ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା
କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ ଗୋଟିଏ…
ରକ୍ତ ଭଣ୍ଡାରର ଅଭାବ ଦୂର କରିବାରେ ସାହାଯ୍ୟ କଲା ୨୭ ୟୁନିଟ୍ ରକ୍ତ
ବରଗଡ଼ ଅଫିସ୍,୧।୫: ଲକ୍ ଡାଉନ୍ ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି କ୍ରମରେ ବରଗଡ଼ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ୨୭ୟୁନିଟ୍ ରକ୍ତ…
ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ
ବନ୍ତ,୧।୫(ଡି.ଏନ୍.ଏ.)-କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ଏବଂ ଏଆଇଟିୟୁସି ପକ୍ଷରୁ ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକ ନିରଞ୍ଜନ ନାୟକ…
ରାଜସ୍ଥାନରୁ ବସ୍ରେ ଫେରୁଛନ୍ତି ଛାତ୍ରୀଛାତ୍ର
ବରଗଡ଼ ଅଫିସ୍,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍ ଇନଷ୍ଟିଚ୍ୟୁଟ୍ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ଜିଲାର ୧୯ ଏବଂ ଝାରସୁଗୁଡ଼ା ଜିଲାର ୬ ଛାତ୍ରୀଛାତ୍ର ଅଛନ୍ତି । ବରଗଡ଼ ଜିଲାପାଳ…
ଦୁଇଦିନ ପରେ ‘ଫନୀ’କୁ ପୁରିବ ବର୍ଷେ: ଏବେ ଯାଏ ଭରିନାହିଁ କ୍ଷତ
ଭୁବନେଶ୍ୱର,୧।୫(ବ୍ୟୁରୋ): ବାତ୍ୟା ‘ଫନୀ’କୁ ବର୍ଷେ ପୁରିବାକୁ ଆଉ ଦୁଇ ଦିନ ବାକି। ୨୦୧୯ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା ଏହି ସାମୁଦ୍ରିକ ଝଡ଼। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ମଧ୍ୟରୁ ‘ଫନୀ’ ବ୍ୟାପକ…
ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ
ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ଯୋଗୁ ସବୁଆଡେ ଲକଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ…
ବଜ୍ରପାତରେ ଜଣଙ୍କ ଜୀବନଗଲା
କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ ମଇଦାନକେଲ ଜଙ୍ଗଲକୁ ବଳଦ ଚରାଇବାକୁ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇଥିଲା।…
ଗଛରୁ ପଡ଼ି ଯୁବକଙ୍କ ଜୀବନଗଲା
ଠାକୁରମୁଣ୍ଡା, ୧।୫ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର କୁଚେଇଡ଼ିହି ଗ୍ରାମ ଜାମଚୁଆ ସାହିରେ ଶୁକ୍ରବାର ସକାଳେ ଜଣେ ଯୁବକ ଗଛରୁ ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମ ଚରଣ କୁଦାଦା। ଶୁକ୍ରବାର ଶ୍ୟାମ ଏକ…
କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପଳାଇଲେ ୬ ଶ୍ରମିକ
ବଡ଼ଗାଁ,୧।୫(ଡି.ଏନ.ଏ.): କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ। ଏହାର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେବା ସହ କେତେକ କଟକଣା ଜାରି କରିଛନ୍ତି। ଭାରତକୁ ଏବେ ସମ୍ପୂର୍ଣ୍ଣ ଭାବେ ଲକ୍ ଡାଉନ୍ କରାଯାଇଛି। ଲୋକେ ଘରୁ ନ ବାହାରିବାକୁ କୁହାଯାଉଛି।…
ଝୁରି ହେଉଛନ୍ତି ରିଦ୍ଧିମା: କହିଲେ, ‘ବହୁତ ମନେ ପଡ଼ୁଛ ବାପା, ଫେରି ଆସ’
ବମ୍ବେ: ଶୋକରେ ବଲିଉଡ୍। ଗତ ଦୁଇ ଦିନ ମଧ୍ୟରେ ଦୁଇଜଣ ପ୍ରତିଷ୍ଠିତ କଳାକାର ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କୁ ବଲିଉଡ୍ ହରାଇଛି। ଏହାକୁ ସହଜରେ କେହି ଗ୍ରହଣ ମଧ୍ୟ କରିପାରୁନାହାନ୍ତି। ସମ୍ପ୍ରତି ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଥିବାରୁ ପ୍ରଶଂସକମାନେ…
ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଆସିପାରିବ ନାହିଁ କୌଣସି ଟ୍ରେନ୍
ଭୁବନେଶ୍ୱର,୧।୫(ବ୍ୟୁରୋ): କେରଳରୁ ଶୁକ୍ରବାର ଓ ଗୁଜୁରାଟରୁ କିଛି ଦିନ ପରେ ଓଡ଼ିଶାକୁ ଟ୍ରେନ୍ ଆସିବ। ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଅନ୍ୟ ରାଜ୍ୟରୁ କୌଣସି ଟ୍ରେନ୍ ଆସିପାରିବ ନାହିଁ। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଷ୍ଟେଶନରେ ଆଗନ୍ତୁକଙ୍କୁ ଗ୍ରହଣ କରାଯିବ। ସରକାରୀ…
ରାଜ୍ୟରେ ପ୍ରବେଶ ପୂର୍ବରୁ ହାତରେ ବାଜିବ ଷ୍ଟାମ୍ପ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧।୫(ବ୍ୟୁରୋ): ଯେଉଁମାନେ ବାହାର ରାଜ୍ୟ ତଥା ଦେଶରୁ ଫେରିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ଓ୍ବେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେଶନ କରୁଛନ୍ତି। ଆସୁଥିବା ଲୋକେ ରାସ୍ତାରେ ବା ଟ୍ରେନ୍ରେ ଆସିପାରନ୍ତି। ରାସ୍ତାରେ ଆସୁଥିଲେ ସେଠାର ଜିଲା ଅଧିକାରୀଙ୍କ ପାସ୍ ନେବାକୁ…
Archives


