Home

ଲକ୍‌ଡାଉନରେ ଚିନ୍ତା ଦୂରକରିବାର ଅଭିନବ ଉପାୟ: ପ୍ରତିଦିନ ଦେହରେ ଭିନ୍ନାର୍ଥ ବୋଧକ ଟାଟୁ ଆଙ୍କୁଛନ୍ତି ଏହି ବ୍ୟକ୍ତି

ସମଗ୍ର ବିଶ୍ୱରେ କରୋନା(କୋଭିଡ-୧୯)ର ପ୍ରକୋପ ଦେଖିବାକୁ ମିଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାୟ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଅଧିକାଂଶ ଲୋକେ କରୋନା ଚିନ୍ତାରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଉପାଉ ଆପଣାଉଛନ୍ତି। ସେହିପରି ଜଣେ ବ୍ୟକ୍ତି…

ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ॥ ଏମାନଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବାବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲାର। ଜଗତ୍‌ସିଂହପୁରର ଆକ୍ରାନ୍ତ ୭୦ ବର୍ଷୀୟ ପଶ୍ଚିମବଙ୍ଗ…

CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବା ବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍‌ ଆସିବ; ଭୟଭୀତ ହୁଅନ୍ତୁ ନାହିଁ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର,୭।୫(ବ୍ୟୁରୋ): ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍‌ ମାମଲା ଆସିବ। ଏନେଇ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍‌ଏମ୍‌ଆର୍‌ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫…

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୨୦୨ ପ୍ରବାସୀ ଶ୍ରମିକ: ୭ ଦିନ ମଧ୍ୟରେ ଫେରିବେ ଓଡ଼ିଶା

ବରଗଡ଼ ଅଫିସ,୭ା୫: ଭୂତାଣୁ ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏହି କଟକଣା ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିଯାଇଛି । ଏଭଳି ଭାବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲା ଚଉଡ଼ାଫାର୍ମ ନିକଟରେ ରହିଥିବା ବଳରାମ କ୍ରିଷ୍ଣା ସ୍ପିନିଂ ମିଲ୍‌ରେ ବରଗଡ଼…

ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର ସବୁଠୁ ଅଧିକ ଲୋକ ଦେଖୁଥିବା କାର୍ଯ୍ୟକ୍ରମ। ଏହା ଏପ୍ରିଲ ୧୬ରେ ପ୍ରସାରିତ ହୋଇଥିଲା। ଏହାକୁ…

ଭାରତରେ ଜୁନ୍‌-ଜୁଲାଇରେ ବଢ଼ିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ଏମ୍ସ୍‌

ନୂଆଦିଲ୍ଲୀ,୭।୫: ଭାରତରେ ପ୍ରତିଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଜୁନ୍‌ ଏବଂ ଜୁଲାଇ ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏମ୍ସ୍‌ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଛି। ଫଳରେ ଦେଶରେ…

ଏମିତି ଦେଶ, ଯେଉଁଠି ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ରହିବା ବାଧ୍ୟତାମୂଳକ

ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ରହସ୍ୟ ରହିଛି। ପ୍ରତ୍ୟେକ ଦିଶ ନିଜ ଚାଲିଚଳଣି, ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିପରି ବ୍ରୁନେଇ ଏମିତି ଏକ ଦେଶ, ଯେଉଁଠାରେ ଅଜବ ନୀତି ନିୟମ ତଥା ପ୍ରଥା ରହିଛି।…

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: କରୋନା ପରୀକ୍ଷା ପରେ ହିଁ ପ୍ରବାସୀଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳୁ

କଟକ ଅଫିସ,୭।୫- ଓଡ଼ିଶାକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ପ୍ରବାସୀମାନଙ୍କୁ କରୋନା ପରୀକ୍ଷା(ଆର୍‌ଟି-ପିସିଆର୍‌) ପରେ ହିଁ ଫେରିବା ପାଇଁ ଅନୁମତି ଦିଆଯାଉ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନାରାୟଣ…

ସପ୍ତାହକ ମଧ୍ୟରେ କେରଳ ଫେରିବେ ୨୧୫୦ ପ୍ରବାସୀ: ଅର୍ଥନୀତି ହେବ ପ୍ରଭାବିତ

କୋଚି,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଥିବା କେରଳ ବାସିନ୍ଦା ଘରବାହୁଡ଼ିବା ଲାଗି ପଞ୍ଜିକରଣ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ୨୧୫୦…

କଳା ରଙ୍ଗର ଲୋକେ କରୋନା ସଂକ୍ରମିତ ହେବା ଆଶଙ୍କା ଅଧିକ: ବ୍ରିଟେନ୍‌ ରିପୋର୍ଟ

ଲଣ୍ଡନ/ନୂଆଦିଲ୍ଲୀ,୭।୫: ସାରା ପୃଥିବୀରେ କରୋନା ମହାମାରୀ ଆତଙ୍କ ରଚିଛି। ତେବେ କରୋନା ସଂକ୍ରମଣ କଳା ରଙ୍ଗର ଲୋକଙ୍କୁ ହେବାର ଅଧିକ ଆଶଙ୍କା ରହିଥିବା ବ୍ରିଟେନ୍‌ର ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରିଟିଶ୍‌ ଷ୍ଟାଟିସ୍‌ଷ୍ଟିକ୍‌ ଅଫିସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ…

ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି। ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି। ‘ଲଷ୍ଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri