କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ
କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍ଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଘଟଗାଁ ଓ ସାହାରପଡ଼ା ବ୍ଲକ ଏହି ୨ ପଜିଟିଭ୍ ହୋଇଥିବା ବେଳେ ସେମାନେ କ୍ୱାରାଣ୍ଟାଇନ ସେଣ୍ଟରରେ…
ଜାତିଆଣ ମନ୍ତବ୍ୟ ନେଇ କ୍ଷମା ମାଗିଲେ ଯୁବରାଜ
ନୂଆଦିଲ୍ଲୀ,୫।୬(ପି.ଟି.): ଏକ ଇନ୍ଷ୍ଟାଗ୍ରାମ୍ ଚାଟ ଅବସରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କ୍ଷମା ମାଗିଛନ୍ତି। ଅଜାଣତରେ ଏଭଳି ମନ୍ତବ୍ୟ ଦେଇ ଜନତାଙ୍କ ମନରେ ଆଘାତ ଦେଇଥିଲି ବୋଲି ସେ କହିଛନ୍ତି।…
ଲକ୍ଡାଉନ୍ରେ ଟପ୍-୧୦ ଆୟକାରୀ ଆଥ୍ଲେଟ ତାଲିକାରେ କୋହଲି
ଲଣ୍ଡନ,୫।୬(ପି.ଟି.): କୋଭିଡ୍-୧୯ କାରଣରୁ ସାରା ବିଶ୍ୱରେ ଲକ୍ଡାଉନ୍ ଜାରି ରହିଛି। ଏହି ଲକ୍ଡାଉନ୍ ସମୟରେ ଜଣାଶୁଣା ସୋସିଆଲ ମିଡିଆ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରିଛନ୍ତି। ଏ ଦୃଷ୍ଟିକୋଣରୁ…
ଟି୨୦ ବିଶ୍ୱକପ୍ ଉଚିତ ସମୟରେ ଆୟୋଜନ ହେବା ଆବଶ୍ୟକ: ଆକ୍ରମ
କରାଚୀ, ୫।୬(ପି.ଟି.): ସାରା ବିଶ୍ୱରେ କୋଭିଡ୍- ୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଟି୨୦ ବିଶ୍ୱକପ୍ ଆୟୋଜନ ନେଇ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ନିଜ ମତ ପ୍ରକାଶ କରିଛନ୍ତି। ଉଚିତ ସମୟରେ ଏହି ମେଗା ଇଭେଣ୍ଟ…
CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪କୁ ବୃଦ୍ଧି
ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ୩୫,…
୨୦୨୨ ଏଏଫ୍ସି ମହିଳା ଏସିଆନ କପ୍ ଆୟୋଜନ କରିବ ଭାରତ
ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍ କପ୍ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍ ଫୁଟବଲ କନ୍ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ ପାଇଁ ଭାରତକୁ ଅଧିକାର ଦେଇଛି। ଏଏଫ୍ସି ମହିଳା ଫୁଟବଲ କମିଟି ବୈଠକରେ ଏ…
ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କରୋନା ପଜିଟିଭ୍
କରାଚି,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଦାଉଦ ଇବ୍ରାହିମ୍ କରୋନା ପଜିଟିଭ୍। ଦାଉଦଙ୍କ ପତ୍ନୀ ମହଜବିନ ମଧ୍ୟ କରୋନାରେ ଆକ୍ରାନ୍ତ…
କଡ଼ା ସୁରକ୍ଷା ବଳୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ: ୧୪୪ ଧାରା ବଳବତ୍ତର, ୩ ପ୍ଲାଟୁନ ଫୋର୍ସ ମୁତୟନ
ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର.): ଶ୍ରୀଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଶୂନ୍ୟସମାଧି ଦିବସ ଓ ଦେବସ୍ନାନ ପୂର୍ଣ୍ଣିମା କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ଶେଷ ହୋଇଛି। ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରୋନା ପାଇଁ…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ
ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୧୫ ଦିନ ସମୟ ଦିଆଯିବ। ଏହାସହ ସମସ୍ତ…
କମିଶନରେଟ ପୋଲିସର ନିର୍ଦ୍ଦେଶାବଳୀ: ଜାଣନ୍ତୁ ଆଇଡି କାର୍ଡ ଦେଖାଇ କେଉଁମାନେ ଶଟ୍ଡାଉନ୍ରେ ଯାଇପାରିବେ
ଭୁବନେଶ୍ୱର, ୫।୬(ବ୍ୟୁରୋ): ଶଟ୍ଡାଉନ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଶୁକ୍ରବାର ଗାଇଡ୍ଲାଇନ୍ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ସମୟରେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ…
ଆଜିକୁ ମିଶାଇ ଦ୍ୱିତୀୟ ଥର ଲାଗି ତୁଲାଇ ପାରିନି ସ୍ନାନଯାତ୍ରା ସେବା: ଗଜପତି
ପୁରୀ ଅଫିସ,୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶୁକ୍ରବାର ମହାପ୍ରଭୁ ସ୍ନାନମଣ୍ଡପରେ ବିଜେ କରି ହାତୀ ବେଶରେ ଦର୍ଶନ ଦେଉଛନ୍ତି। ନିର୍ଘଣ୍ଟ ସମୟରେ ମହାପ୍ରଭୁଙ୍କ ଜଳଲାଗି କରାଯିବା ପରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରା ପହଁରା କରିଥିଲେ। ଏହି ସ୍ନାନଯାତ୍ରା ନୀତିରେ…
କଂଗ୍ରେସରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଖଡଗେ
ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ କର୍ନାଟକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟ ସଭା ପଠାଇବାକୁ…
Archives


