Home

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଜୁଲାଇ ୨୧ରେ ଆସିଥିଲା। ବୋଲସୋନାରୋ କରୋନା…

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ କୌଣସି ରାଜନୈତିକ ଦଳ ସହ ଜଡିତ ନାହଁାନ୍ତି। ପଡିଆରେ ‘ମିଡଫିଲ୍ଡ ଜେନେରାଲ’ ଭାବରେ ଜଣାଶୁଣା…

୫୫ ଖବରଦାତାଙ୍କ ନମୁନା ନେଗେଟିଭ୍‌

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ବୁଧବାର ୫୫ ଜଣ ଖବରଦାତାଙ୍କ ନମୁନା ପରୀକ୍ଷା ହୋଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ବିଏମ୍‌ସି ସୂଚନା ଦେଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ କାର୍ଯ୍ୟରତ ଖବରଦାତାମାନେ କେତେ…

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କରୋନା ମହାମାରୀ ସମୟରେ ମଧ୍ୟ ରେଡ୍ଡୀ ରୋଗୀଙ୍କ ଚିକିତ୍ସା ଜାରି ରଖିଥିଲେ। ଜୁନ…

ଦେହରେ ପିପିଇ କିଟ୍‌, ହାତ ପାଦ ଖୋଲା

କଟକ ଅଫିସ,୨୩ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଂକ୍ରମଣକୁ ରୋକିବା ଓ ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ବର୍ତ୍ତମାନ ସହରର ପୁରୁଣା ରାଉସପାଟଣା, ପ୍ରତାପନଗରୀ, ପରିଡ଼ାସାହି ଶଙ୍କରପୁର ଓ ଖଟ୍‌ବିନ୍‌ ସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ…

ଅସହଯୋଗରୁ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ ନମୁନା ସଂଗ୍ରହ ଓ ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହେଲେ ଅନେକ କ୍ଷେତ୍ରରେ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ କିମ୍ବା କୋଭିଡ୍‌ କେୟାର ସେଣ୍ଟର ନେବାରେ ଭୁବନେଶ୍ୱର ମହାନଗର…

ଏଥର ରକ୍ଷାବନ୍ଧନରେ ଚାଇନା ବନାମ ମୋଦି ରାକ୍ଷୀ

ନୂଆଦିଲ୍ଲୀ,୨୩।୭:ଚାଇନା ସାମଗ୍ରୀ ବର୍ଜନ ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ନେତୃତ୍ୱରେ ଗତ ଜୁନ ୧୦ରୁ ଚାଇନା ଉତ୍ପାଦ ବୟକଟ୍‌ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଦୃଢ ସମର୍ଥନ…

ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲଭ୍‌ଲୀ ପ୍ରଥମ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଜାତୀୟ ସ୍ତରର ପତ୍ରିକା କମ୍ପିଟିଶନ୍‌ ସକ୍‌ସେସ୍‌ ରିଭିୟୁ ପକ୍ଷରୁ ଗତ ମାର୍ଚ୍ଚରେ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ଝିଅ ଲଭ୍‌ଲୀ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଦ୍ୱାଦଶ…

ସ୍ମାର୍ଟଫୋନ୍‌ ଡାଟାରୁ ଜାଣିହେବ ବ୍ୟକ୍ତିତ୍ୱ

ମୁନିକ: ସମାଜରେ ବିଭିନ୍ନ ପ୍ରକାରର ଲୋକ ବାସ କରିଥାନ୍ତି। ପୁଣି ଜଣଙ୍କର ବ୍ୟକ୍ତିତ୍ୱ ଅନ୍ୟଠାରୁ ଅଲଗା ହୋଇଥାଏ। କାହାର କାହାର ବ୍ୟକ୍ତିତ୍ୱ ଜାଣିବା ପାଇଁ ଗବେଷକ ଦୀର୍ଘ ଅଧ୍ୟୟନ ମଧ୍ୟ କରିଥାନ୍ତି। ତେବେ ଏଣିକି ବ୍ୟକ୍ତିତ୍ୱ ଜାଣିବା ଲାଗି ଅଧିକ ସମୟ…

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ ଓ୍ବେନଡେଭର ନିକଟବର୍ତ୍ତୀ ଓ୍ବେଲଓ୍ବିକ୍‌ ଫାର୍ମରୁ ଏକ ପୁରୁଣା କଙ୍କାଳ ଠଶବ କରାଯାଇଛି। ମିଳିଥିବା ଲୌହଯୁଗର…

ପୁରୀ ଉପକୂଳରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ କମୁଛି

ପୁରୀ ଅଫିସ,୨୩ା୭: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ଅନିୟମିତତା ଦ୍ୱାରା ବହୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ବିଶେଷକରି ଏହାଦ୍ୱାରା ପୁରୀ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି। ଅନିୟମିତ ପାଣିପାଗ ଯୋଗୁ ଅଧିକାଂଶ ଅଣ୍ଡା…

ପିଲାଙ୍କୁ ମନସ୍ତାତ୍ତ୍ୱିକ ସହାୟତା ପାଇଁ ‘ମନୋଦର୍ପଣ’

ନୂଆଦିଲ୍ଲୀ,୨୩ା୭: ଛାତ୍ରୀଛାତ୍ରଙ୍କୁ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଓ ମନସ୍ତାତ୍ତ୍ୱିକ-ସାମାଜିକ ସହାୟତା ଯୋଗାଇଦେବା ଲାଗି ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ମନୋଦର୍ପଣ ନାମରେ ଓ୍ବେବ୍‌ସାଇଟ୍‌ ଆରମ୍ଭ ହୋଇଛି। ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟର ପିଲା ମନସ୍ତାତ୍ତ୍ୱିକ ସହାୟତା ପାଇଁ ନିଃଶୁଳ୍କ ହେଲ୍ପଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?