Posted inଜାତୀୟ

ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର

ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏବେ ପୋଲିସ ହେପାଜତରେ ରଖାଯାଇଛି। ଚୌବେପୁର ଥାନା ଏସ୍‌ଓ ବିନୟ ତିଓ୍ବାରୀ ଅପରାଧୀ ବିକାଶଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଯୋଗାଇ ଦେଇଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ଟିଏଫ୍‌ ଟିମ୍‌ ବିନୟଙ୍କୁ ପଚରା ଉଚରା କରିବା ପରେ ଏଭଳି କରାଯାଇଥିବା କୁହାଯାଉଛି। ଏହି ମାମଲାରେ ଥାନା ଇନଚାର୍ଜ କେ.କେ.ଶର୍ମାଙ୍କୁ ମଧ୍ୟ ପଚରା ଉଚରା ଜାରି ରହିଛି। ଏହି ଘଟଣାରେ ଶହୀଦ୍‌ ହୋଇଥିବା ସିଓ ଦେବେନ୍ଦ୍ର ମିଶ୍ରାଙ୍କ ଚିଠି ଭାଇରାଲ ହେବାରେ ଲାଗିଛି। ଚିଠିରେ ଚୌବେପୁର ସିଓ ବିନୟ ତିଓ୍ବାରୀଙ୍କ ସହିତ ଅପରାଧୀ ବିକାଶଙ୍କର ନିବିଡ଼ ସମ୍ପର୍କ ରହିଥିବା ଦର୍ଶାଯାଇଛି। ଏସମ୍ପର୍କରେ ତତ୍‌କାଳୀନ ଏସ୍‌ଏସ୍‌ପି ଅନନ୍ତ ଦେବଙ୍କୁ ଜଣାଇଥିଲେ। ଚିଠି ଭାଇରାଲ ହେବା ପରେ ବିନୟଙ୍କୁ ପ୍ରଥମେ ପଚରା ଉଚରା କରାଯାଇଥିଲା। ପୋଲିସ ଟିମ୍‌ ବିକାରୁ ଯିବା ସମୟରେ ବିନୟ ଜାଣିଶୁଣି ଯୋଜନାବଦ୍ଧ ଭାବେ ଫୋନ୍‌ କରି ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ୍‌ କେନ୍ଦ୍ର ସମ୍ପର୍କରେ ସୂଚନା ଦେବ ଗୁଗଲ୍‌ ମ୍ୟାପ୍‌

ନୂଆଦିଲ୍ଲୀ, ୮।୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ରାଜ୍ୟର ବିଭିନ୍ନ...

ସଚିବ ସ୍ତରୀୟ ପଦବୀ ଲାଗି ୭୩ ଆଇଏଏସ୍‌ଙ୍କ ତାଲିକାକୁ ଅନୁମୋଦନ

ନୂଆଦିଲ୍ଲୀ,୧୦ା୧୦(ଆଇଏଏନ୍‌ଏସ୍‌): ସଚିବ ଓ ଅତିରିକ୍ତ ସଚିବସ୍ତରୀୟ ପଦବୀରେ ନିଯୁକ୍ତି ଲାଗି ୭୩ ଜଣିଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନଙ୍କ ତାଲିକାକୁ କେନ୍ଦ୍ର ସରକାର ବୁଧବାର...

ଭାରତ ମହାସାଗରରେ ଚାଇନା ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୧୬।୯: ଭାରତ ମହାସାଗରରେ ନିଜର କାୟା ବିସ୍ତାର କରୁଥିବା ଚାଇନାର ଯୁଦ୍ଧ ଜାହାଜକୁ ନଜର କରିଛି ଭାରତୀୟ ନୌସେନା। ଭାରତୀୟ ଜଳସୀମା ନିକଟରେ ଚାଇନାର ଜାହାଜକୁ...

୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା...

ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ: ମାସ୍କ୍‌-ସାନିଟାଇଜର ଅଧିକ ଦାମରେ ବିକିଲେ ଜେଲଦଣ୍ଡ

ନୂଆଦିଲ୍ଲୀ,୨୧।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ-୧୯୫୫ ଜାରି କରାଯାଇଛି। ଏହି ଅଧିନିୟମ ଅନ୍ତର୍ଗତ ଅତ୍ୟାବଶ୍ୟକ ଦ୍ରବ୍ୟ...

ଜୁନ୍‌ରେ ୧୦ କୋଟି ଡୋଜ୍‌ ଟିକା ପ୍ରସ୍ତୁତ କରିବ ସେରମ୍‌

ନୂଆଦିଲ୍ଲୀ,୩୦।୫: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ) ଜୁନ ମାସରେ କୋଭିଶିଲ୍ଡ ଟିକା ୯-୧୦ କୋଟି ଡୋଜର ଉତ୍ପାଦନ ତଥା ଯୋଗାଣ ବିଷୟରେ ସରକାରଙ୍କୁ ସୂଚନା...

୩୦% ମହିଳା ଶାରୀରିକ ହିଂସାର ଶିକାର

ନୂଆଦିଲ୍ଲୀ,୯।୫: ଭାରତର ପ୍ରାୟ ଏକତୃତୀୟାଂଶ ମହିଳା ଶାରୀରିକ ଏବଂ ଯୌନହିଂସାର ଶିକାର ହୋଇଥାନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟରେ ଏହା କୁହାଯାଇଛି। ଦେଶରେ...

ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୭: ସବୁବେଳେ ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବା ସୁଧୀର କୁମାର ମକ୍କଡ଼ଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାବାଙ୍କର ମୃତ୍ୟୁ ଘଟିଛି।...

Advertisement
Archives

Model This Week