Home

ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଅନ୍ଧାର, ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି। ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ସାମୟିକ…

ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯

ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ ଦେଶ ନିଜକୁ ଅସହାୟ ମଣୁଥିବା ବେଳେ ଏବେ ଏହି ଭାଇରସକୁ ସାରା ପୃଥିବୀ ଏକ…

ରାଜ୍ୟରେ ନାହାନ୍ତି ସ୍ବାସ୍ଥ୍ୟମନ୍ତ୍ରୀ: କୋଭିଡ-୧୯କୁ ନେଇ ମତ ରଖିଲେ କମଳନାଥ

ଭୋପାଳ,୧୨।୪: ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି ଏବେ କେହି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନାହାନ୍ତି ବୋଲି ରବିବାର କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ। ରାଜ୍ୟରେ କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ସେ କହିଛନ୍ତି, ରାହୁଲ ଗାନ୍ଧୀ…

ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଲା; ୭ ସୁସ୍ଥ, ଜଣେ ମୃତ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ତେବେ ଶନିବାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ସୁନ୍ଦରଗଡ଼ ଏବଂ ଜଣେ କେନ୍ଦ୍ରାପଡ଼ାର ଅଛନ୍ତି। ଏନେଇ ରବିବାର ରାଜ୍ୟ ସୂଚନା…

ଇନ୍ଦୋରରେ ଫସିଛନ୍ତି ୧୫ ଓଡ଼ିଆ ଶ୍ରମିକ, ଭିଡିଓ ଯୋଗେ ରନ୍ଧାଖାଦ୍ୟ ଯୋଗାଇବାକୁ କଲେ ନିବେଦନ

ବରଗଡ଼ ଅଫିସ,୧୨ା୪ : ଲକ୍‌ଡାଉନ୍‌ ଯୋଗୁ ଇନ୍ଦୋର(ଅହମଦାବାଦ)ରେ ୧୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ସେଠାରେ ଫସି ରହିଥିବା ଶ୍ରମିକମାନେ ହେଲେ, ରଘୁ ବାଗ, ଗଣେଶ ପ୍ରଧାନ, ସୁଶାନ୍ତ କୁମାର ସାମଲ, କିଶନ ଶର୍ମା, ବଲରାମ…

‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବରଗଡ଼ ପୌରପରିଷଦ

ବରଗଡ଼ ଅଫିସ,୧୨ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ମଧ୍ୟ ଲାଗୁ କରାଯାଇଛି। ମାତ୍ର ମାଛ, ମାଂସ, ପରିବା ବଜାରଠାରୁ ଆରମ୍ଭ କରି ରାଶନ ବଣ୍ଟନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ…

ଅସୁସ୍ଥ ଦନ୍ତାର ଜୀବନଗଲା

ସୋନପୁର,୧୨ା୪(ନି.ପ୍ର.) : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବାହାଲି ଜଙ୍ଗଲରେ ରବିବାର ଏକ ପ୍ରାପ୍ତବୟସ୍କ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ହାତୀଟି ଅସୁସ୍ଥ ଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଦାନ୍ତ କଟାଯାଇ ବାହାର କରାଯିବ। ପରେ ମୃତଦେହକୁ ମାଟିଖୋଳି ପୋତି…

ଦୁର୍ଦ୍ଦିନରେ ଗଞ୍ଜାମର କିଆ ଫୁଲ ଚାଷୀ: ଗଛରେ ନଷ୍ଟ ହେଉଛି ଫୁଲ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ବିଶ୍ୱ ବିଖ୍ୟାତ ଗଞ୍ଜାମ ଜ଼ିଲାର କିଆ ଶିଳ୍ପ କରୋନା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାଷୀମାନେ ଗଛରୁ କିଆ ଫୁଲ ତୋଳିପାରୁନାହାନ୍ତି। ଫଳରେ ଏହା ଗଛରେ ହିଁ ନଷ୍ଟ ହେଉଛି। ଏହାକୁ ନେଇ କିଆ ଫୁଲ ଚାଷୀ ଏକ…

୨୪ ଘଣ୍ଟାରେ ୯୦୯ ନୂଆ ରୋଗୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା

ନୂଆଦିଲ୍ଲୀ,୧୨।୪: ସରି ସରି ଆସୁଛି ଲକ୍‌ଡାଉନ ଅବଧି। ହେଲେ ଦେଶରେ ଥମୁନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୯ ଜଣ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏହାସହ ୨୪…

ମାଗଣାରେ ମାସ୍କ ବଣ୍ଟନ, ସାମାଜିକ ଦୂରତା ରକ୍ଷା ପାଇଁ କଲେ ସଚେତନ

ଭଟଲି,୧୨ା୪(ଡି.ଏନ୍‌.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମାସ୍କ ମିଳୁନାହିଁ। ସେଥିପାଇଁ କେତେକ ସଂଗଠନ ପକ୍ଷରୁ ରବିବାର…

କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ରାଜନଗର ଅଞ୍ଚଳର ଦୁଇ ଗ୍ରାମକୁ ସିଲ୍‌ କଲା ପ୍ରଶାସନ, ସଂଗରୋଧ ଗୃହରେ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ

କେନ୍ଦ୍ରାପଡା ଅଫିସ/ ରାଜନଗର (ଡି.ଏନ୍‌.ଏ.), ୧୨।୪: କେନ୍ଦ୍ରାପଡା ଜିଲାର ଦ୍ୱିତୀୟ କରୋନା ପଜିଟିଭ୍‌ ଶନିବାର ଚିହ୍ନଟ ହୋଇଛନ୍ତି। ରାଜନଗର ଅଞ୍ଚଳର ଏହି ମହିଳାଙ୍କୁ ଜିଲା ପ୍ରଶାସନ ସହାୟତାରେ କଟକର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ରକ୍ତ,…

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଭାଇ

ପାଟଣା,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝହ୍ନେଇପଶି ଗ୍ରାମର ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ମହିଳା ଜଣକ ହେଉଛନ୍ତି କଣ୍ଟିଆପଡ଼ା ପଞ୍ଚାୟତ ବାଲାଣିପଶି ଗ୍ରାମର ଲୋକନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?