Home

ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ ବାଣ୍ଟି ଦେଇଥିଲେ। ଝିଅ ଈଶା ଅମ୍ବାନୀଙ୍କୁ ଖୁଚୁରା ବ୍ୟବସାୟର ଦାୟିତ୍ୱ, ବଡ଼ ପୁଅ ଆକାଶ…

‘ହିନ୍ଦୁ-ମୁସଲମାନ କେବେ ଏକ ହୋଇପାରିବେ ନାହିଁ…’, ଭାରତର ଆକ୍ସନକୁ ଦେଖି ବିଚଳିତ ହେଲାଣି ପାକିସ୍ତାନ, Army Chief କହିଲେ…

ଇସଲାମାବାଦ,୨୬।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଶନିବାର ପୁଣି ଥରେ ବିଷ ଓଗାଳିଛନ୍ତି। ମୁନିର ଦ୍ୱି-ରାଷ୍ଟ୍ର ତତ୍ତ୍ୱର ସମର୍ଥନ କରି କହିଥିଲେ ଯେ ହିନ୍ଦୁ ଏବଂ ମୁସଲମାନ ଦୁଇଟି ପୃଥକ ରାଷ୍ଟ୍ର। ଶନିବାର ମୁନିର ଖୈବର (Army Chief)-ପଖତୁନଖ୍ବା…

Pahalgam Terror Attack: ପହଲଗାମ ଆକ୍ରମଣ ବିରୋଧରେ ଲେଖିବାରୁ ମିଳିଲା ବଳାତ୍କାର ଧମକ

କୋଲାକାତା,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପୋଷ୍ଟ କରିବାରୁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ଅଶୋକନଗରର ଜଣେ ଯୁବତୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ପୀଡିତା ନିଜେ ଫେସବୁକରେ ଲାଇଭ ଆସି କାନ୍ଦି କାନ୍ଦି ଏ ବିଷୟରେ ସୂଚନା ଦେଇଥିଲେ। ଖବର…

ସେନାର Hit Listରେ ୧୪ ଆତଙ୍କବାଦୀ, ଘାଟିରେ ଆତଙ୍କବାଦୀଙ୍କୁ ବାଛି ବାଛି କରାଯିବ ବିନାଶ

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଗୁଇନ୍ଦା ସଂସ୍ଥାଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ୧୪ଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ…

କଟକରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବା ଲାଗି କରାଗଲା ନୋଟିସ

କଟକ,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ ଭାରତ ସରକାର ଦେଶରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିଯିବାକୁ…

Iran Blast: ଦିନ ଦ୍ୱିପ୍ରହରରେ ଥରିଉଠିଲା ଇରାନ, ୨୦୦ରୁ ଅଧିକ ଲୋକ ଆହତ, ଜାଣନ୍ତୁ ଏହା ପଛରେ କାହାର ରହିଛି ହାତ

ଦୁବଇ,୨୬।୪: ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି Blast ଏପରି ଏକ ସମୟରେ ଘଟିଛି ଯେତେବେଳେ ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ତୃତୀୟ…

ଯୁଦ୍ଧ ପୂର୍ବରୁ କାଙ୍ଗାଳ ହେଲାଣି ପାକିସ୍ତାନ: ଖାଇବା ପାଇଁ ଟଣାଓଟରା, ୬ଟା ଅଣ୍ଡାର ଦାମ ୧୪୫

ଇସଲାମବାଦ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଘଟଣା ପରେ ଭାରତ ସିନ୍ଧୁ ଜଳ ଚୁକ୍ତି…

ଆମେରିକା ଉପରାଷ୍ଟ୍ରପତି JD Vance ବୁଲିଲେ ତାଜମହଲ, ଫଟୋ ଦେଖି କମେଣ୍ଟ କଲେ Musk

ଓ୍ବାଶିଂଟନ,୨୬।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ତିନି ପିଲାଙ୍କ ସହିତ ସମ୍ପ୍ରତି ଚାରି ଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନଥିଲା, ବରଂ ସାଂସ୍କୃତିକ ସଂଯୋଗର ପ୍ରତୀକ…

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ ବରିଷ୍ଠ IPS ଅଫିସର; ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୨୬।୪: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ବିଏସ୍‌ଏଫ୍‌ ଆଇଜି ଭାବେ ଆଇପିଏସ୍‌ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍‌ ଅଫିସର ମିତ୍ରଭାନୁ ମହାପାତ୍ର ୫ ବର୍ଷ ଲାଗି ବିଏସ୍‌ଏଫ୍‌ ଡିଆଇଜି ଭାବେ ନିଯୁକ୍ତ ହେବେ। ଏନେଇ…

ଧମକ ଦେଉ ଦେଉ ପଛକୁ ହଟିଗଲା ପାକିସ୍ତାନ! ଶହବାଜ ସରିଫ କହିଲେ ପହଲଗାମ ଆକ୍ରମଣର ଯାଞ୍ଚ ପାଇଁ PAK ପ୍ରସ୍ତୁତ

ଇସଲାମାବାଦ,୨୬।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଶନିବାର (୨୬ ଏପ୍ରିଲ) କହିଛନ୍ତି ଯେ କଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଯେକୌଣସି ‘ନିରପେକ୍ଷ ଏବଂ ସ୍ବଚ୍ଛ’ ତଦନ୍ତରେ ପାକିସ୍ତାନ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ପାକିସ୍ତାନ ସମସ୍ତ…

Tahawwur Rana: ଚମକାଇ ଦେଉଛି ତହଉର ରାଣାଙ୍କ ବୟାନ, କହିଲେ ୨୬/୧୧ ସହ ମୋର କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୨୬।୪: ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଜଣାଶୁଣା ତହଉର ହୁସେନ ରାଣା ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ୱାରା ପଚରାଉଚରା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। Tahawwur Rana ୨୬/୧୧ ଆତଙ୍କବାଦୀ ଆକ୍ରମଣରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ସୂତ୍ର ଅନୁସାରେ…

ପୁଷ୍ପାଳନ ସେବକଙ୍କୁ ଚେତାବନୀ: ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ହେବେ ବାସନ୍ଦ

ପୁରୀ,୨୬।୪: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ଦସ୍ତଖତରେ ନିର୍ଦ୍ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri