ଏସବୁ ରୋଗରୁ ମୁକ୍ତି ଲାଗି ଖାଦ୍ୟରେ ସାମିଲ କରନ୍ତୁ ମାଛ
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ମାଛ ସାମିଲ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରି ରହିଛି। ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ରହିଛି, ଯାହା…
ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…
ମୁମ୍ବାଇ: ବଲିଉଡ୍ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ ଖାଁଙ୍କ ସୁପୁତ୍ରୀ ସୁଜେନ୍ ଖାଁଙ୍କ ସହିତ ସେ ୨୦୦୦ରେ ପ୍ରେମ ବିବାହ କରିଥିଲେ। ତେବେ…
ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ …
ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ। କିନ୍ତୁ ଜାଣନ୍ତି ହଳଦୀ ମାରାମତ୍କ କ୍ୟାନସର୍ ରୋଗକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାର ଗୁଣ ବହନ କରିଛି। ହଳଦୀରେ ଜଳ, ପ୍ରୋଟିନ୍, ଖଣିଜପଦାର୍ଥ,…
କଙ୍କଡା ଖାଇବାକୁ ଭଲ ପାଆନ୍ତି ଏହି ମହାନ କ୍ରିକେଟର୍
ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ତାହା ମଧ୍ୟ ଜାଣିବାକୁ…
ଶୁକ୍ରବାର ତୃତୀୟ ଟି୨୦: ଚୟନ ନେଇ ଦ୍ୱନ୍ଦ୍ୱରେ ଭାରତ
ପୁଣେ,୯।୧(ପି.ଟି.)- ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ ଖେଳାଯିବ। ସ୍ଥାନୀୟ ମହାରାଷ୍ଟ୍ର କ୍ରକେଟ ଆସୋସିଏଶନ ଗ୍ରାଉଣ୍ଡରେ ଖେଳାଯିବକୁ ଥିବା ଏହି ମ୍ୟାଚ୍ ସିରିଜର ନିର୍ଣ୍ଣାୟକ ମୁକାବିଲା ସାବ୍ୟସ୍ତ ହେବାକୁ ଯାଉଛି। ଗୁଆହାଟୀରେ ଖେଳାଯାଇଥିବା…
ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀ, ମାଧୁରୀଙ୍କ ଚମତ୍କାର ପ୍ରଦର୍ଶନ; ଇଣ୍ଡିଆ ‘ବି’-‘ସି’ ଫାଇନାଲ
କଟକ ଅଫିସ,୯ା୧-: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଦୁଇ ଦଳ ମଧ୍ୟରେ ଶୁକ୍ରବାର ଫାଇନାଲ ମୁକାବିଲା ହେବ। ୪ଟି ଲେଖାଏ ମ୍ୟାଚ୍ ଖେଳି ଇଣ୍ଡିଆ-ବି…
ଭାଲୁ ମୁହଁରୁ ଉଦ୍ଧାର ହେଲା ମୃତଦେହ
ନବରଙ୍ଗପୁର,୯ା୧(ବି.ପ୍ର.)- ଜଙ୍ଗଲକୁ ଶାଳପତ୍ର ଓ ଦାନ୍ତ କାଠି ଆଣିବାକୁ ଜଣେ ବୃଦ୍ଧା ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ତେବେ ଭାଲୁଟି ମୃତଦେହ ନିକଟରେ ଜଗି ରହିଥିଲା। ଗୁରୁବାର ବନବିଭାଗ କର୍ମଚାରୀ ଓ ପୋଲିସର…
ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ:ଜେଲ୍ ଗଲେ ଦେଢ଼ଶୁର
ରୂପ୍ସା, ୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ଗ୍ରାମର ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗୁରୁବାର ବସ୍ତା ଥାନା ପୋଲିସ ଗିରଫ କରିଛି। ପାରିବାରିକ କଳହ ଓ ଜମିଜମା ବିବାଦକୁ କେନ୍ଦ୍ର କରି ପ୍ରତାପ ତାଙ୍କ ସାନଭାଇ ଗୋପୀନାଥଙ୍କ ପନତ୍ୀ…
୬ ବସ୍ତା ଚୋରା ମଦ ପୋଡିଲେ ମହିଳା
ସୋର, ୯ା୧(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଣ୍ଡାସାହି ଗ୍ରାମରେ ଗୁରୁବାର ୫ଟି ସ୍ବୟଂସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ୱ ମହିଳା ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ବିପୁଳ ପରିମାଣର ଚୋରା ମଦ ଜବତ କରି ପୋଡି ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ…
ଜାନୁଆରୀ ୧୪ରୁ ଆଇଆଇଏମ୍ସିରେ ‘ଫିଲ୍ମି ଚକ୍କର-୩’
ଢେଙ୍କାନାଳ,୯।୧:: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ…
୪୦ବର୍ଷ ପରେ ସରକାରୀ ଜମିରୁ ଜବରଦଖଲ ହଟିଲା
ବାଲେଶ୍ୱର ଅଫିସ,୯।୧-ବାଲେଶ୍ୱର ସଦର ତହସିଲ ଅଧୀନ ଅଙ୍ଗାରଗଡ଼ିଆ ମୌଜାର ୨୭ ଡିସିମିଲ ସରକାରୀ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ୪୦ ବର୍ଷ ଧରି ଏହି ଜମି ଜବରଦଖଲରେ ଥିଲା। ଉକ୍ତ ଅଞ୍ଚଳର କୁନିମଣି ସିଂ ୨୦ ଡିସିମିଲ, ଯଦୁମଣି ମହନ୍ତ…
ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲାପାଳ
ସିମୁଳିଆ, ୯ା୧(ଡି.ଏନ୍.ଏ.)-ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଗୁରୁବାର ସିମୁଳିଆ ବ୍ଲକର ବିଭିନ୍ନ ସ୍ଥାନ ଅଚାନକ ପରିଦର୍ଶନ କରିଥିଲେ । ସେଥିମଧ୍ୟରେ ମୁରୁଣା ପଞ୍ଚାୟତରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କଲ୍ୟାଣମଣ୍ଡପ, ୬ଲକ୍ଷ ଟଙ୍କା ବ୍ୟୟ…
Archives


