Home

ବରଗଡ଼ରୁ ୨ ଲକ୍ଷ ଟଙ୍କାର ଜାଲନୋଟ ଜବତ କଲା ଏସ୍‌ଟିଏଫ୍‌, ୩ ଗିରଫ

ବରଗଡ଼ ଅଫିସ,୬।୩- କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶୁକ୍ରବାର ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ମଙ୍ଗଲୂ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ୍ଲ ମେହେର। ସେମାନଙ୍କ ପାଖରୁ ୨ଲକ୍ଷ ୬ଶହ…

ଯୁବତୀଙ୍କ ମନ୍ଦିର ଦର୍ଶନ ଭିଡିଓ ଭାଇରାଲ: ଲୋକେ କହିଲେ ଭିଆଇପି ଦର୍ଶନ

ସମୟ ଅଭାବରୁ କିଛି ଲୋକ ମନ୍ଦିର ବାହାରୁ ଦର୍ଶନ କରି ପଳାଇଯିବାର ନଜିର ରହିଛି। ସମୟ ବଞ୍ଚାଇବା ଆଳରେ ମନ୍ଦିର ବାହାରୁ ହାତ ଯୋଡି ପଳାଇଥାନ୍ତି। ହେଲେ ଜଣେ ଯୁବତୀଙ୍କୁ ନିଜର ସମୟ ବଞ୍ଚାଇବା ମହଙ୍ଗା ପଡ଼ିଛି। ତାଙ୍କସହ କିଛି ଏଭଳି…

ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଅନାମ

ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଏବେ ଇଡି ସ୍କାନର୍‌ରେ। ଗତ ଜାନୁୟାରୀ ୨୩ରେ ଗିରଫ ହୋଇ ଫେବୃୟାରୀ ୨୬ରେ ସେ ଜାମିନ ପାଇଥିଲେ। ଏବେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ…

କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର

ଭୁବନେଶ୍ୱର,୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ଲୋକସେବା ଭବନରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ବୈଠକ ଶେଷ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇ କହିଛନ୍ତି, କରୋନା…

୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା

ବଲିଉଡ୍‌ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ ସୁଇମିଙ୍ଗ୍‌ ସୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଝିଅ ତନୀଷାଙ୍କ ଜନ୍ମଦିନ ଅବସରରେ…

ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୬।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ। ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍‌ ଥିବା ଟଙ୍କା କେଉଁଆଡେ ଯିବ ନାହିଁ। ଟଙ୍କା ନିରାପଦ ରହିଛି ବୋଲି ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବ୍ୟାଙ୍କରେ ୨ଟି ଡିପୋଜିଟ୍‌ର ମାଚ୍ୟୁରିଟି…

କରୋନା ଭାଇରସ୍‌: ସରକାର ଜାରି କଲେ ୩୧ ଲ୍ୟାବ୍‌ ତାଲିକା

ନୂଆଦିଲ୍ଲୀ,୬।୩: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ ଚିନ୍ତା। ଏଥିରୁ କିପରି ବର୍ତ୍ତିବେ ସେନେଇ ବିଭିନ୍ନ ଦେଶର ସରକାର ଉଦ୍ୟମ ଚଳାଇଛନ୍ତି। ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୧ ବୃଦ୍ଧି ପାଇଛି। ଫଳରେ ଏହାକୁ ନେଇ ସାରା ଦେଶରେ ଆଲର୍ଟ…

ଦିଲ୍ଲୀ ଦଙ୍ଗାରେ ନଷ୍ଟ ହୋଇଥିବା ସ୍କୁଲକୁ ମିଳିବ ସରକାରୀ ସହାୟତା

ନୂଆଦିଲ୍ଲୀ,୬।୩: ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ଏବେ ସେଠାରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘର, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଆଦିକୁ ଠିକ୍‌ କରିବାକୁ ଚାଲିଛି ପ୍ରୟାସ। ଶୁକ୍ରବାର…

‘ଜେମ୍ସ ବଣ୍ଡ’ ଫିଲ୍ମରେ କାମ କରିବାକୁ ଚାହୁଛନ୍ତି ମଲାଇକା

ବଲିଉଡ୍‌ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ମଲାଇକା ଅରୋରାଙ୍କର ବର୍ତ୍ତମାନ ଅଭିନୟରେ କୌଣସି ଆଗ୍ରହ ନାହିଁ। ତେବେ ଯଦି ଜେମ୍ସ ବଣ୍ଡ ଫିଲ୍ମରେ କାମ କରିବାର ସୁଯୋଗ ମିଳେ ନିଶ୍ଚିନ୍ତ କରିବେ ବୋଲି ସେ କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ…

ଅସ୍ତରଙ୍ଗ ବେଳାଭୂମିରେ ଲାଗିଛି ୪୮ ଫୁଟ ତିମିର ମୃତଦେହ, ଦେଖିବାକୁ ଲୋକଙ୍କ ଭିଡ

ଅସ୍ତରଙ୍ଗ,୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବେଳାଭୂମି ଗୁଣ୍ଡଳବା ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌, ପ୍ରାଣୀ ଓ ମତ୍ସ୍ୟ ବିଭାଗ ଟିମ୍‌ ପହଞ୍ଚି ମୃତ ତିମି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛନ୍ତି।…

ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବା ନିଷ୍ପତ୍ତି ଭୁଲ୍‌ ଥିଲା: ମହେଶ୍ୱର

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରଖିବା ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏଭଳି ନିଷ୍ପତ୍ତି ଭୁଲ୍‌ ଥିଲା। ଅଧିକ ସୁଧ ଲୋଭରେ ତତ୍‌କାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି।…

ରାମ ମନ୍ଦିରକୁ ନେଇ ମୋଦିଙ୍କୁ ଚିଠି ଲେଖିଲା ଶିବସେନା

ମୁମ୍ବାଇ,୬।୩: ରାମ ମନ୍ଦିରକୁ ନେଇ ଶୁକ୍ରବାର ଶିବସେନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛି। ଏହି ଚିଠି ମାଧ୍ୟମରେ ଶିବସେନାର ଜଣେ ସଦସ୍ୟଙ୍କୁ ରାମ ମନ୍ଦିର ଟ୍ରଷ୍ଟରେ ସାମିଲ କରିବାକୁ ମୋଦିଙ୍କୁ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି କି ବାଲ ଠାକରେଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri