Home

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଅପରେଶନରେ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଏହି ସର୍ଚ୍ଚ ଅପରେଶନ୍‌ରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଦିଆଲଗାମ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ…

କରୋନାକୁ ଡରିଲେଣି ପ୍ରେମୀଯୁଗଳ

କଥାରେ ଅଛି ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’। ମାତ୍ର କରୋନା ଭାଇରସ୍‌ ଏପରି ଏକ ମହାମାରୀ ଯାହାକୁ ପ୍ରେମୀଯୁଗଳ ବି ଡରିଲେଣି। ଏହି ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ…

ଭାରତୀୟ ସେନାଙ୍କୁ ମିଳିଲା ଏସ୍‌ଆଇଜି-୭୧୬ ରାଇଫଲ: ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର

ନୂଆଦିଲ୍ଲୀ,୧୫।୩: ବହୁ ପ୍ରତୀକ୍ଷା ପରେ ଭାରତୀୟ ସେନାକୁ ଏସ୍‌ଆଇଜି-୭୧୬ ରାଇଫଲ ମିଳିଛି। ଏନେଇ ଏକ ବର୍ଷ ପୂର୍ବରୁ ଆମେରିକା କମ୍ପାନୀ ସିଗସୌର ସହିତ ୭୦୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ୭୨,୪୦୦ ଅସାଲ୍ଟ ରାଇଫଲ ଭାରତକୁ ସମ୍ପୃକ୍ତ କମ୍ପାନୀ…

ଆଇଏସ୍‌ଏଲ୍‌ ଅଧିକ ପେସାଦାର ହୋଇଛି: ହାବାସ

ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍‌ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍‌ ଖୁସି ହୋଇଛନ୍ତି ହେଡ୍‌ କୋଚ୍‌ ଆଣ୍ଟୋନିଓ ହାବାସ। ସେ ମଧ୍ୟ ଭାରତର ଏହି ଶ୍ରେଷ୍ଠ ଫୁଟବଲ ଲିଗ୍‌କୁ ବେଶ୍‌…

କରୋନା ସଚେତନତା: ନଖ କାମୁଡ଼ାରୁ ଦୂରେଇ ରହିବା ଆବଶ୍ୟକ

ନୂଆଦିଲ୍ଲୀ,୧୫।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଛନ୍ନତା ଏବଂ ସ୍ବଚ୍ଛତା ଜରୁରୀ। ନିୟମିତ ବ୍ୟବଧାନରେ ହାତ ଧୋଇବା ଆବଶ୍ୟକ। ଏହା ସହିତ ମୁହଁ…

ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ: ଦେବାକୁ ପଡ଼ିବ ଜରିମାନା !

ଅହମଦାବାଦ, ୧୫।୩: କରୋନା ସଂକ୍ରମଣ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାରେ ଛେପ ପକାଇବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାରଣ କରାଯାଇଛି। ବାହାରେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି।…

କରୋନା ମୁକାବିଲା ପାଇଁ ଭାରତର ପଦକ୍ଷେପ: ୪ ପଡ଼ୋଶୀ ଦେଶର ସୀମା ସିଲ୍‌; ରବିବାର ମଧ୍ୟରାତ୍ରରୁ ପାକିସ୍ତାନ ବାଟ ବନ୍ଦ

ନୂଆଦିଲ୍ଲୀ,୧୫।୩: ଭାରତରେ କରୋନା ସଂକ୍ରମଣ ଧୀରେଧୀରେ ବଢ଼ିବାରେ ଲାଗିଛି। ଏନେଇ ଭାରତ ସରକାର ନେପାଳ, ବାଂଲାଦେଶ, ଭୁଟାନ ଏବଂ ମ୍ୟାନ୍‌ମାର ଆଦି ୪ ଦେଶର ସୀମାପଥକୁ ସିଲ୍‌ କରାଯାଇଛି। ଶନିବାର ମଧ୍ୟରାତ୍ରରୁ ଏଭଳି କରାଯାଇଛି। ତେବେ ପାକିସ୍ତାନ-ଭାରତ ସୀମାକୁ ରବିବାର ମଧ୍ୟ…

ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି…

ମିଶନ ଏୟାରଲିଫ୍ଟ: ଇରାନରୁ ସ୍ବଦେଶ ଫେରିଲେ ଭାରତୀୟ; ଏବେ ବି ରହିଛନ୍ତି ୬ ହଜାର

ନୂଆଦିଲ୍ଲୀ,୧୫।୩: ଇରାନରେ ଥିବା ୨୩୪ ଭାରତୀୟ ସ୍ବଦେଶ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୩୧ ଜଣ ଛାତ୍ର ଥିବାବେଳେ ୧୦୩ଜଣ ତୀର୍ଥଯାତ୍ରୀ ରହିଛନ୍ତି। ଏବେ ମଧ୍ୟ ଇରାନରେ ୬ ହଜାରରୁ ଅଧିକ ଭାରତୀୟ ରହିଛନ୍ତି। ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ…

କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି…

ସୋମବାର ଶକ୍ତି ପରୀକ୍ଷା ଦେବେ କମଲନାଥ: ଅଧାରାତିରେ ନିର୍ଦ୍ଦେଶ ଜାରି କଲେ ରାଜ୍ୟପାଳ

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର କମଲନାଥଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟପାଳ…

କରୋନାଠାରୁ ସୁରକ୍ଷା ଚିନ୍ତା: ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଟୁଇଟ୍‌,ଓଡ଼ିଆରେ ନାହିଁ ସଚେତନତା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ମିଳିତ ଭାବେ ମୁକାବିଲା କରିବାକୁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିପତ୍ତି ବୋଲି ଘୋଷଣା କରିଛନ୍ତି। ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri