ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଗଲା
ବୌଦ୍ଧ, ୨୫ା୪(ସ୍ବ.ପ୍ର):ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପଠାଯାଇଛି। ଶନିବାର ଅପରାହ୍ନରେ ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନି ଦେଇ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ପାଇଁ…
ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା
ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା…
ଶ୍ରମିକ କାର୍ଡ ନାମରେ ଠକେଇ ଅଭିଯୋଗ
ସମ୍ବଲପୁର,୨୫ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ ଜାରି କରାଯାଇଛି । ରୋଜଗାର ହରାଇଥିବା ଶ୍ରମିକ ଓ ଗରିବ ଲୋକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥତ୍କ ସହାୟତା ସହିତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଏପରି ପରିସ୍ଥିତିରେ…
ଡାକ୍ତରଙ୍କୁ ଅସମ୍ମାନ, ୩ ଗିରଫ
ଖଇରା,୨୫ା୪(ଡି.ଏନ୍.ଏ.)-ବାଲେଶ୍ବର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସମ୍ମାନସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଖଇରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଗ୍ରାମର ଶଙ୍କର୍ଷଣ ସାହୁ ଓ ତାଙ୍କର ଦୁଇ ପୁଅ ଶ୍ରୀକାନ୍ତ ଏବଂ…
ଆଉ ୩ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରକାଶ କଲେ ରାଜ୍ୟ ସରକାର: ବାଲେଶ୍ୱରର ୨, ଭଦ୍ରକର ଜଣେ
ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ରାଜ୍ୟ ସରକାର ଶନିବାର ସନ୍ଧ୍ୟାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରକାଶ କରିଛନ୍ତି। କିଛି ସମୟ ପୂର୍ବରୁ ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଆଉ ୩ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି…
ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ
ମୁମ୍ବାଇ: ଠିକ୍ ଆଜିର ଦିନ ଅର୍ଥାତ୍ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା ଆରମ୍ଭ କରିଥିଲା। ଏହାର ଅଫିସିଆଲ ଟୁଇଟରରେ ଆଜିର ଦିନକୁ ସ୍ମରଣ କରାଯାଇଛି। ଚ୍ୟାନେଲରୁ ପକ୍ଷରୁ…
ପାକ୍ ପୂର୍ବତନ ଅଧିନାୟିକା ସାନା ମୀରଙ୍କ ଅବସର
କରାଚି,୨୫।୪(ପି.ଟି.): ପାକିସ୍ତାନ ପୂର୍ବତନ ମହିଳା ଦଳ ଅଧିନାୟିକା ସାନା ମୀର ଅବସର ନେଇଛନ୍ତି। ଶନିବାର ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ୧୫ ବର୍ଷର ସଫଳ କ୍ୟାରିୟରର ଅନ୍ତ ଘଟିଛି। କ୍ୟାରିୟରରେ ୩୪ ବର୍ଷୀୟ…
କୋଭିଡ୍-୧୯ ନିର୍ମୂଳ ହେବା ପରେ କ୍ରିକେଟ ଖେଳାଯିବା ଉଚିତ: ଯୁବରାଜ
ନୂଆଦିଲ୍ଲୀ,୨୫।୪(ପି.ଟି.): ସମ୍ପୂର୍ଣ୍ଣ ରୂପେ ବିଶ୍ୱ କରୋନା ଭାଇରସ୍ ମୁକ୍ତ ହେବା ପରେ କ୍ରିକେଟ ଆରମ୍ଭ କରାଯିବା ଉଚିତ୍ ବୋଲି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି। କ୍ରିକେଟ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦିଆଯିବା ନିହାତି ଜରୁରୀ ବୋଲି…
ସଚିନଙ୍କ ୧୦୦ ଶତକ ରେକର୍ଡକୁ ଭାଙ୍ଗିପାରିବେ କୋହଲି: ବ୍ରେଟ୍ ଲି
ମୁମ୍ବାଇ, ୨୫।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଭାଙ୍ଗିପାରିବେ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍ ଲି କହିଛନ୍ତି। ତେବେ ଏଥପାଇଁ କୋହଲି ଆଉ ୭-୮…
ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରକାଶ, ୩ ଜଣଙ୍କୁ ସଂକ୍ରମିତ କରିଛନ୍ତି ୭୩ ନଂ ଆକ୍ରାନ୍ତ
ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ସନ୍ଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଆକ୍ରାନ୍ତ ନଂ ୮୪, ୮୫, ୮୬ ଏବଂ ୮୭ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩ ଜଣଙ୍କୁ ସଂକ୍ରମିତ…
ଆଧାର ବିନା ଓଡ଼ିଶା ମନା
ଭୁବନେଶ୍ୱର,୨୫।୪(ବ୍ୟୁରୋ): ଓଡ଼ିଶାକୁ ଫେରିବାକୁ ଥିଲେ ରେଜିଷ୍ଟ୍ରେଶନ କରିବା ବାଧ୍ୟତାମୂଳକ। ଏଥିପାଇଁ ୨ଟିର ଆବଶ୍ୟକତା ରହିଛି। ପ୍ରଥମଟି ହେଲା ଆଧାର ନଂ । ଦ୍ୱିତୀୟଟି ହେଲା ମୋବାଇଲ ନଂ। ଏହି ଦୁଇଟି ବାଧ୍ୟତାମୂଳକ । ଯଦି ଜଣଙ୍କ ପାଇଁ ଅନ୍ୟ କେହି ରେଜିଷ୍ଟ୍ରେଶନ…
ଓଡ଼ିଶା ଆସିବାକୁ ଚାହୁଁଥିଲେ ସରକାରୀ ପୋର୍ଟାଲରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ: ସବିଶେଷ ଜାଣନ୍ତୁ
ଭୁବନେଶ୍ୱର,୨୫।୪(ବ୍ୟୁରୋ): ଲକ୍ଡାଉନ୍ ସମୟସୀମା ସରିବା ପରେ ଓଡ଼ିଶାକୁ ପ୍ରବାସୀ ଓଡ଼ିଆ ଫେରିବାର ଯଥେଷ୍ଟ ରହିଛି। ଯେହେତୁ ସେମାନେ ସଂକ୍ରମିତ ଦେଶ/ରାଜ୍ୟରୁ ଆସୁଥାଇ ପାରନ୍ତି ତେଣୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏନେଇ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥା…
Archives


