ହାର୍ ମାନିଛି ବୟସ: ପ୍ରତିବନ୍ଧକ ସାଜିପାରିନାହିଁ ବାର୍ଦ୍ଧକ୍ୟ, ସଫଳତା ପାଇ ସାଜିଛନ୍ତି ଉଦାହରଣ
ଘର ସଂସାର ଜଞ୍ଜାଳ କରୁ କରୁ ଅଧିକାଂଶ ନାରୀଙ୍କ ଜୀବନର ବହୁ ମୂଲ୍ୟବାନ ବର୍ଷସବୁ ବିତିଯାଏ। ଘର ପାଲଟିଯାଏ ତାଙ୍କ ପାଇଁ ଦୁନିଆ। ତାରି ଭିତରେ ରହି ଜଞ୍ଜାଳରେ ପେଷି ହୋଇ କେତେବେଳେ ଯେ ବୟସ ଗଡ଼ି ବାର୍ଦ୍ଧକ୍ୟ ଚାଲିଆସେ ଜଣାପଡ଼େନା।…
ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ନାରୀଶକ୍ତିକୁ ମୋଦି ଅଭିନନ୍ଦନ ଜଣାଇବା ସହ ମହିଳା ଦିବସରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।…
ଫେଡ୍ କପ୍: ଭାରତ ପ୍ରଥମ ଥର ପ୍ଲେ-ଅଫ୍ରେ
ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍ରେ ପ୍ରବେଶ କରି ଭାରତୀୟ ଫେଡ୍ କପ୍ ଟିମ୍ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ ଇଣ୍ଡୋନେସିଆ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଛି। ପ୍ରଥମ ସିଙ୍ଗଲ୍ସରେ ଋତୁଜା ଭୋସ୍ଲେ ହାରିବା…
ଅସ୍ଥାନାଙ୍କୁ ସିବିଆଇର କ୍ଲିନ୍ଚିଟ୍
ନୂଆଦିଲ୍ଲୀ,୮।୩: ଲାଞ୍ଚ ଗ୍ରହଣ ମାମଲାରେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଡିଏସ୍ପି ଦେବେନ୍ଦ୍ର କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କ୍ଲିନ୍ଚିଟ୍ ଦେଇଛି। ଶନିବାର ସିବିଆଇ ସ୍ବତନ୍ତ୍ର କୋର୍ଟ ଉକ୍ତ କ୍ଲିନ୍ଚିଟ୍କୁ ଗ୍ରହଣ କରିଥିବାରୁ ଅସ୍ଥାନାଙ୍କ ପାଇଁ ବଡ଼…
ଇଣ୍ଡିଆନ୍ ଓ୍ବେଲ୍ସରୁ ଓହରିଲେ ଆଣ୍ଡ୍ରେସ୍କୁ
ଇଣ୍ଡିଆନ ଓ୍ବେଲ୍ସ,୮।୩(ଏଏଫ୍ପି)- ଏଠାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟରୁ ଗତଥରର ଚାମ୍ପିୟନ ତଥା ବିଶ୍ୱର ୪ ନମ୍ବର ଖେଳାଳି ବାଇଆଙ୍କା ଆଣ୍ଡ୍ରେସ୍କୁ ଓହରିଯାଇଛନ୍ତି। କାନାଡ଼ାର ଏହି ମହିଳା ତାରକା ଖେଳାଳି ବାମ ଆଣ୍ଠୁରେ ଦେଖା…
ଭାରତରେ କରୋନା ରୋଗୀ ସଂଖ୍ୟା ୩୪
ନୂଆଦିଲ୍ଲୀ,୮।୩: ଶନିବାର ଆଉ ୩ ଜଣଙ୍କଠାରେ କରୋନା ପଜିଟିଭ୍ ଜଣାପଡିବା ପରେ ଦେଶରେ ରୋଗୀ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ନୂଆ ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଲଦାଖରେ ଓ ଜଣେ ତାମିଲନାଡୁର। ଲଦାଖର ଉକ୍ତ ବ୍ୟକ୍ତି ପୂର୍ବରୁ…
ସୌଦି ରାଜପରିବାରର ୩ ଅଟକ
ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲ୍ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟପକ୍ଷରେ କ୍ରାଉନ୍ ପ୍ରିନ୍ସ ପୁଣିଥରେ ତାଙ୍କ ହାତମୁଠା ମଜଭୁତ…
୯୪ ଦେଶକୁ ବ୍ୟାପିଲାଣି କରୋନା
ପ୍ୟାରିସ୍,୮।୩(ଏଏଫ୍ପି): ମାରାତ୍ମକ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହା ୯୪ ଦେଶକୁ ବ୍ୟାପିଲାଣି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୯୮୮ରେ ପହଞ୍ଚତ୍ଥିବାବେଳେ ୩୪୯୧ ଜଣଙ୍କ ଜୀବନ ଗଲାଣି। ଦିନକ ମଧ୍ୟରେ ୧୧୪୬ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ…
ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ
ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ ସତ୍ତ୍ୱେ ଗତ ମାର୍ଚ୍ଚ ୩-୪ରେ ସିଏଏ ବିରୋଧୀ ଆନ୍ଦୋଳନରେ ସେଭଳି ଲୋକ ନ ହେବାରୁ…
ହସ୍ପିଟାଲରେ ବନ୍ଧା ପଡ଼ିଛନ୍ତି ହାତୀ ଆକ୍ରମଣରେ ଆହତ ମହିଳା
ଭୁବନେଶ୍ୱର, ୮।୩(ବ୍ୟୁରୋ): ଗତମାସ ୨୩ ତାରିଖରେ ପୁରୀ ଜିଲାର ପିପିଲି ଓ ବଳଙ୍ଗା ଏବଂ ଭୁବନେଶ୍ୱର ଉପକଣ୍ଠରେ ଏକ ଦନ୍ତା ହାତୀ ଆତଙ୍କ ରଚାଇଥିଲା। ୪ଜଣଙ୍କ ଜୀବନ ନେବା ସହ ଏକାଧିକଙ୍କୁ ଆହତ କରିଥିଲା। ଘଟଣା ପରେ ମୃତକଙ୍କୁ ୪ଲକ୍ଷ ଟଙ୍କାର…
କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ
ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି…
ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିରେ ବହୁତଳ ଗୃହ ନିର୍ମାଣ: କଟକଣା ବୋର୍ଡ ଉପାଡ଼ି ରାସ୍ତାରେ ଲଗାଇଲେ ବିଲ୍ଡର
ପୁରୁଣା ଭୁବନେଶ୍ୱର, ୮।୩(ଡି.ଏନ.ଏ.): ଭୁବନେଶ୍ୱରରେ ନକ୍ସା ଅନୁମୋଦନ ବ୍ୟତିରେକ କୌଣସି ପ୍ରକାର ବେଆଇନ ଗୃହ ନିର୍ମାଣ ଘରୋଇ ଜମିରେ ହୋଇପାରିବ ନାହିଁ। ଯଦି ହୋଇଥାଏ ତେବେ ଜରିମାନା ଆଦାୟ ସହ ଭାଙ୍ଗି ଦେବାର ଧମକ ବିଡିଏ ଓ ବିଏମ୍ସି ପକ୍ଷରୁ ଦିଆଯାଇଥାଏ।…
Archives


