Posted inଫୁରସତ

କରୋନା ଠାରୁ ଦୂରେଇ ରଖିବ କୋଭିଡ୍‌ ଛତା

କରୋନା ସଂକ୍ରମଣଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ନିମନ୍ତେ ଲୋକେ ଅନେକ ପ୍ରକାରର ଶୈଳୀ ଆପଣାଉଛନ୍ତି। ଏପରିକି ଲୋକେ ପରିବାକୁ ସାବୁନରେ ଧୋଇବାକୁ ମଧ୍ୟ ପଛାଉ ନାହାନ୍ତି। ସୋସିଆଲ ମିଡଆରେ ଏମିତି ଅନେକ ଭିଡିଓ ଶେୟାର ହେଉଥିବା ଦେଖିବାକୁ ମିଳୁଛି। କରୋନାରୁ ରକ୍ଷା ପାଇବା ପାଇଁ ଏବେ କୋଭିଡ୍‌ ଛତା ସମ୍ମୁଖକୁ ଆସିଛି। ଏହି ଭିଡିଓକୁ ହର୍ଷ ଗୋଏଙ୍କା ଶେୟାର କରିଛନ୍ତି। ଭିଡିଓରେ ଜଣେ ବୃଦ୍ଧ ଛତା ଧରି ଯାଉଥିବା ବେଳେ ସମ୍ମୁଖକୁ ଜଣେ ମହିଳା ଆସୁଛନ୍ତି। ମହିଳା ଜଣଙ୍କ ଛିଙ୍କିବାର ଅଭିନୟ କରୁଛନ୍ତି। ସଙ୍ଗେସଙ୍ଗେ ବୃଦ୍ଧ ଛତାକୁ ବନ୍ଦକରି ପୁଣିଥରେ ଖୋଲୁଛନ୍ତି। ଫଳରେ ଏକ ପ୍ଲାଷ୍ଟିକ ଚାଦରରେ ବୃଦ୍ଧ ଜଣଙ୍କ ଘୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ଏଥିସହ ସେ ଲେଖିଛନ୍ତି, ଏହା ହେଛି କୋଭିଡ୍‌ ଛତା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରାବସ୍ଥାରୁ ଆବେଗ ବଢ଼ିଥିଲା

ଛାତ୍ରାବସ୍ଥାରୁ ମୋର ସାମ୍ବାଦିକତା ପ୍ରତି ଆବେଗ ସୃଷ୍ଟି ହୋଇଥିଲା। ୧୯୭୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ସେହି ବର୍ଷ ପୁନେ...

ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମା’, ପଛ ସିଟ୍‌ରେ ପିଲାଟିର କାର୍ଯ୍ୟ ଦେଖି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଛୋଟ ପିଲାମାନଙ୍କୁ ସେମାନଙ୍କ ମାତାପିତା ସ୍କୁଲ ନେବାଆଣିବା କରନ୍ତି। ଅନେକ ଥର ପିଲାମାନେ ବିଦ୍ୟାଳୟକୁ ନ ଯିବାର ଜିଦ ଧରିଥାନ୍ତି। ସେମାନଙ୍କ ଅନିଚ୍ଛା ସତ୍ତ୍ୱେ...

୩ ଛୁଆଙ୍କୁ ସାଥୀରେ ଧରି ଜଙ୍ଗଲରେ ବୁଲୁଛି ବାଘୁଣୀ, ଭାଇରାଲ ହେଉଛି ଭିଡିଓ

ଜଙ୍ଗଲ ରାସ୍ତାରେ ୩ ଛୁଆଙ୍କୁ ଧରି ଏକ ବାଘୁଣୀ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁଙ୍କ...

ରେଷ୍ଟୁରାଣ୍ଟରେ ଦିଆଯାଏ ଟଏଲେଟ ପାଣି

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି। ତନ୍ମଧ୍ୟରୁ କିଛି ହୋଇଥାଏ ବେଶ୍‌ ଅଜବ। ଯେମିତିକି ବେଲ୍‌ଜିୟମ, କୁନେରେ ଥିବା ଏକ ରେଷ୍ଟୁରାଣ୍ଟରେ...

ବୟଫ୍ରେଣ୍ଡ୍‌ ଜେଲରୁ ମୁକୁଳିବା ପରେ ଏମିତି ଜନ୍ମଦିନ ପାଳିଲେ ଗର୍ଲଫ୍ରେଣ୍ଡ୍‌, ଦେଖଣାହାରୀ ଚକିତ

ପୁଣେ,୨୪ା୧୦: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ଯୁବତୀ ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ଯାହା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣ୍ଡଲିକ ନାଗର ଥାନା ପୋଲିସ ଇନ୍ସପେକ୍ଟର ଘନଶ୍ୟାମ...

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା,...

ଭଙ୍ଗା ଏରୋପ୍ଲେନ୍‌ରେ ରେଷ୍ଟୁରାଣ୍ଟ୍‌…

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କର କାରବାର ବୃଦ୍ଧି ପାଇଁ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ...

ଦରମା ଟଙ୍କାରେ ଠାକୁରାଣୀଙ୍କ ପାଖରେ ଭୋଗ କରିଥିଲି: ଅଜିତ୍‌ ଶତପଥୀ

ମୋର ଜନ୍ମ ବ୍ରହ୍ମପୁରରେ। ମହାରାଜା ବାଳକ ଉଚ୍ଚବିଦ୍ୟାଳୟରୁ ଦଶମ ପାସ୍‌ କରିବା ପରେ ଖଲିକୋଟ କଲେଜରେ ଆଇ.ଏସ୍‌ସି., ଓୟୁଏଟିରେ ଥିବା କଲେଜ ଅଫ୍‌ ଏଗ୍ରିକଲ୍‌ଚର୍‌ରେ ବି.ଏସ୍‌ସି.ଏଗ୍ରିକଲ୍‌ଚର୍‌...

Advertisement
Archives

Model This Week