Home

ପଙ୍ଗପାଳ ଆଗମନ ଆଶଙ୍କା : ପରିବା କ୍ଷେତରେ ବିଶୋଧନ ଜାରୀ

କେନ୍ଦୁଝର, ୩ା୬ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଜାରିରହିଥିବା ଲକ୍‌ ଡାଉନ ଜିଲାର ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଭଳି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ବେଳେ ଏବେ ପଙ୍ଗପାଳ ଆଗମନ ଖବର ତାଙ୍କ ପାଇଁ ଚିନ୍ତା ଆଖିରୁ ନିଦ ହଜାଇଦେଇଛି।…

କୋଭିଡ-୧୯ ପରୀକ୍ଷାକେନ୍ଦ୍ର କାର୍ଯ୍ୟକ୍ଷମ ନେଇ ଦାବିପତ୍ର

ବାଲେଶ୍ୱର ଅଫିସ,୩।୬- ବାଲେଶ୍ୱର ଫକୀରମୋହନ ମେଡିକାଲ୍‌ କଲେଜ୍‌ ପରିସରରେ ଗତ ୩୧ ତାରିଖ ରାତି ୮ଟା ସମୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସ୍ବାବ ପରୀକ୍ଷା ପାଇଁ ଏକ ପରୀକ୍ଷଣ କେନ୍ଦ୍ରକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର…

ଏବେ ସଙ୍ଗରୋଧରେ ୧୪୧୫ ପ୍ରବାସୀ

ସୋର, ୩।୬(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ଓ ବ୍ଲକରେ ଏବେ ୨୫ଟି ସଙ୍ଗରୋଧ କେନ୍ଦ୍ରରେ ୧୪୧୫ ଜଣ ପ୍ରବାସୀ ଅଛନ୍ତି। ମ୍ୟୁନିସିପାଲିଟି ଅନ୍ତର୍ଗତ ପ୍ରସ୍ତୁତ ଥିବା ୧୫ଟି କେନ୍ଦ୍ର ମଧ୍ୟରୁ କେବଳ ଏସ୍‌ଏନ୍‌ ହାଇସ୍କୁଲରେ ଏବେ ୧୧୧ ଜଣ ପ୍ରବାସୀ ସଙ୍ଗରୋଧରେ ଅଛନ୍ତି। ସେହିପରି…

ଅନିୟମିତତାକୁ ବିରୋଧ କରି ବ୍ଲକ ଅଫିସ୍‌ ଘେରାଉ

ରେମୁଣା,୩।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକରେ ବିଭିନ୍ନ ଅନିୟମିତତାକୁ ବିରୋଧ କରି କିଛି ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ମିଳିତ ଭାବେ ବୁଧବାର ପୂର୍ବାହ୍ନରେ ରେମୁଣା ବ୍ଲକ ଅଫିସ୍‌କୁ ନୂଆପାଢ଼ୀ ସମିତିସଭ୍ୟ ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ୱରେ ଘେରାଉ କରିଥିଲେ। ଜିଲାପାଳ କେ.…

୬ଦଫା ଦାବିରେ କୃଷକ ମହାସଂଘର ସ୍ମାରକପତ୍ର

ଜଳେଶ୍ୱର,୩।୬(ସ୍ବ.ପ୍ର)- ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା କୃଷକ ମହାସଂଘ ପକ୍ଷରୁ ବୁଧବାର ୬ଦଫା ଦାବି ନେଇ ଏକ ସ୍ମାରକପତ୍ର କୃଷି ଜିଲା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ‘ଅମ୍ପନ’ ଦ୍ୱାରା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳର ଚାଷୀମାନଙ୍କର ବ୍ୟାପକ…

ମୁମ୍ବାଇ ଆସିବା ପୂର୍ବରୁ ଦୁର୍ବଳ ହେଲା ନିସର୍ଗ: ବର୍ଷା ଜାରି, ଟଳିଲା ବଡ଼ ବିପଦ

ମୁମ୍ବାଇ, ୩।୬: ମୁମ୍ବାଇ ମୁହାଁ ହେବା ପୂର୍ବରୁ ସାମୁଦ୍ରିକ ଝଡ଼ ନିସର୍ଗ ଦୁର୍ବଳ ହୋଇଯାଇଛି। ଏହା ଦକ୍ଷିଣ ଦିଗରେ ଆଗକୁ ଗତି କରିଛି। ଫଳରେ ମୁମ୍ବାଇ ଉପରେ ଥିବା ବିପଦ ଟଳି ଯାଇଛି। ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ଥିବାବେଳେ…

୨୪ ଘଣ୍ଟାରେ ସୁସ୍ଥ ହେଲେ ୪ ହଜାର ୭୭୬

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ…

ବଡଜୟୀପୁର ଗ୍ରାମରେ ଅଜଣା କୀଟ

ଖଇରା,୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବଡଜୟୀପୁର ଗ୍ରାମରେ ଅଜଣା କୀଟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି କୀଟ ଗୁଡିକ ଗ୍ରାମ ନିକଟସ୍ଥ ଗୋପିଆସ୍ଥ ପଡିଆରେ ଥିବା ଗଛ ଗୁଡିର ପତ୍ର ଖାଇ ସଫା କରିଦେଉଥିବା ନେଇ ଗ୍ରାମବାସୀ…

କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି : ଦ୍ୱିତୀୟ ଦିନରେ ଧାରଣା

ଭଦ୍ରକ ଅଫିସ,୩ା୫- କାନ୍ତକବି ମଞ୍ଚ ପକ୍ଷରୁ ବାଇପାସ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ବୁଧବାର ଦ୍ୱିତୀୟ ଦିନରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଚାନ୍ଦବାଲି,୩ା୬(ଡି.ଏନ୍‌.ଏ.): ଭଦ୍ରକ ବନଖଣ୍ଡ ଅନ୍ତର୍ଗତ ଚାନ୍ଦବାଲିସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି। ବୁଧବାର ମଧ୍ୟାହ୍ନରେ ଭଦ୍ରକ ଓ ବାରିପଦାର ଭିଜିଲାନ୍ସ ପକ୍ଷରୁ ଏସିଏଫ୍‌ଓ ବିରଜା ମୋହନ ମହାନ୍ତି ଓ ଫରେଷ୍ଟର ଜଗନ୍ନାଥ…

ଜାତୀୟ କ୍ରୀଡ଼ା ପୁରସ୍କାର: ୨୨କୁ ଘୁଞ୍ଚିଲା ଆବେଦନର ଶେଷ ତାରିଖ, ନିଜକୁ ନୋମିନେଟ କରିପାରିବେ ଖେଳାଳି

ନୂଆଦିଲ୍ଲୀ,୩।୬(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନର ଶେଷ ତାରିଖକୁ ଘୁଞ୍ଚାଇବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଆବେଦନ ପାଇଁ ବୁଧବାର ଶେଷ ତାରିଖ ଥିଲା। ତେବେ ଏହାକୁ ଆସନ୍ତା ୨୨ ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏଥିସହିତ ଆଥଲେଟମାନେ ନିଜ ନାମ ନୋମିନେଟ…

ଅର୍ଜୁନ ପୁରସ୍କାର ନେଇ ପ୍ରଣୟଙ୍କ କ୍ଷୋଭ: କ୍ରମାଗତ ଦ୍ୱିତୀୟ ବର୍ଷ ନୋମିନେଶନରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ, ୩।୬(ପି.ଟି.): ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍‌ ପଡିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌.ଏସ୍‌. ପ୍ରଣୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାରର ନୋମିନେଶନରୁ ବାଦ୍‌ ଦିଆଯାଇଛି। ଫଳରେ ପ୍ରଣୟ ଏଥିପାଇଁ ଅସନ୍ତୋଷ ଜାହିର କରିଛନ୍ତି। ବ୍ୟାଡମିଣ୍ଟନ ଆସୋସିଏଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?