ସ୍ମାର୍ଟ ବାଡ଼ି: ବୟସ୍କଙ୍କୁ ଦେବ ସାହାରା
ନୂଆଦିଲ୍ଲୀ,୭।୩: ବୟସ ବଢ଼ିବା ସହିତ ଲୋକେ ଚାଲିବା ସମୟରେ ତଳେ ପଡ଼ିଯିବାର ଆଶଙ୍କା ରହିଥାଏ। ସେମାନେ ସାହାରା ଲୋଡ଼ିଥାନ୍ତିି। ତେବେ ଏଣିକି ଆଉ ଅନ୍ୟ କାହାର ସାହାରର ଆବଶ୍ୟକତା ରହିବନି। ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର ଏକ ସ୍ମାର୍ଟ ବାଡ଼ି…
ନାଁକୁ ନିଯୁକ୍ତି
ଶିଳ୍ପ କରିଡର ଭାବେ ପରିଚିତ ଅନୁଗୋଳ ଜିଲାରେ ବଢ଼ୁଛି ବେକାରି ସମସ୍ୟା। ୨୦୧୫ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଜିଲାରେ ୨୪ ହଜାର ୮୯୫ ଜଣ କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନିଯୁକ୍ତି ପାଇଛନ୍ତି,…
ଜୟାପ୍ରଦାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି
ରାମପୁର,୭।୩: ଆଚାର ସଂହିତା ଉଲ୍ଲଂଘନ ମାମଲାରେ ପୂର୍ବତନ ଏମ୍ପି ଜୟାପ୍ରଦା ହାଜର ନ ହେବାରୁ କୋର୍ଟ ତାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୦ରେ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜୟାପ୍ରଦା…
କାଦୁଅରେ ଫସିଗଲା ଆମ୍ବୁଲାନ୍ସ
ନୟାଗଡ ଅଫିସ/ ଦଶପଲ୍ଲା, ୭ା୩ (ଡି.ଏନ୍.ଏ.): ଜଣେ ଗର୍ଭବତୀଙ୍କୁ ନେଇ ନୟାଗଡ ଜିଲାର ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ଆସୁଥିଲା ୧୦୮ ଆମ୍ବୁଲାନ୍ସ । ବାଟରେ ବର୍ଷା ହେବାରୁ ଆଦିବାସୀ ଅଧ୍ୟୁଷିତ ଦୁଢ଼ା ପଞ୍ଚାୟତର ଜୁଡାଗଣ୍ଡା ଗଁ। ନିକଟ ବାଲିଝରୀ ଘାଟିରେ…
ଛୋଟ ପିଲାଙ୍କ ମୋବାଇଲ୍ ଅଭ୍ୟାସ ଛଡ଼ାଇବା ପାଇଁ ଷ୍ଟାର୍ଟ-ଅପ୍ ଆରମ୍ଭ କଲେ ୧୧ବର୍ଷ ବୟସ୍କା ବାଳିକା
ସୁରଟ,୭।୩ : ସମ୍ପ୍ରତି ଛୋଟପିଲାଙ୍କ ମଧ୍ୟରେ ମୋବାଇଲ୍ ଅଭ୍ୟାସ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଏହାର ଖରାପ ପ୍ରଭାବ ସେମାନଙ୍କ ପଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟର ଜଣେ ୧୧ ବର୍ଷ ବୟସ୍କା ବାଳିକା ଭାବିକା ମାହେଶ୍ୱରୀ ଏକ ଷ୍ଟାର୍ଟ-ଅପ୍…
ଟାଓ୍ବାର ଉପରେ ୩ ଘଣ୍ଟା
କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା ବି ଚଢ଼ିଗଲେ ଗ୍ରୀଡ୍ରେ। ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବାକୁ…
ଏଡିଜେଙ୍କ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ
ବଲାଙ୍ଗୀର ଅଫିସ/ ପାଟଣାଗଡ଼, ୭ା୩ (ଡି.ଏନ.ଏ.): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ଚାର୍ଜଫ୍ରେମ ପାଇଁ ହାଜର କରାଯାଇଥିଲା। ତେବେ ପୁଞ୍ଜିଲାଲଙ୍କ ଆଡଭୋକେଟ୍ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
କହୁଣୀରେ ଲେଖି ପରୀକ୍ଷା ଦେଇ ରଖିଥିଲେ ୮୧ ପ୍ରତିଶତ ନମ୍ବର
ବଡ଼ୋଦରା,୭।୩: ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ବଡ଼ୋଦରାରେ ବାସ କରୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ଶିବମ୍ ସୋଲାଙ୍କି। ୧୩ ବର୍ଷ ହୋଇଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କର ଡାହାଣ…
କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ୮୦ ଛାତ୍ରୀ
କୋଏମ୍ବାଟୁର,୭।୩ : କର୍କଟ ପୀଡ଼ିତଙ୍କ ପାଇଁ କେତେକ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅସମର୍ଥ ଥିବା ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର ୮୦ ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କେମୋଥେରାପି…
୧୦୦ତମ ଜନ୍ମ ଦିନରେ ଜେଲ୍ ଗଲେ ବୃଦ୍ଧା
ଓ୍ବାଶିଂଟନ,୭।୩: ନିଜ ଜନ୍ମ ଦିନକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରତିଟି ବ୍ୟକ୍ତି ଚିନ୍ତା କରିଥାନ୍ତି। ତେବେ ଜନ୍ମ ଦିନରେ ଜେଲ ଯିବାର ଅନୁଭୁତି ପାଇବା ଲାଗି କେହି ଇଛା କରିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମାତ୍ର…
ଜେଏସ୍ପିଏଲ୍କୁ ଗୋଲ୍ଡେନ ପିକକ୍ ସମ୍ମାନ
ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ଜେଏସ୍ପିଏଲକୁ ଏହି ପୁରସ୍କାର ଦିଆଯାଇଛି…
‘ସିନ୍ଧିଆଙ୍କୁ ଅଣଦେଖା କଲେ ଅଡୁଆରେ ପଡ଼ିବେ କମଲନାଥ’
ଭୋପାଳ,୭ା୩(ପି.ଟି.): ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଘୋଡ଼ାବେପାର ଉଦ୍ୟମ ଅଭିଯୋଗ ହେଉଥିବାବେଳେ ସଙ୍କଟର ଖିଅ ଦଳ ଭିତରେ ବୋଲି ସୂଚନା ମିଳିଛି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା ଓ ଅସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ…
Archives


