ବାହାଘର ଭୋଜିରେ ତହସିଲଦାରଙ୍କ ଚଢ଼ାଉ: ଅଧିକ ଲୋକଙ୍କୁ ନ ଡାକିବାକୁ ଦେଲେ ନିର୍ଦ୍ଦେଶ
ରାୟଗଡ଼ା ଅଫିସ,୧୯।୩: କରୋନା ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ଚାଲିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହାକୁ ଏଡ଼ାଇବା ପାଇଁ ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ରାୟଗଡ଼ା ଜିଲା ସରକାରୀ…
ଗୀତ ଗାଇ, ପେଣ୍ଟିଂକରି ସମୟ ବିତାଉଛନ୍ତି ସଲମାନ୍
ସାରା ବିଶ୍ୱ ଏବେ କରୋରା ଭୟରେ। ଏଥିଲାଗି ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯିବା ସହ ବିଭିନ୍ନ କଟକଣା ଲଗାଯାଇଛି। କରୋନାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ବାହାରକୁ ନ ବାହାରି ଘରେ…
ନିର୍ଭୟା ମାମଲା: ଫାଶୀ ଖୁଣ୍ଟରେ ଝୁଲିବାକୁ ଆରମ୍ଭ ହେଲା କାଉଣ୍ଟ ଡାଉନ୍!
ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଦୋଷୀମାନେ ଫାଶୀରେ ଝୁଲିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି କୋର୍ଟଙ୍କ…
କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା
ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…
ଏଣିକି ମଦ ଦୋକାନରେ ଧାଡ଼ି: ଗ୍ରାହକଙ୍କୁ ଦେବା ପୂର୍ବରୁ ସାନିଟାଇଜ୍ ହେବ ବୋତଲ
ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଶ୍ୱର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି କରୋନା। ଏହି ଭୂତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଇଡ୍ଲାଇନ୍ ଜାରି କରାଯାଇଛି। ବିଶେଷକରି ଭିଡ ସ୍ଥାନରେ କରୋନା ସଂକ୍ରମଣର ଭୟ ରହୁଥିବାରୁ ଶପିଂ ମଲ୍ଠାରୁ ଆରମ୍ଭ…
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ କର୍ମଚାରୀ ଘରେ ବସି କରିବେ ଅଫିସ କାମ
ନୂଆଦିଲ୍ଲୀ,୧୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ବି ଓ ସି ଗ୍ରୁପର ୫୦ ପ୍ରତିଶତ ସରକାରୀ କର୍ମଚାରୀ ନିତିଦିନ କାର୍ଯ୍ୟାଳୟ ଆସିବେ ବୋଲି କହିଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ ବୋଲି କେନ୍ଦ୍ର…
ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍ ବନ୍ଦ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହିତ…
ସୁପରହିଟ୍ ଫିଲ୍ମରେ କାମ ନ କରି ପଶ୍ଚାତ୍ତାପ କରୁଛନ୍ତି ଏହି କଳାକାର
ବଲିଉଡ୍ର ୯୦ ଦଶକର ସୁପରହିଟ୍ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍ ତୋ ପାଗଲ ହୈ’ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଜୁହି ଚାଓ୍ବଲା। ମାତ୍ର ସେ ଏହି ଦୁଇଟିଯାକ ଫିଲ୍ମ ରିଜେକ୍ଟ କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଆଜି ପର୍ଯ୍ୟନ୍ତ…
ସଲମାନଙ୍କ ବ୍ରେସ୍ଲେଟ୍ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର
ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍ ଖାନ୍। ଇନ୍ଷ୍ଟାଗ୍ରାମ୍ରେ ସଲମାନ୍ଙ୍କ ବ୍ରେସ୍ଲେଟ୍ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍କାରରେ ଏପରି କହିଛନ୍ତି ଟାଇଗର୍ ଶ୍ରଫ୍। ପ୍ରକୃତ କଥାଟା ହେଲା ଟାଇଗର ହେଉଛନ୍ତି ସଲମାନ୍ଙ୍କ ଜଣେ…
ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨
ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସେ କହିଛନ୍ତି।…
କରୋନା ଭାଇରସ୍ର ସାମ୍ନା କରୁଛନ୍ତି ଏହି ଡାକ୍ତର, ଫଟୋ ଶେୟାର କରି ଭାବୁକ ହେଲେ ଝିଅ
ବେଜିଂ: ଚାଇନାର ଉହାନ ସହରରୁ ପ୍ରଥମେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ବର୍ତ୍ତମାନ ବିଶ୍ୱର ଅର୍ଦ୍ଧାଧିକ ଦେଶରେ କାୟା ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ଭାଇରସ୍ ଦ୍ୱାରା ଦେଢ଼ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୦୦ରୁ…
ନିର୍ଭୟା ମାମଲା: କୋର୍ଟ ବାହାରେ ବେହୋସ୍ ହେଲେ ଦୋଷୀଙ୍କ ପତ୍ନୀ
ନୂଆଦିଲ୍ଲୀ,୧୯।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦେବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଗୁରୁବାର ଦୋଷୀ ପବନଙ୍କ କ୍ୟୁରେଟିଭ ପିଟିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯାଇଛି। ଅନ୍ୟପଟେ ଗୁରୁବାର ପଟିଆଲା ହାଉସ…
Archives


