Home

ମହାରାଷ୍ଟ୍ରରେ ବେଲଗାମ ହେଉଛି କରୋନା: ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ,୧୨।୬: ସାରା ବିଶ୍ୱରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅତ୍ୟଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଦିନକୁ ଦିନ ଏଠାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ପାଇଁ ଏବେ ଚିନ୍ତା ବଢ଼ାଇ ଦେଇଛି। ଶୁକ୍ରବାର…

ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର

କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ ହେବାର ଆଶଙ୍କା ସବୁଥର ଥାଏ। କିନ୍ତୁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଡ୍ରେନରୁ…

ବୁଧବାରଠାରୁ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୧୨ା୬: ପ୍ରାୟ ଅଢ଼େଇ ମାସ ବ୍ୟବଧାନ ପରେ ଏସ୍‌ସିବିରେ ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ। ଏଥିପାଇଁ ଏସ୍‌ସିବି କ୍ଲିନିକାଲ ହେମାଟୋଲୋଜି ବିଭାଗରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ କେବଳ ବାକି ରହିଛି ହେପା ଫିଲଟର, ଏସି ଓ ଅନ୍ୟ…

ଫି’ଦିନ ନଷ୍ଟ ହେଉଛି ଲକ୍ଷେ ଲିଟର କ୍ଷୀର

କଟକ ଅଫିସ,୧୨ା୬: କଟକ ଜିଲାରେ ବିପୁଳ ପରିମାଣରେ କ୍ଷୀର ନଷ୍ଟ ହେଉଛି। ଦିନକୁ ଉତ୍ପାଦନ ୨ ଲକ୍ଷ ୩୦ ହଜାର ଲିଟର। ତଥାପି ବିକ୍ରି ପରେ ବଳୁଛି ୧ଲକ୍ଷରୁ ଅଧିକ ଲିଟର କ୍ଷୀର। ଏହି ସମସ୍ୟା କଟକ ଜିଲା ପ୍ରଶାସନର ଚିନ୍ତା…

ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୨ା୬: ଫାଇଲିନ୍‌କୁ ୮ବର୍ଷ ଓ ଫନୀ ବାତ୍ୟାକୁ ବର୍ଷେ ବିତିଯାଇଛି। ହେଲେ ଅନେକ କ୍ଷତିଗ୍ରସ୍ତଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନାହିଁ। ଫନୀରେ ଘର ଭାଙ୍ଗିଥିବା ବହୁ କ୍ଷତିଗ୍ରସ୍ତ ଏବେ ବି ଜରିପାଲ ତଳେ ରହୁଛନ୍ତି। କ୍ଷତିଗ୍ରସ୍ତଙ୍କ ଦାବି ପୂରଣ…

ଅନ୍‌ଲକ୍‌-୧: ରାତ୍ରକାଳୀନ କର୍ଫ୍ୟୁରେ ରାଜପଥରେ ଚଳାଚଳ କରିବ ଯାନବାହନ

ନୂଆଦିଲ୍ଲୀ ,୧୨।୬: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାକୁ ଦେଖିଲେ ଅନୁମାନ କରିହେଉଛି ଯେ, ବିନା ଭ୍ୟାକସିନ୍‌ରେ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ। ଇତିମଧ୍ୟରେ ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୧ରେ ରାତ୍ରକାଳୀନ କର୍ଫ୍ୟୁକୁ…

ଅମାନିଆଙ୍କୁ ସାବଡ କରିଛି ରାଜ୍ୟ ପୋଲିସ: ମାସ୍କ ନ ପିନ୍ଧି ଦେଲେଣି ୧ କୋଟି ୨୫ଲକ୍ଷ ଟଙ୍କା

ଭୁବନେଶ୍ୱର,୧୨ା୬(ବ୍ୟୁରୋ)- କରୋନା ସଂକ୍ରମଣ ପ୍ରତିହତ କରିବାକୁ ରାଜ୍ୟ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଏପରି କି ଘରୁ ବାହାରକୁ ଗୋଡ଼ କାଢ଼ିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ କେତେକ ଅମାନିଆ ଏହାକୁ ନ ମାନି ବିନା ମାସ୍କରେ ଖୁଲମଖୁଲା…

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ଏଥର ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା ହେବ। ଅନଲାଇନ୍‌ରେ ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି। ଯେଉଁ ଛାତ୍ରୀଛାତ୍ର ଅନ୍‌ଲାଇନରେ ପରୀକ୍ଷା ଦେବେ ନାହିଁ,…

ଶ୍ରମ ମନ୍ତ୍ରଣାଳୟର ଆଉ ୨୫ ଅଧିକାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୬: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଆଉ ୨୫ଜଣ ଅଧିକାରୀ ଶୁକ୍ରବାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମନ୍ତ୍ରଣାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ପାରିବାରିକ ସଦସ୍ୟଙ୍କଠାରୁ ଉକ୍ତ ଅଧିକାରୀ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ତେବେ ରିପୋର୍ଟ…

ରଜ ପାଇଁ ୨ ଦିନ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରଜ ପର୍ବ ପାଇଁ ଜୁନ ୧୪ ଓ ୧୫ ତାରିଖ ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ରଜ ଉପଲକ୍ଷେ ସବୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ଏ ନେଇ ଶୁକ୍ରବାର ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ…

୧୭ରୁ କାର୍ଯ୍ୟରେ ଯୋଗଦେବେ ଅଧ୍ୟାପକ

ଭୁବନେଶ୍ୱର,୧୨।୬(ବ୍ୟୁରୋ)- ଚଳିତ ମାସ ୧୭ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଖୋଲିବ। ଏଥିସହ ସମସ୍ତ ଅଧ୍ୟାପକ, ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ସେହିପରି କୋଭିଡ ଗାଇଡଲାଇନ ମାନି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଶୁକ୍ରବାର ଉଚ୍ଚ…

ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମକୋର୍ଟ: କହିଲେ, ଯୁଦ୍ଧରେ ସୈନ୍ୟଙ୍କୁ କରିପାରିବ ନାହିଁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୨।୬: କରୋନା ଭାଇରସ୍‌ ବିରୋଧରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଦରମା ନ ମିଳିବା ଏବଂ ତାଙ୍କର ଉପଯୁକ୍ତ ରହଣୀ ବ୍ୟବସ୍ଥାକୁ ନେଇ ଶୁକ୍ରବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ‘ଯୁଦ୍ଧ ସମୟରେ ସୈନ୍ୟଙ୍କୁ ଅସନ୍ତୁଷ୍ଟ କରିପାରିବ ନାହିଁ’।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?