Home

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୬୪ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫,୩୫୩କୁ ବୃଦ୍ଧି

ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୬୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଅଛନ୍ତି। ସେହିଭଳି ଜଗତସିଂହପୁରର ୩୧, ବାଲେଶ୍ୱରର ୨୬, କଟକ ୨୫, ଯାଜପୁର-ଖୋର୍ଦ୍ଧାର ୧୨, କେନ୍ଦ୍ରାପଡ଼ା-ସୁନ୍ଦରଗଡ଼ର ୩, କେନ୍ଦୁଝରର ୨ ଏବଂ ଭଦ୍ରକ-ନୟାଗଡ଼ର ଜଣେ…

ଘରେ ଲୋକଙ୍କୁ ଦେଖି ଲାଜ କରୁଛି କୁକୁର

ଅନ୍ୟମାନଙ୍କୁ ଦେଖିଲେ ଛୋଟ ପିଲା ଲାଜ କରିବା କଥା ସମସ୍ତେ ଜାଣନ୍ତିି। ହେଲେ ଏକ କୁକୁର ଲୋକମାନଙ୍କୁ ଦେଖିଲେ ଲାଜ କରି ଲୁଚୁଥିବା କେହି କେବେହେଲେ ଶୁଣି ନ ଥିବେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଭିଡିଓ…

ନାଲ୍‌କୋର ୧୪୧ କର୍ମଚାରୀଙ୍କ ସ୍ବାବ୍‌ ପରୀକ୍ଷା

ବଅଁରପାଳ,୧ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋର ଜଣେ ଡିଜିଏମ୍‌ଙ୍କର ସୋମବାର ରାତିରେ କରୋନାରେ ମୃତ୍ୟୁ ଘଟିଥିଲା। ଏଥିସହିତ ସମ୍ପୃକ୍ତ ଡିଜିଏମ୍‌ଙ୍କର ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ନାଲ୍‌କୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର…

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା। ଚାଇନା ଗୋଟିଏ ପଟେ ଶାନ୍ତିର କଥା କହୁଥିବାବେଳେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସୈନ୍ୟ ଠୁଳ…

ଘରେ ତିଆରି କରନ୍ତୁ ସ୍କିନ ହ୍ବାଇଟନିଂ କ୍ରିମ୍‌

ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇବା ପାଇଁ କିଏ ବା ନ ଚାହେଁ। ଲୋକମାନେ ସୁନ୍ଦର ହେବା ପାଇଁ ପାର୍ଲର ଯିବା ସହ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ୍‌କୁ ଆପଣାଇଥାନ୍ତି। ଏଥିପାଇଁ ସେମାନଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ବେଳେବେଳେ…

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ରାଗରେ ଏମିତି କହିଲେ ଏହି ଝିଅ

ଟିକ୍‌ଟକ୍‌ ସହିତ ୫୯ଟି ଚାଇନା ଆପ୍‌ସ ଭାରତରେ ବ୍ୟାନ୍‌ ହୋଇଛି। ଏବେ ନା କେହି ଟିକ୍‌ଟକ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରିପାରୁଛନ୍ତି ନା ହିଁ ପୂର୍ବରୁ ଥିବା ଏହି ଆପ୍‌ କାମରେ ଆସୁଛି। ଏହା ପରର ପ୍ରଭାବ ଏବେ ସୋସିଆଲ ମିଡିଆରେ ଦେଖିବାକୁ…

ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ନବୀନ: ପ୍ରଥମ ଥର ପାଇଁ ୯ ଉପସଭାପତିଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୧।୭(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି। ସେ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରିଛନ୍ତି। ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ…

କୋଚ୍‌ ପଞ୍ଜିକରଣ ପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଆରମ୍ଭ

ନୂଆଦିଲ୍ଲୀ,୧।୭(ପି.ଟି.): କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନଙ୍କ ପଞ୍ଚିକରଣ ପାଇଁ ହକି ଇଣ୍ଡିଆ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ହକି ଇଣ୍ଡିଆ ଏଥିପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଲଞ୍ଚ୍‌ କରିଛି। ଏହି ପ୍ରଣାଳୀ ଅନୁସାରେ ସମ୍ଭାବ୍ୟ କୋଚ୍‌ମାନେ ହକି ଇଣ୍ଡିଆର…

ଅମୀରଙ୍କ ମା’ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍‌ଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏଥିରୁ ସୁରକ୍ଷିତ ଅଛନ୍ତି। ଏହି ଖବର ଅମୀର ସୋସିଆଲ ମିଡିଆରେ ପୋଷ୍ଟ କରି…

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର ପାଇଁ ନୂଆ ସକାଳ ନେଇ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କଶ୍ମୀରବାସୀଙ୍କ…

କରୋନାକୁ ହରାଇଲେ ମୋହିନା

ବମ୍ବେ: କରୋନାକୁ ହରାଇଛନ୍ତି ୟେ ରିସ୍ତା କ୍ୟା କେହଲାତା ହୈ ଫେମ୍‌ ମୋହିନା କୁମାରୀ ସିଂ। ଏକ ମାସ ତଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ମୋହିନା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ମୋହିନା…

ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଓଡ଼ଗାଁ,୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଞ୍ଚାୟତରୁ ବାହ୍ୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଥିଲା। ଜିଲା ପ୍ରଶାସନ କେବଳ ନୟାଗଡ଼ ସହରକୁ ଜଗିଥିବା ବେଳେ ଗ୍ରାମାଞ୍ଚଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?