‘ସପ୍ତାହରେ କିଛି ଦିନ ଖୋଲାଯାଉ ଲୁଗା ଦୋକାନ’
ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱର ଟେକ୍ସଟାଇଲ୍ ଆଣ୍ଡ ରେଡ଼ିମେଡ ମର୍ଚ୍ଚାଣ୍ଟ ଆସୋସିଏଶନ୍ ତରଫରୁ ଜିଲାରେ ଦୀର୍ଘ ୫୫ଦିନ ଧରି ବନ୍ଦ ରହିଥିବା ରେଡ଼ିମେଡ ଡ୍ରେସ୍ ଏବଂ ଲୁଗା ଦୋକାନ ସପ୍ତାହରେ କିଛି ଦିନ ଖୋଲିବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରାଯାଇଥିଲା। ଏଥିପ୍ରତି…
ପୂର୍ବତନ ଇଂଲଣ୍ଡ ଡିଫେଣ୍ଡର ସାନ୍ସୋମ ହସ୍ପିଟାଲରେ ଭର୍ତ୍ତି
ଲଣ୍ଡନ,୧୬।୫(ଏଏଫ୍ପି): ଇଂଲଣ୍ଡର ପୂର୍ବତନ ଫୁଟବଲର କେନି ସାନସୋମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୬ରେ ‘ହ୍ୟାଣ୍ଡ ଅଫ୍ ଓ୍ବାଲର୍ଡ କପ୍ କ୍ୱାର୍ଟର ଫାଇନାଲ’ ଖେଳିଥିବା ଏହି ପୂର୍ବତନ ଡିଫେଣ୍ଡର ମୁଣ୍ଡରେ ସେ ଗୁରୁତର ଭାବେ ଆଘାତ ପାଇଛନ୍ତି ବୋଲି ବ୍ରିଟିଶ ଗଣମାଧ୍ୟମ ଉଲ୍ଲେଖ…
ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଲେଣି ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ, ଗଞ୍ଜାମକୁ ସର୍ବାଧିକ ଫେରିଛନ୍ତି ୫୫,୫୬୭: ଅତିରିକ୍ତ ମୁଖ୍ୟ ସଚିବ
ଭୁବନେଶ୍ୱର,୧୬ା୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାକୁ ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ ଶ୍ରମିକ ଆସିଛନ୍ତି। ଏନେଇ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାକୁ ସର୍ବାଧିକ…
ଆଫ୍ରିଦି ମୋ କ୍ୟାରିୟର ନଷ୍ଟ କରିଛନ୍ତି: କାନେରିଆ
ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନର ହିନ୍ଦୁ କ୍ରିକେଟର ଡାନିସ କାନେରିଆ ଶେଷରେ ମୁହଁ ଖୋଲିଛନ୍ତି। ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦିଙ୍କ ବିରୋଧରେ ସେ ମହା ଅଭିଯୋଗ ଆଣିଛନ୍ତି। ସାରା କ୍ୟାରିୟରରେ ଆଫ୍ରିଦି ମୋତେ ଖରାପ୍ ବ୍ୟବହାର କରିଛନ୍ତି ଓ ମୋ ଦିନିକିଆ…
ଜୁନ୍ରେ ଫିଫା ୨୦୨୩ ମହିଳା ବିଶ୍ୱକପ୍ ଆୟୋଜକ ବାଛିବ
ଜୁରିକ, ୧୬।୫ (ଏପି): ଆସନ୍ତା ମାସରେ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଜୁନ୍ ୨୫ରେ ଫିଫା ୨୦୨୩ ମହିଳା ବିଶ୍ୱକପ୍ର ଆୟୋଜକ ଚୟନ କରିବ। ଏହି ବିଶ୍ୱକପ୍ ଆୟୋଜନ ଅଧିକାର ଦୌଡ଼ରେ…
କୋଭିଡ୍-୧୯ ଲଢେଇ: ବହୁମୂଲ୍ୟ ଦେଇ ମୁସ୍ଫିକରଙ୍କ ବ୍ୟାଟ୍ କିଣିଲେ ଆଫ୍ରିଦି
ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି। ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍ଫକର ରହିମ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ତାଙ୍କ ବ୍ୟାଟ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଫ୍ରିଦି ଏହି…
ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା
ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର ଜିଲାର…
ଉତ୍ତରାଞ୍ଚଳ ଆର୍ଡିସିଙ୍କ ଝାରସୁଗୁଡ଼ା ଗସ୍ତ: କୋଭିଡ୍ କେନ୍ଦ୍ର ପରିଦର୍ଶନ
ଲଖନପୁର,୧୬ା୫(ଡି.ଏନ୍.ଏ.) : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍ଡାଉନ୍ ଜାରି କରିଛନ୍ତି। ଏହାର ତଦାରଖ ପାଇଁ ସରକାର କେତେକ ବରିଷ୍ଠ ଆଇଏଏସ୍ଙ୍କୁ ନିୟୋଜିତ କରିଛନ୍ତି। ବରିଷ୍ଠ ଆଇଏଏସ୍ଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଆର୍ଡିସି ନିରଞ୍ଜନ ସାହୁ ଝାରସୁଗୁଡା ଦାୟିତ୍ୱରେ…
ତେଲେଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଅନୁମତି ଦେଲାନି ପ୍ରଶାସନ
ମାଲକାନଗିରି,୧୬ା୫(ଡି.ଏନ୍.ଏ.): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି କାମ କରିବା ପାଇଁ ତେଲେଙ୍ଗାନା ଯାଇଥିବା ବେଳେ କରୋନା ଯୋଗୁ ଚିକିତ୍ସା ସେବା ନ ପାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଗ୍ରାମର ବାସୁଦେବ…
ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଯୋଗୁ ଭାଙ୍ଗିପଡିଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଚତୁର୍ଥ ଥର ପାଇଁ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି। ପ୍ରଥମେ ସେ କୋଇଲା,…
୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅମ୍ପନ’: ୧୮ରୁ ଓଡ଼ିଶାରେ ବର୍ଷା, ପବନ
ଭୁବନେଶ୍ୱର, ୧୬।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ତେବେ ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ…
ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି
ଭଞ୍ଜନଗର,୧୬ା୫(ଡି.ଏନ୍.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ ଛେଉଣ୍ଡ ହୋଇଗଲା ସେମିତି ଦୋଷୀମାନଙ୍କୁ ମଧ୍ୟ ଫାଶୀ ଦିଆଯାଉ ବୋଲି ମୃତ ସତ୍ୟଙ୍କ ସ୍ତ୍ରୀ…
Archives


