ପ୍ରବାସୀ ଶ୍ରମିକଙ୍କ ପାଇଁ ୬ଟି ବିମାନ ବୁକ୍ କଲେ ଅମିତାଭ ବଚ୍ଚନ
ଲକ୍ଡାଉନରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି। ସୋନୁ ସୁଦ, ପ୍ରକାଶ ରାଜ, ସ୍ବରା ଭାସ୍କର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରମାନେ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି। ଗତ କିଛି ଦିନ ତଳେ ସେ ଉତ୍ତର…
ଜାମା ମସଜିଦ୍ ପୁଣି ହୋଇପାରେ ବନ୍ଦ: କରୋନା ସଂକ୍ରମଣରେ ଶାହି ଇମାମ୍ଙ୍କ ସଚିବଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୧୦।୬: ଦିଲ୍ଲୀରେ କରୋନା ସଂକ୍ରମଣର କାୟା ବଢ଼ିଚାଲିଛି। ଏପରିସ୍ଥଳେ ଜାମା ମସଜିଦ୍ ପୁଣି ବନ୍ଦ କରାଯିବାର ଆଶଙ୍କା ରହିଥିବା ଶାହି ଇମାମ୍ ସୟଦ୍ ଅହମଦ୍ ବୁଖାରି ବୁଧବାର କହିଛନ୍ତି। ତାଙ୍କ ସଚିବ ଅମାନୁଲାହଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିବା ପରେ…
ଅନୁରାଗଙ୍କୁ ନୃତ୍ୟ ଶିଖାଉଛନ୍ତି ଝିଅ ଆଲିଆ
ବଲିଉଡ୍ର ସଫଳ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜ ଫିଲ୍ମ ପାଇଁ ବେଶ୍ ପରିଚିତ। ନିକଟରେ ତାଙ୍କ ଫିଲ୍ମ ‘ଚୋକ୍ଡ’ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ…
ରାମଜନ୍ମଭୂମି ପରିସରରେ ରୁଦ୍ରାଭିଷେକ
ଅଯୋଧ୍ୟା, ୧୦।୬: ରାମଜନ୍ମଭୂମି ପରିସରରେ ବୁଧବାର ରୁଦ୍ରାଭିଷେକ କରାଯାଇଛି। କୁବେର ତିଲଠାରେ ଥିବା କୁବେରଶ୍ୱରଙ୍କର ଅଭିଷେକ ସମ୍ପନ୍ନ ହୋଇଛି। ଦୀର୍ଘ ୨୮ ବର୍ଷ ପରେ କୁବେରଶ୍ୱରଙ୍କର ଅଭିଷେକ ହୋଇଥିବା କୁହାଯାଉଛି। ଏଥିରେ ମହନ୍ତ କମଳ ନୟନ ଦାସ ଏଥିରେ ଯୋଗଦେଇ କହିଛନ୍ତି…
ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍ ରିଲିଜ୍
ବଲିଉଡ୍ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ନୂଆ ଫିଲ୍ମ ‘ବୁଲବୁଲ’ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଏହାର…
ଗୋଟିଏ ଦିନରେ ଜଗତସିଂହପୁରରେ ୩୩ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଲା
ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି। ତେବେ ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ ଚିକିତ୍ସାଧୀନ…
ଲକ୍ଡାଉନ୍ କୋହଳ ପରେ ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର: ବିବାହ ବ୍ରତ ଲାଗି ସାମଗ୍ରୀ କିଣିବାରେ ବ୍ୟସ୍ତ
ବଲାଙ୍ଗୀର ଅଫିସ,୧୦ା୬: ବିବାହ ପାଇଁ କାର୍ଡ ଛପା ହୋଇଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ମାତ୍ର ଲକ୍ଡାଉନ୍ ଯୋଗୁ ସବୁକିଛି ଓଲଟ ପାଲଟ ହୋଇଗଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଗଲା ବାହାଘର। ପ୍ରାୟ ଅଢ଼େଇ ମାସ ପରେ ସରକାରଙ୍କ ପକ୍ଷରୁ ଲକ୍ଡାଉନକୁ…
ହସ୍ପିଟାଲର ଲମ୍ବା ବିଲ୍: କରୋନା ରୋଗୀଙ୍କୁ ଦେବାକୁ ପଡିଲା ୧୨ ଲକ୍ଷ ଟଙ୍କା
ସୁରଟ,୧୦।୬: କରୋନା ସଙ୍କଟବେଳେ ଡାକ୍ତରମାନେ ଯୋଦ୍ଧା ଭାବରେ ପ୍ରଶଂସିତ ହେଉଛନ୍ତି। ଗୁଜରାଟରେ ଏକ ବେସରକାରୀ ଡାକ୍ତରଖାନାରେ କରୋନା ପଜିଟିଭ ରୋଗୀଙ୍କଠାରୁ ୧୨ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି। ସୁରଟର ଝାପା ବଜାର ଅଞ୍ଚଳରେ ରହୁଥିବା ୫୦ ବର୍ଷୀୟ ଗୁଲାମ ହାଇଦର ଶେଖଙ୍କୁ…
ଖାଦ୍ୟ ସଙ୍କଟ ମୁହାଁ ପୃଥିବୀ: ଦାରିଦ୍ର୍ୟ ତାଲିକାରେ ଯୋଡ଼ି ହେବେ ୪ କୋଟି ୯୦ ଲକ୍ଷ ଲୋକେ
ଜେନେଭା, ୧୦।୬: ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ବହୁ ଦେଶରେ ଲକ୍ଡାଉନ୍ ଯୋଗୁ ଆର୍ଥିକ ଅବସ୍ଥା ସଙ୍କଟ ସୃଷ୍ଟି କରିଛି। ଏହାର ପ୍ରଭାବରେ ଚଳିତବର୍ଷ ପୃଥିବୀରେ ନୂଆ ୪ କୋଟି ୯୦ ଲକ୍ଷ ଲୋକେ ଦାରିଦ୍ର୍ୟ ତାଲିକାରେ ଯୋଡ଼ି…
ବିଶ୍ୱର ସବୁଠୁ ମୂଲ୍ୟବାନ କାଠ, ଯାହାର ଦାମ୍ରେ କିଣିହେବ ବିଳାସମୟ କାର୍
ବିଶ୍ୱରେ ଅନେକ କାଠ ରହିଛି, ସେଥିମଧ୍ୟରୁ କେତେକ ବହୁ ମହଙ୍ଗା ତ ଆଉ କେତେକ ବିରଳ। ସାଧାରଣତଃ ଚନ୍ଦନ କାଠକୁ ସବୁଠୁ ମୂଲ୍ୟବାନ ବୋଲି କୁହାଯାଇଥାଏ। ଯାହାର କିଲୋଗ୍ରାମ ପ୍ରତି ଦାମ୍ ୫ରୁ ୬ ହଜାର ଟଙ୍କା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ…
ରଥଯାତ୍ରାକୁ ନେଇ ଆଶଙ୍କା ଦୂର ହେଉ
ପୁରୀ ଅଫିସ, ୧୦।୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। କିନ୍ତୁ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ। ରଥଯାତ୍ରା ଆୟୋଜନକୁ ନେଇ ସମସ୍ତେ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି। ରଥଯାତ୍ରାକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ସରକାର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପାଟଣାଗଡ଼ ଡିଏଫ୍ଓ
ପାଟଣାଗଡ଼, ୧୦।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ କେନ୍ଦୁପତ୍ର ଡିଏଫ୍ଓ ପ୍ରଣବ ମହାନ୍ତି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଡିଏଫ୍ଓ ମହାନ୍ତି ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ୱାରା…
Archives


