ପାଟପୁର ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ପାଟପୁର,୧୬ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ କର୍ମଚାରୀ କରୋନା ଲକ୍ଡାଉନ୍ ସମୟରେ ଗରିବ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ପାଟପୁର ଥାନାଧିକାରୀ ନିଜ ଅର୍ଥରେ ସମାଜର ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଛନ୍ତି।ପାଟପୁର, ରାଧାଦେଇପୁର, ମହାନଳା, ପଳାସପୁର, ଏରେଣ୍ଡ୍ରl…
ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା
ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଘରୋଇ ସଂସ୍ଥା, ଯାନବାହନ ସମ୍ପୂର୍ଣ୍ଣ ଚଳାଚଳ ବନ୍ଦ ରହିଛି। ଫଳରେ ଲୋକମାନେ…
ସାମାଜିକ ଦୂରତ୍ୱ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଅସମ୍ଭବ ଭିଡ଼
ବୁଗୁଡ଼ା,୧୬ା୪(ଡି.ଏନ୍.ଏ.): ରାଜ୍ୟରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ କେତେକ ଅମାନିଆ ଏହାକୁ ମାନୁନାହାନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସ୍ଥାନୀୟ ପୋଲିସ…
କୋଇଲା କ୍ଷେତ୍ରରେ ଏମସିଏଲ୍ର ସାନିଟାଇଜେସନ୍ କାର୍ଯ୍ୟ
ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଓଡିଶାର ବିଭିନ୍ନ କୋଇଲା କ୍ଷେତ୍ରର ଆବାସିକ କଲୋନୀ ଓ ପାର୍ଶ୍ୱବର୍ତ୍ତୀ…
କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !
ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍ସି) ପକ୍ଷରୁ ଏକ ନୂଆ ପ୍ରକାରର ଉପକରଣ ନିର୍ମାଣ କରାଯାଇଛି। ଏହି ଉପକରଣ…
ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢିଲା କଣ୍ଟେନମେଣ୍ଟ
ସୁନ୍ଦରଗଡ଼, ୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଆଖି ଆଗରେ ରଖି ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ପଦକ୍ଷେପ ନେଇଛନ୍ତି। ବିଶ୍ରାରେ ୨ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ…
ଦିଲ୍ଲୀରୁ ଆସିଲା ଖୁସି ଖବର: ଦେଶରେ କମୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା !
ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ନେଇ ଭାରତରେ କିଛି ଦିନ ଧରି ଆତଙ୍କ ଜାରି ରହିଛି। ତେବେ ଏବେ ଦିଲ୍ଲୀରୁ ଖୁସି ଖବର ଆସିଛି। ଜୋନ୍ସ୍ ହପ୍କିନ୍ସ୍ ବିଶ୍ୱ ବିଦ୍ୟାଳୟର କରୋନା ଡାଟାବେସ୍ ଅନୁସାରେ ୧୦,୦୦୦ରୁ ଅଧିକ ସଂକ୍ରମିତ ଥିବା ୨୩ ଟି…
କରୋନାକୁ ପରାସ୍ତ କରିବ ଭାରତ; ପୋଲିଓ ଅଭିଯାନରୁ ମିଳିଥିବା ଅଭିଜ୍ଞତା ହେବ ଉପଯୋଗୀ: ଡବ୍ଲ୍ୟୁଏଚ୍ଓ
ଜେନେଭା,୧୬।୪: ଭାରତରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ କରୋନା ପରାସ୍ତ ହେବାର ଆଶା ରହିଥିବା ଡବ୍ଲ୍ୟୁଏଚ୍ଓ କହିଛି। ବିଗତ ଦିନରେ…
କରୋନା ଭାଇରସର ସମାଧାନ ନୁହେଁ ଲକ୍ଡାଉନ, ଏହା ଏକ ପଜ୍ ବଟନ ଚାଲୁ କଲେ ପୁଣି ବ୍ୟାପିବ: ରାହୁଲ
ନୂଆଦିଲ୍ଲୀ,୧୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭିଡିଓକନଫରେନ୍ସିଂ ଜରିଆରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏହି ଅବସରରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ସତ। ମୋଦିଙ୍କ ଅନେକ ଗୁଡିଏ କଥାରେ ରାହୁଲ ସହମତ ନୁହେଁ…
ଲକ୍ଷ୍ନୌ ସଦର ବଜାରରେ କଡ଼ା କାର୍ଯ୍ୟାନୁଷ୍ଠାନ: ହୋମ୍ କ୍ୱାରାଣ୍ଟାଇନ୍ରେ ୭ହଜାର ଲୋକ
ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଭାଇରସ୍ ତୀବ୍ରଗତିରେ ବ୍ୟାପୁଥିବା ବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ହେଲେ ଏହାକୁ କେତେକ ଲୋକ ମାନୁ ନାହାନ୍ତି।…
ବିଭୀଷଣଙ୍କୁ ଦେଖିଲେ କଂଗ୍ରେସ ସଦସ୍ୟଙ୍କୁ ମନେପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !
ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ନୂଆ ଶୁଟିଂ ନ ହୋଇ ପାରିବାରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ରାମାୟଣର ପୁଣିଥରେ ପ୍ରସାରଣ କରାଯାଉଛି। ରାମାୟଣରେ ବିଭୀଷଣ ଚରିତ୍ରକୁ ଦେଖି କଂଗ୍ରେସ ସଦସ୍ୟଙ୍କର…
ଡାକ୍ତରଙ୍କ ଭଳି ଏବେ ହୋଟେଲରେ ରହିବେ ପୋଲିସ
ନୂଆଦିଲ୍ଲୀ,୧୬।୪: କରୋନା ବିରୋଧରେ ଲଢ଼େଇ ଜାରି ରଖିଥିବା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ହୋଟେଲରେ…
Archives


