‘ଆଡ୍ଭେଞ୍ଚର୍ସ ଅଫ୍ ଦି ଡେୟାରଡେଭିଲ୍ ଡେମୋକ୍ରାଟ୍’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଥିଲେ କିମ୍ବଦନ୍ତୀ ପୁରୁଷ। ତାଙ୍କ ବୀରତ୍ୱ ସାରା ବିଶ୍ୱ ଜାଣିଛି। ଇଣ୍ଡୋନେସିଆର ସ୍ବାଧୀନତାରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ସେହିପରି କଶ୍ମୀର ମିଶନରେ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବିଜୁବାବୁ ଭାରତୀୟ ରାଜନୀତିରେ…
ଫିଲ୍ମରେ ଓଡ଼ିଶାର ସୌନ୍ଦର୍ଯ୍ୟ ଦେଖାଇବେ ନୀଳମାଧବ
ଭୁବନେଶ୍ୱର,୭ା୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଏକୁଟିଆପଣ, ଭୟ ଏବଂ ଭଲପାଇବାକୁ ନେଇ ଏକ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ଓଡ଼ିଶା ଜନ୍ମିତ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମନିର୍ମାତା ନୀଳମାଧବ ପଣ୍ଡା। ‘ବିଶ୍ୱ’ ନାମକ ଏହି ଫିଲ୍ମ ଜଣେ…
ଆର୍. ମାଙ୍ଗା ବାବୁ ନୂଆ ଜିଏସ୍ଟି ମୁଖ୍ୟ ଆୟୁକ୍ତ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ଜିଏସ୍ଟି କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ, ଭୁବନେଶ୍ୱର ଜୋନର ମୁଖ୍ୟ ଆୟୁକ୍ତ ଭାବେ ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ଆର୍. ମାଙ୍ଗା ବାବୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ…
ମହିଳା ପୋଲିସଙ୍କୁ ମିଳୁଛି କର୍ମକ୍ଷେତ୍ରରେ ନିର୍ଯାତନା
କଟକ ଅଫିସ, ୭ା୩: କଟକସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିୟନ୍ ପରିସରରେ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଦେଶରେ ପ୍ରଥମ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଉଛି। ଏହି ସମ୍ମିଳନୀରେ…
ଦୋପଟି ମେଳଣ ପଡ଼ିଆରେ ହରିହର ଭେଟ
ବାଲିପାଟଣା, ୭ା୩(ଡି.ଏନ୍.ଏ.): ପାରମ୍ପରିକ ଦୋପଟି ମେଳଣ ବାଲିପାଟଣାସ୍ଥିତ ମେଲଣ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଧି ଅନୁଯାୟୀ ଥାନପତି ବୁଦ୍ଧନାଥ ଦେବଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଠାକୁରଙ୍କୁ ମେଳଣ ଯାତ୍ରାକୁ ଆସିବାକୁ ନିମନ୍ତ୍ରଣ ଦିଆଯାଇଥିଲା। ଥାନାପତିଙ୍କ ନିମନ୍ତ୍ରଣ ରକ୍ଷାକରି ଏକାଦଶୀ ତିଥିରେ…
ଆଜିଠୁ ବାହାର ଫଗୁ ଖେଳ ଆରମ୍ଭ
ପୁରୁଣା ଭୁବନେଶ୍ୱର, ୭ା୩ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହାର ଫଗୁ ଖେଳ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ନଗର ପରିକ୍ରମାରେ ଶ୍ରୀ ଜୀଉମାନେ ଯାତ୍ରା ଆରମ୍ଭ କରିଛନ୍ତି। ସନ୍ଧ୍ୟାଧୂପ ସରିବା ପରେ ଠାକୁରଙ୍କ ବଡ଼ସିଂହାର ଓ ବେଶ ହୋଇଥିଲା। ପରେ…
ଟ୍ରେନ ଫେରନ୍ତା ଯୁବକଙ୍କଠାରୁ ଲୁଟ୍
ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀରେ ରାତିରେ କିନ୍ନରମାନଙ୍କ ଉପତ୍ାତ ଦିନକୁ ଦିନ ବଢିବାରେ ଲାଗିଛି। ଗୁରୁବାର ରାତିରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଟ୍ରେନ ଫେରନ୍ତା ଯାତ୍ରୀଙ୍କୁ ଲୁଟପାଟ କରିବା ଘଟଣାରେ ଜଣେ କିନ୍ନର ଓ ମହିଳାଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ…
ମଦ ନିଶାରେ ସାଙ୍ଗଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ମଦ ନିଶାରେ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ। ନିଜ ଘରକୁ ଡାକି ମଦ ପିଆଇ ମୁଣ୍ଡକୁ ମଦ ବୋତଲରେ ପିଟି ଜୀବନ ନେଇଥିଲା। ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ସ୍କୁଟିରେ ଲଦି ଇନ୍ଫୋସିଟି ଥାନା ଅଧୀନ ପଟିଆ ବିଗ୍ବଜାର…
ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ
କୁଜଙ୍ଗ, ୭।୩ (ଡି.ଏନ୍.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ ମାରିବା ପରେ ପୋଲିସର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ପୋଲିସର…
୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ
ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରୋଷେଇ ଘରେ ତାଲା ମାରିବା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ପରେ…
ନୃତ୍ୟରେ କମ୍ପିଲା ମୁକ୍ତାକାଶ ରଙ୍ଗମଞ୍ଚ
ପାଲଲହଡା,୭ା୩(ଡି.ଏନ.ଏ) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ଲୋକ ମହୋତ୍ସବ ମାଲ୍ୟଗିରି ମହୋତ୍ସବର ଶୁକ୍ରବାର ଥିଲା ଦ୍ୱିତୀୟ ସା। ଏହି ଅବସରରେ ଜିଲା ତଥା ଜିଲା ବାହାରୁ ଆସିଥିବା କଳାକାରମାନଙ୍କ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ମାଲ୍ୟଗିରି ମୁକ୍ତାକାଶ ରଙ୍ଗମଞ୍ଚ। ପାଲଲହଡା ବିଧାୟକ…
କାମ ଦେଉନି ଧରପଗଡ଼, ଜରିମାନା ଆଦାୟ
କେନ୍ଦୁଝର, ୭।୩ (ସ୍ବ.ପ୍ର.)- ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ରାସ୍ତାଘାଟ ଦୁରବସ୍ଥା, ଟ୍ରାଫିକ ସମସ୍ୟା ଓ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାରେ ପ୍ରଶାସନ ସଫଳ ହୋଇ ପାରୁ ନାହିଁ ।…
Archives


