସ୍ତ୍ରୀ ସାଲୋନିଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଲୋନି…

ମହଙ୍ଗା ପଡ଼ିଲା ଜମି ମାଲିକଙ୍କୁ ଲାଞ୍ଚ ମାଗିବା, ଏତିକି ବର୍ଷ କାରାଦଣ୍ଡ ସହ ଜରିମାନା ରହିଛି…

ବରଗଡ଼,୩ା୧୨(ପ୍ରେମାନନ୍ଦ ଖମାରୀ): ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ପ୍ରଦାନରେ ଜଣେ ଜମି ମାଲିକଙ୍କଠାରୁ ଲାଞ୍ଚ ନେବା ବରଗଡ଼ ଅଶୋକା ବିଲ୍ଡକନର ଲିଆସୋନିଙ୍ଗ ଆସିଷ୍ଟାଣ୍ଟ ଶାନ୍ତନୁ ନାଏକଙ୍କୁ ମହଙ୍ଗା ପଡ଼ିଛି। ବରଗଡ଼ ଭିଜିଲାନ୍ସ କୋର୍ଟରେ ସ୍ବତନ୍ତ୍ର ବିଚାରପତି ବୁଧବାର ଏହି ଲାଞ୍ଚ ମାମଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?