ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…
ସ୍ପେନ୍: ୨୦୦ ବର୍ଷ ଧରି ସ୍ପେନ୍ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍ ଫେଷ୍ଟିଭାଲ୍ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା ଏବଂ ହର୍ବାଲ ରଙ୍ଗକୁ ବ୍ୟବହାର କରି ଖେଳିଥା’ନ୍ତି। ପ୍ରତିବର୍ଷ ଡିସେମ୍ବର ୨୮ରେ ସ୍ପେନ୍ର ଆଇବିଆଇରେ…
ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ: ଭାଜପା ନେତା
ଲକ୍ଷ୍ନୌ,୨।୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ। ସେ କହିଛନ୍ତି, ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ। ତେବେ ଯାଇ ସେ ବୁଝିପାରିବେ ସେଠାକାର ପରିସ୍ଥିତି କ’ଣ…
କେରଳ ବିଧାନସଭା ପ୍ରସ୍ତାବ ଅଣସାମ୍ବିଧାନିକ: ରାଜ୍ୟପାଳ
ଥିରୁଭାନନ୍ତପୁରମ୍,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅଣସାମ୍ବିଧାନିକ ବୋଲି ରାଜ୍ୟପାଳ ଆରିଫ୍ ମହମ୍ମଦ୍ ଖାଁ କହିଛନ୍ତି। ଏହି ପ୍ରସ୍ତାବର କୌଣସି ବୈଧତା ନାହିଁ ବୋଲି ସେ କହିଛନ୍ତି। ନାଗରିକତା କେନ୍ଦ୍ର ଅଧିନସ୍ଥ ଏକ…
ଓବାମାଙ୍କ ଫେଭରାଇଟ୍ ମ୍ୟୁଜିକ୍ ତାଲିକାରେ ପ୍ରତୀକଙ୍କ ଆଲ୍ବମ୍
ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଜଣେ ସଙ୍ଗୀତପ୍ରେମୀ। ସମଗ୍ର ବିଶ୍ୱର ଲୋକପ୍ରିୟ ଗାୟକଙ୍କ ଗୀତ ସେ ଶୁଣିଥାନ୍ତି। ୨୦୧୯…
ଥରିଲା ଇରାନ୍
ତେହେରାନ୍,୨।୧: ଇରାନ୍ର ଉତ୍ତରପଶ୍ଚିମ ଅଞ୍ଚଳରେ ଗୁରୁବାର ସକାଳ ୮ଟା ୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୮ଥିଲା ବୋଲି ସ୍ଥାନୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଖୋରାସାନ୍ ରାଜ୍ଭୀ ପ୍ରଦେଶରେ ତୋରବତ୍-ଇ-ହେୟଦାରିୟାଠାରେ ଭୂକମ୍ପ ହେବାରୁ…
ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ଖାରଜ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ
କୋଲକାତା, ୨।୧: ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ। ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରିଦିଆଯାଇଛି। ଗଣତନ୍ତ୍ର ଦିବସ ପରେଡ଼ରେ ମମତା ସରକାରଙ୍କ ‘କନ୍ୟାଶ୍ରୀ’ ଯୋଜନାର ପ୍ରଜ୍ଞାପନ ମେଢ…
କ’ଣ କରୁଛନ୍ତି ପରିଣୀତି
ପରିଣୀତି ଚୋପ୍ରା ଏବେ କ’ଣ କରୁଛନ୍ତି ? ଯେହେତୁ ଶୁଟିଂ ନାହିଁ ସେ ନିଶ୍ଚୟ ପରିବାର ସହ ସମୟ କଟାଉଥିବେ। ହେଲେ ଏହି ବ୍ରେକ୍ ସମୟରେ ସେ ଫରେନ୍ ଟୁରରେ ଅଛନ୍ତି। ଅର୍ଥାତ୍, ବର୍ତ୍ତମାନ ପରିଣୀତି ଅଷ୍ଟ୍ରିଆରେ ଡେରା ପକାଇଛନ୍ତି। ସେଠାକାର…
ଓସ୍କାର ଦୌଡ଼ରେ ନୀନାଙ୍କ ଫିଲ୍ମ
ମୁମ୍ବାଇ: ସେଲିବ୍ରିଟି ସୈଫ୍ରୁ ଫିଲ୍ମମେକର୍ ହୋଇଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର୍’ ଓସ୍କାର ଆଓ୍ବାର୍ଡ ଦୌଡ଼ରେ ଫିଚର୍ ଫିଲ୍ମ ତାଲିକାଭୁକ୍ତ ହୋଇଛି। ଏନେଇ ଖୋଦ୍ ବିକାଶ ଖାନ୍ନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କ ପ୍ରଥମ ଫିଲ୍ମ…
ଗୁରୁ ଗୋବିନ୍ଦ ସିଂହଙ୍କ ୩୫୩ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨।୧: ଶିଖ୍ଙ୍କ ୧୦ମ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଗୁରୁବାର ୩୫୩ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ଗୋବିନ୍ଦ ସିଂହ…
ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ
ବନ୍ତ,୨।୧(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଅନାବରଣ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ନିକଟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପା ସଭାପତି…
ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍ ଦେଖିବେ ହିତେଶ୍ୱର
ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍ ମେସିଆସ୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷାକରି ବୋଲ୍ସୋନାରୋ ସମ୍ମତି ମଧ୍ୟ…
ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍: ନ୍ୟୁ ଇୟର ସେଲିବ୍ରେଶନ
ମୁମ୍ବାଇ: ଅର୍ଜୁନ କପୁର-ମଲାଇକା ଅରୋରା ହେଉଛନ୍ତି ବଲିଉଡ୍ର ଚର୍ଚ୍ଚିତ କପଲ୍ମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ରିଲେଶନଶିପ୍କୁ ନେଇ ଅନେକ ସମୟରେ ଖବର ଚର୍ଚ୍ଚା ସାଉଁଟିଥାଏ। କିଛିଦିନ ପୂର୍ବେ ଅର୍ଜୁନ ନିଜ ଜନ୍ମଦିନ ଅବସରରେ ମଲାଇକାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ସୋସିଆଲ…
Archives


