ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ
ରାୟପୁର,୧୯।୩: କରୋନା ଆଁରେ ସାରା ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଯୁବତୀଙ୍କ ଜଣଙ୍କ ହେଉଛନ୍ତି ରାୟପୁରର ବାସିନ୍ଦା। ରବିବାର ଉକ୍ତ ୨୪…
ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍କୋର୍ଟ
ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା ଦେଇଥିବା ନିଶ୍ଚିତ କରନ୍ତୁ। ଗୋଟିଏ ଦିନରେ ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନେଇ ନିଷ୍ପତ୍ତି…
ତିନିଫୁଟିଆ ମହାରାଜା ଦୋସା
ସମ୍ବଲପୁର ଜିଲା ରେଙ୍ଗାଲି ବାଇପାସ ଛକ ନିକଟରେ ହଟ୍ସ୍ପାଇସ ରେସ୍ତୋରାଁ ରହିଛି। ୧୦ ନମ୍ବର ରାଜପଥ (ବିଜୁ ଏକ୍ସପ୍ରେସ) ପାର୍ଶ୍ୱରେ ଏହା ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗ୍ରାହକମାନେ ଏଠାକୁ ଆସିଥାନ୍ତି। ଗ୍ରାହକମାନଙ୍କ ରୁଚି ଅନୁସାରେ ଏଠାରେ ଡିଶ୍ ପ୍ରସ୍ତୁତ ହୋଇଥାଏ।…
ବଜ୍ରପାତରେ ଯୁବତୀଙ୍କ ଜୀବନଗଲା
ଭଞ୍ଜନଗର,୧୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ। ସେ ଜମିରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।…
ଚିନ୍ତାରେ ଡାକ୍ତର: ସୁସ୍ଥ ହେବା ପରେ ବି ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଛନ୍ତି ଲୋକେ !
ରୋମ,୧୯।୩: ଚାଇନା ପରେ ଏବେ ଇଟାଲିରେ କରୋନା ସଂକ୍ରମଣରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୭୧୩। ସେହିପରି ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ପାର କରିଗଲାଣି। ଏହାକୁ ଦେଖି ଏବେ…
ରିଲିଜ୍ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର
ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା. ବିଶ୍ୱନାଥ ପଟ୍ଟନାୟକ। ଚିତ୍ରଟିର ଟାଇଟଲ ରହିଛି ‘ଶହୀଦ ରଘୁ ସର୍ଦ୍ଦାର। ଏପରି ଏକ ଐତିହାସିକ…
ଆମେରିକାର ୨ ସାଂସଦ କରୋନା ଭାଇରସରେ ପୀଡ଼ିତ
ଓ୍ବାଶିଂଟନ,୧୯।୩: ଆମେରିକା କଂଗ୍ରେସର ମାରିଓ ଡିଆଜ ବାଲାର୍ଟ ଓ ବେନ୍ ମ୍ୟାକଆଦମ୍ସ ନାମକୁ ୨ଜଣ ସାଂସଦ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେମାନେ କରୋନା ପଜିଟିଭ। ଗତ ଶନିବାର ସେମାନେ କରୋନାର ଲକ୍ଷଣ ଜାଣିପାରିବା ପରେ ଏହାର ଟେଷ୍ଟ କରାଇଥିଲେ।…
ଆମେରିକାରେ କରୋନା ମୁକାବିଲା: ୮୫% ବ୍ୟବହାର କରୁଛନ୍ତି ସାନିଟାଇଜର; ୫୦%ଙ୍କର ପ୍ରାର୍ଥନା ଉପରେ ବିଶ୍ୱାସ !
ଓ୍ବାଶିଂଟନ,୧୯।୩: କରୋନା ସଂକ୍ରମଣ ଆତଙ୍କରେ ଆମେରିକା ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ତେବେ ବି ସରକାରଙ୍କ ସହିତ ଲୋକେ ମିଳିତ ଭାବେ ଏହାର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି। ତେବେ ଏଠାରେ କେବଳ ୭ ପ୍ରତିଶତ ଲୋକ ମାସ୍କ୍ ବ୍ୟବହାର କରୁଥିବା…
୧୦ ହଜାର କଏଦୀଙ୍କ ଦଣ୍ଡ କୋହଳ କରିବ ଇରାନ
ତେହେରାନ,୧୯।୩: କରୋନା ଭାଇରସରେ ସର୍ବାଧିକ ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଇରାନର ସ୍ଥାନ ଆସୁଛି ତୃତୀୟରେ। ଏଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୩୬୧ ହୋଇଥିବା ବେଳେ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨ଶହ ନୂଆ…
କୁକୁରର ମସ୍ତି: ଭିଡିଓ ଭାଇରାଲ, ଦେଖିଲେ ମିଳୁଛି ମାନସିକ ଶାନ୍ତି
ବର୍ତ୍ତମାନ ପତ୍ରଝଡ଼ା ଋତୁ ଚାଲିଥିବାରୁ ପତ୍ର ଝଡ଼ି ସ୍ଥାନେ ସ୍ଥାନେ ପାହାଡ଼ ପରି ଜମା ହୋଇଥିବା ଦେଖିବାକୁ ମିଳିଛି। ଏହି ପତ୍ରଗଦାରେ ଏକ କୁକୁର ଖୁବ୍ ମସ୍ତି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟିକୁ ୟୁଜର ଖୁବ୍ ପସନ୍ଦ…
ଫାଶୀ ଦେଲେ ସମାଜ କେବେ ବି ହେବନି ଅପରାଧ ମୁକ୍ତ: ପୂର୍ବତନ ବିଚାରପତି କୁରିଏନ
ନୂଆଦିଲ୍ଲୀ,୧୯।୩: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ନେଇ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି କୁରିଏନ ଯୋଶେଫ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁରିଏନ କହିଛନ୍ତି ଯେ, ଅପରାଧୀଙ୍କୁ ଫାଶୀଦଣ୍ଡ ଦେଲେ ସମାଜ କେବେ ବି ଅପରାଧ…
ଅପେରା ହାଲଚାଲ ରାତିତମାମ କାନ୍ଦିଥିଲେ ମୁନ୍ନା
ଅପେରା ଜଗତର ଆଗଧାଡିର ଅନ୍ୟତମ ନାୟକ ମୁନା। ଦୀର୍ଘ ୧୪ବର୍ଷ ଧରି ସେ ଅଭିନୟ ଜାରି ରଖିଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନମିତାଙ୍କ ସହ ସେ ଏବେ ଧଉଳି ଗଣନାଟ୍ୟରେ ନିଜର ଆକ୍ଟିଂ କ୍ୟରିୟର ଜାରି ରଖିଛନ୍ତି। ଅଭିନୟ ଜୀବନର ଏକ…
Archives


