Posted inଜାତୀୟ

ପିପିଇ କିଟ୍‌ ପିନ୍ଧି ଆସିଲେ ଚୋର, ଆଉ ତା’ପରେ

ମୁମ୍ବାଇ,୮।୭: ଦେଶରେ କରୋନା ଲଢେଇ ଜାରି ରହିଛି। କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରମାନେ କରୋନା ଜୀବାଣୁ ବିରୁଦ୍ଧରେ ଲଢିବା ପାଇଁ ପିପିଇ କିଟ ବ୍ୟବହାର କରୁଛନ୍ତି। ସେହି କିଟ୍‌ ବ୍ୟବହାର କରି ଏକ ସୁନା ଦୋକାନରୁ ଚୋରମାନେ ୭୮ ଭରି ସୁନା ଚୋରି କରିନେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନର ସିସିଟିଭି ନିଜ କବ୍ଜାକୁ ନେଇଛି। ସିସିଟିଭି ଫୁଟେଜ୍‌ରୁ ଚୋର ମାନେ ପିପିଇ କିଟ୍‌ ପିନ୍ଧିବା ସହ ମୁଣ୍ଡରେ ଟୋପି ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି। ଚୋରମାନେ ସୁନା ଦୋବାନ ବିଭିନ୍ନ ଯାଗାରୁ ସୁନା ଏବଂ ଟଙ୍କା ନେଇଯାଇଛନ୍ତି। ଏବେ ପୋଲିସ ମାମଲାର ଯାଞ୍ଚ୍‌ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ବିରୋଧୀ ମେଣ୍ଟରେ ସାମିଲ ହେବନି ଏନସି: ଓମାର…

ଶ୍ରୀନଗର,୧୧।୬ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିରୋଧୀ ଦଳକୁ ଭାଜପା ବିରୋଧରେ ଏକଜୁଟ କରିବା କାର୍ଯ୍ୟରେ ନିୟୋଜିତ...

ମହାରାଷ୍ଟ୍ରରେ କରୋନା ଭ୍ୟାକ୍ସିନ ବିତରଣ ପାଇଁ ଗଠନ କରାଯାଇଛି ଟାକ୍ସ ଫୋର୍ସ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୧: ଦେଶରେ କରୋନା ମହାମାରୀ ପୁଣିଥରେ ତା’ର କାୟା ବିସ୍ତାର କରିଥିବା ବେଳେ ଏବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର...

କରୋନା ନେଲା କିସିଂ ବାବାଙ୍କ ଜୀବନ

ଭୋପାଳ/ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନାର ତାଣ୍ଡବ ଜାରି ରହିଥିବା ବେଳେ କିସିଂ ବାବା ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଆସ୍‌ଲାମର ଆତ୍ମଘୋଷିତ ଭଗବାନ ଭୂତାଣୁ ଆକ୍ରାନ୍ତ ହୋଇ...

ଦିଲ୍ଲୀ ଅଧ୍ୟାଦେଶ ହେଉଛି କେନ୍ଦ୍ରର ଏକ ପରୀକ୍ଷଣ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୧।୬: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦୃଷ୍ଟିରେ ରଖି ବିହାରର ପାଟନାରେ ଜୁନ ୨୩ରେ ବିରୋଧୀ ଦଳର ଏକ ବୈଠକ ଆୟୋଜିତ ହେବାକୁ ଯାଉଛି।...

ପର୍ଯ୍ୟଟନ ସ୍ଥଳୀରେ ଗହଳି ଭୂତାଣୁକୁ ଆମନ୍ତ୍ରଣ: କେନ୍ଦ୍ର

ନୂଆଦିଲ୍ଲୀ, ୧୦।୭: ଦେଶରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଦେବାରୁ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ...

ଏମ୍ସରେ ଭର୍ତ୍ତି ହେଲେ ରାମଦେବଙ୍କ ମୁଖ୍ୟ ସହଯୋଗୀ

ନୂଆଦିଲ୍ଲୀ,୨୩।୮: ଯୋଗଗୁରୁ ବାବା ରାମଦେବଙ୍କ ମୁଖ୍ୟ ସହଯୋଗୀ ବାଲକ୍ରିଷ୍ଣନ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହରିଦ୍ୱାରରେ ଥିବା ଅଲ୍‌ ଇଣ୍ଡିଆା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌...

ଭୁଲ କରିଥିଲେ ଦଣ୍ଡ ଭୋଗିବି : ତାପସୀ

ମୁମ୍ବାଇ, ୮।୩ : ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଉପରେ ଗତ ସପ୍ତାହରେ ଚଢ଼ାଉ କରିଥିଲା ଆୟକର ବିଭାଗ (ଆଇଟି)। ଏ ସମ୍ପର୍କରେ ସୋମବାର ପ୍ରଥମ...

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି...

Advertisement
Archives

Model This Week