Home

ଅଳସୀର ହସ

ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଶୋଭା ପାଉଥିବା କୋରାପୁଟ ଜିଲା ନିଜର ଅସରନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍ବତନ୍ତ୍ର ଆଦିବାସୀ ପରମ୍ପରାକୁ ନେଇ ବେଶ୍‌ ପରିଚିତ। ଏହାର କୋଣ ଅନୁକୋଣରେ ଦେଖାଯାଉଥିବା ସୁନ୍ଦର ସବୁଜିମାଭରା ପରିବେଶ ଯେକୌଣସି ଆଗନ୍ତୁକକୁ ନିଜ ବକ୍ଷରେ ଚିରଦିନ…

ଆଧ୍ୟାତ୍ମିକ ରାଷ୍ଟ୍ରଭକ୍ତି ଓ ଶ୍ରୀଅରବିନ୍ଦ

ଶ୍ରୀଅରବିନ୍ଦଙ୍କ ଆବିର୍ଭାବ (୧୫ା୮ା୧୮୭୨) କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବ ଜାତି ତଥା ବିଶ୍ୱ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଭାରତର ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନ ଅବଧି (୧୯୦୪-୧୯୧୦) ସ୍ବଳ୍ପ କାଳ ପାଇଁ ହେଲେ ମଧ୍ୟ ତାହା ଥିଲା…

ଆଜି ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ: ଯୁବ ପରିବେଶବିତ୍‌ମାନେ ଯୋଗଦେବେ

ଭୁବନେଶ୍ୱର,୨୪/୧୧(ବନ୍ଦନା ସେଠୀ):ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନ୍‌କ୍ଲେଭ୍‌ ବା…

୫୨

ଭାରତୀୟ ଗଣମାଧ୍ୟମ ଏବେ ଏକ ବିଷମ ସ୍ଥିତି ଦେଇ ଗତି କରୁଛି। ବିଷମ ସ୍ଥିତିଟି ବୋଇଲେ ଏହା ପୂର୍ବାପେକ୍ଷା ତା’ର ସ୍ବାତନ୍ତ୍ର୍ୟ ହରାଇ ବସିଲା ଭଳି ଦେଖାଯାଉଛି। ଏହା ଜଣାଶୁଣା ଯେ, ଗଣମାଧ୍ୟମ ତିଷ୍ଠିବା ପାଇଁ ବିଜ୍ଞାପନ ଉପରେ ନିର୍ଭର କରିବା…

ଲେବାନନରେ ଇସ୍ରାଏଲର ସବୁଠାରୁ ବଡ଼ ବିମାନ ଆକ୍ରମଣ! ହିଜବୋଲା ଶୀର୍ଷ କମାଣ୍ଡର ତାବାତାବାଇ ମୃତ

ବେରୁତ,୨୪।୧୧: ରବିବାର (ନଭେମ୍ବର ୨୩) ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପଡ଼ୋଶୀ ଦାହିୟେରେ ଇସ୍ରାଏଲ ଏକ ବଡ଼ ବିମାନ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ ହିଜବୁଲାର ମୁଖ୍ୟ କର୍ମଚାରୀ ହାଇଥାମ ଅଲି ତାବାତାବାଇ ଏହି…

‘ପ୍ରକୃତି ହିଁ ଭଗବାନ’: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଗ୍ରୀନ୍‌ ହିରୋ

ଭୁବନେଶ୍ୱର,୨୪୧୧(ବନ୍ଦନା ସେଠୀ):ପ୍ରକୃତି ହିଁ ଭଗବାନ। ଆଜିର ଯୁବପିଢ଼ି ନୂଆ ନୂଆ ଗାଡି ମଡେଲର ନାଁ ଜାଣୁଛନ୍ତି, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ନଁା କହିପାରୁଛନ୍ତି। କିନ୍ତୁ ଆମ ଚାରିପାଖରେ କେତେ ପ୍ରକାର ଗଛ ଅଛି ତାହା ଜାଣିନାହାନ୍ତି, ଚଢ଼େଇ ଚିହ୍ନିପାରିବେ ନାହିଁ। ପୃଥିବୀରେ…

ସିଜେଆଇ ଭାବେ ଆଜି ଶପଥ ନେବେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ,୨୪ା୧୧(ପି.ଟି.): ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ସୋମବାର ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ବିଦାୟୀ ସିଜେଆଇ ବି.ଆର୍‌. ଗବଇ ରବିବାର ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ…

ପ୍ରଯୁକ୍ତି ମାନବକୈନ୍ଦ୍ରିକ ହେଉ

ଜୋହାନ୍ସବର୍ଗ,୨୪ା୧୧: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ଲାଗି ଏକ ଗ୍ଲୋବାଲ କମ୍ପାକ୍ଟ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି୨୦ ସମିଟ୍‌ରେ ଆହ୍ବାନ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗୁଡ଼ିକ ଅର୍ଥକୈନ୍ଦ୍ରିକ ନ ହୋଇ ମାନବକୈନ୍ଦ୍ରିକ ହେବା ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି।…

Dharitri Climate Film Fest: ମନୁଷ୍ୟର ଚିନ୍ତାଧାରା ପ୍ରଭାବିତ ହେଲେ ସମାଜର ପରିବର୍ତ୍ତନ ହେବ

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ର ପ୍ରଥମ ସଂସ୍କରଣ ରବିବାର ପ୍ରେସ କ୍ଲବ ଅଫ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତା ଆକାଶ…

ପାକିସ୍ତାନରୁ ଡ୍ରୋନ ବ୍ୟବହାର କରି ଆକ୍ରମଣ ଯୋଜନା କରାଯାଇଥିଲା! ଲାଲକିଲ୍ଲା ବିସ୍ଫୋରଣ ପରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ନୂଆଦିଲ୍ଲୀ,୨୩।୧୧: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଏକ ବଡ଼ ଖୁଲାସା ହୋଇଛି। ସୂତ୍ର ଅନୁଯାୟୀ ପାକିସ୍ତାନୀ ହ୍ୟାଣ୍ଡଲର ଭାରତକୁ ଦୀର୍ଘ ଦୂରଗାମୀ ଡ୍ରୋନର ଏକ କନସାଇନ୍ମେଣ୍ଟ ପହଞ୍ଚାଇବାର ଥିଲା। ଏହି ଡ୍ରୋନଗୁଡ଼ିକର ରେଞ୍ଜ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଏବଂ ଏହା…

ୟାସିନ ମଲିକ ହିଁ ଭାରତୀୟ ବାୟୁସେନା କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ

ନୂଆଦିଲ୍ଲୀ,୨୩।୧୧: ୧୯୯୦ ମସିହାରେ ଶ୍ରୀନଗରରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହତ୍ୟା ଘଟଣାରେ ଜମ୍ମୁ ଏବଂ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF)ର ପୂର୍ବତନ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଏକ ବଡ଼ ଆଇନଗତ ଝଟକା ଲାଗିଛି। ଦୁଇଜଣ ପ୍ରମୁଖ ସାକ୍ଷୀ ଜମ୍ମୁ ଟାଡା…

ମା’ କ୍ଷୀରରେ ଥିବା ୟୁରାନିୟମ ପିଲାଙ୍କୁ କର୍କଟ ରୋଗର ବିପଦରେ ପକାଇଥାଏ! ବିହାରର ଏକ ଅଧ୍ୟୟନରେ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ,୨୩।୧୧: ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?