Home

ବାଘଛାଲ ର଼୍ୟାକେଟର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ଟି ଚିତା ବାଘଛାଲ ଜବତ କରାଯିବା ସହ ବାଘଛାଲ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।…

CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୮୯୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୫୪ ହଜାର ୩୩୦…

ଯୁବକଙ୍କ ଉନ୍ମତକାଣ୍ଡ: ପେଟ୍ରୋଲ ବୋମା ଫିଙ୍ଗି ଜାଳିଦେଲେ ହାଇୱା

ଆଳି, ୧୩।୬(ଡି.ଏନ୍‌.ଏ.): ଆଳି ଦେମାଳ ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି l ଭୋର ୫ଟାରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛନ୍ତି। ଏଥିସହ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି…

ଶଟ୍‌ଡାଉନ୍‌ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ

ଗଞ୍ଜାମ,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ ଆରମ୍ଭ ହୋଇଛି l ବୁଧ, ଗୁରୁ ଓ ଶୁକ୍ରବାର ୩ଦିନ ଧରି ପ୍ରଶାସନ ପକ୍ଷରୁ…

ରାତ୍ର କର୍ଫ୍ୟୁ ବେଳେ ଆନ୍ତଃରାଜ୍ୟ ବସ୍‌କୁ ଅଟକାଅ ନାହିଁ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩ା୬(ପି.ଟି.): ସାରା ଦେଶରେ ଅନ୍‌ଲକ୍‌ ୧ ଆରମ୍ଭ ହେବା ସହ ଲକ୍‌ଡାଉନ ବେଳର ଅଧିକାଂଶ କଟକଣା କୋହଳ କରାଯାଇଛି। ରାତ୍ରକାଳୀନ କର୍ଫ୍ୟୁକୁ ରାତି ୯ଟାରୁ ସକାଳ ୫ଟା ମଧ୍ୟରେ ସୀମିତ କରାଯାଇଛି। ଏହି ସମୟରେ ଜାତୀୟ ତଥା ରାଜ୍ୟ ରାଜପଥରେ ଯାତ୍ରୀ…

୧୬, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୩ା୬: ଭାରତରେ ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ବିଶ୍ୱରେ ବ୍ରିଟେନକୁ ଟପି ଚଚୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ସ୍ଥିତି ସୁଧାରିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ଆଗାମୀ ୧୬…

ପୁଣି ରିଲିଜ ହେବ ‘ଗୁଡ୍‌ ନ୍ୟୁଜ୍‌’ ଓ ‘ଡ୍ରିମ୍‌ ଗର୍ଲ’

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କଥା କ’ଣ କି, ଅକ୍ଷୟ କୁମାର ଏବଂ ତାଙ୍କ ସାଥୀ କଳାକାର କରୀନା କପୁର, ଦିଲଜିତ ଦୋସାଞ୍ଜ ଏବଂ କିଆରା ଆଡଭାଣୀଙ୍କ କମେଡି…

ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଦିଲ୍ଲୀ ମେଡିକାଲ ଓ୍ବାର୍ଡଗୁଡ଼ିକର ଦୟନୀୟ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ଦିଲ୍ଲୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ପ୍ରାଣୀଙ୍କ ଠାରୁ ହୀନ ବ୍ୟବହାର କରାଯାଉଛି। ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ଲବି ଓ ପ୍ରତୀକ୍ଷାଞ୍ଚଳରେ…

ପୋଷ୍ଟ ଅଫିସରେ ବିକ୍ରିହେବ ହ୍ୟାଣ୍ଡ ସାନିଟାଇଜର

ଲକ୍ଷ୍ନୌ: ମହାମାରୀ କରୋନା ଆତଙ୍କ ସୃଷ୍ଟିକରିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ କରୋନାଠାରୁ ଦୂରେଇ ରଖିବା ଲାଗି ଆବଶ୍ୟକ ହେଉଥିବା ଜିନିଷ ଯୋଗାଇଦେବା ଏବେ ପ୍ରଧାନ କର୍ତ୍ତବ୍ୟ ହୋଇଛି। ଏହାକୁ ଗୁରୁତ୍ୱଦେଇ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ଏକ ନୂତନ…

କରୋନା ମଲ୍‌

ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍‌ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍‌ କଭର ଆଦି ସମସ୍ତ କରୋନା ସମ୍ପର୍କିତ ଜିନିଷ ଗୋଟିଏ ଛାତ ତଳେ ମିଳୁଛି। ଏଠାକୁ ଲୋକଙ୍କ…

ଯୁଦ୍ଧବେଳେ ସୈନ୍ୟଙ୍କୁ ଅସନ୍ତୁଷ୍ଟ କର ନାହିଁ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଯୁଦ୍ଧ ବେଳେ ସୈନ୍ୟଙ୍କୁ ଅସନ୍ତୁଷ୍ଟ ରଖାଯାଇପାରିବ ନାହିଁ। କରୋନା ବିରୋଧୀ ଲଢ଼େଇରେ ସାମିଲ ଡାକ୍ତରଙ୍କୁ ବେତନ ପ୍ରଦାନରେ ବିଳମ୍ବ କରାଯିବା ଉଚିତ ନୁହେଁ। ତୁରନ୍ତ ଅର୍ଥ ଯୋଗାଡ଼ କରି ସେମାନଙ୍କ ସମସ୍ୟା ଦୂର କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri