ହାତ ଧରିବାର ଅନ୍ଦାଜରୁ ମାପନ୍ତୁ ସାଥୀଙ୍କ ଭଲପାଇବାର ଗଭୀରତାକୁ

ସର୍ବସାଧାରଣରେ ହାତ ଧରିବା ଅନ୍ଦାଜରୁ ଜଣାପଡ଼ିଥାଏ ପ୍ରେମୀଯୁଗଳଙ୍କ ସମ୍ପର୍କର ଗଭୀରତା ବିଷୟରେ। କଥାଟି ଅଖାଡୁଆ ଲାଗିପାରୁଥାଏ ହେଲେ ସତ। ରାସ୍ତାରେ ଚାଲୁଥିବା ସମୟରେ ହେଉ କି ସମସ୍ତଙ୍କ ସମ୍ମୁଖରେ ଆପଣଙ୍କ ପାର୍ଟନର କିଭଳି ଢ଼ଙ୍ଗରେ ଆପଣଙ୍କ ହାତ ଧରୁଛନ୍ତି ସେଥିରୁ ତାଙ୍କ ଭଲପାଇବାର ଗଭୀରତା ବିଷୟରେ ଜଣାପଡିଥାଏ। କାରଣ ଯେତେବେଳେ ଜଣେ ବ୍ୟକ୍ତି ନିଜର ଭାବନାକୁ ପ୍ରକାଶ କରିପାରେ ନାହିଁ ସେତେବେଳେ ଶରୀରର ଅଙ୍ଗଭଙ୍ଗୀ ଦ୍ୱାରା ପ୍ରକାଶ କରିଥାଏ। ଏନେଇ ମନସ୍ତତ୍ତ୍ୱବିତ୍‌ ରାଧିକା ଦାମନଙ୍କ କହିବା କଥା ଉଭୟ କପୁଲ ପରସ୍ପର ଭିତରେ କିଭଳି ବଣ୍ଡିଂ ଶେୟାର କରୁଛନ୍ତି ତାହା ହାତ ଧରିବା ଶୈଳୀରୁ ଜଣାପଡ଼ିଯିବ। ଯଦିଓ ହାତ ଧରିବା ଏକ ସରଳ ଅଙ୍ଗଭଙ୍ଗୀ। କିନ୍ତୁ ଏହା ପାର୍ଟନର ଚିନ୍ତାଧାରା ଓ ଭାବନାକୁ ପରିପ୍ରକାଶ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।


* ଯଦି ଜଣକର ହାତ ଉପରେ ଅନ୍ୟଜଣକର ରହିଛି, ତେବେ ସେହି ସମ୍ପର୍କ ଖୁବ୍‌ ଶକ୍ତିଶାଳୀ ବୋଲି ସୂଚାଇଥାଏ। ଏଥିସହ ଆପଣଙ୍କ ସାଥୀ ଆପଣଙ୍କ ପାଇଁ ଖୁବ ରକ୍ଷଣଶୀଳ ବା ପ୍ରତିରକ୍ଷାକାରୀ ବୋଲି ଜଣାଯାଏ।


* ଯଦି ଆପଣଙ୍କ ସାଥୀ ଆପଣଙ୍କ ଆଙ୍ଗୁଠି ମଧ୍ୟରେ ନିଜ ଆଙ୍ଗୁଠିକୁ ଇଣ୍ଟରଲକ୍‌ କରୁଛନ୍ତି। ତେବେ ଏହା ଦର୍ଶାଉଛି ଯେ, ଆପଣ ଦୁହିଁଙ୍କର ସମ୍ପର୍କ ଦୃଢ଼ ଓ ଗଭୀର। ଏଥିରୁ ଆପଣଙ୍କ ମଧ୍ୟରେ ଥିବା ଗଭୀର ଭଲପାଇବାକୁ ଦର୍ଶାଇଥାଏ।


*ସେହିପରି ଯଦି ସମସ୍ତ ଆଙ୍ଗୁଳିଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥାନ୍ତି ତେବେ ଏହା ଦର୍ଶାଇଥାଏ ଯେ, ଆପଣ ଖୁବ ରାଗୀ ଓ ଜିଦ୍ଦି। ସବୁବେଳେ ଆପଣଙ୍କ ପାର୍ଟନର ଆପଣଙ୍କ କଥା ଶୁଣନ୍ତୁ ବୋଲି ଇଛା କରିଥଶନ୍ତି। ହାତ ଧରିବାର ଏଭଳି ଶୈଳୀ ଆପଣଙ୍କ ସମ୍ପର୍କର ନିବିଡ଼ଡା ଓ ଆବଶ୍ୟକତାକୁ ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri