Home

ତେଜିଲା ଟ୍ରକ ସଂଘ ବିବାଦ, ଅଟକିଲା ଶହେରୁ ଅଧିକ ଟ୍ରକ

କେନ୍ଦୁଝର, ୨୩ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାରୁ ପାରଦୀପକୁ ଲୁହାପଥର ପରିବହନକୁ ନେଇ କେନ୍ଦୁଝର ଓ ପାରାଦୀପ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଛି। କେନ୍ଦୁଝର ଜିଲାରୁ ଲୁହାପଥର ନେଇ ଯାଉଥିବା ଟ୍ରକ ଗୁଡିକୁ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା…

ଅମ୍ଫନ ଉଜାଡିଛି ଧାନ କ୍ଷେତ

ରେମୁଣା, ୨୩।୩(ଡି.ଏନ.ଏ.)-ବାତ୍ୟା ପ୍ରଭାବରେ ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତର ୩୦ଏକର ଚାଷ ଜମି ଉଜୁଡ଼ିଯାଇଛି। ଶନିବାର କୃଷି ଅଧିକାରିଣୀ କ୍ଷମାମୟୀ ଦାସ, ଆର୍‌ଆଇ ମଦନମୋହନ ଲେଙ୍କା, ସହକାରୀ ଆର୍‌ଆଇ ସୋମନାଥ ସିଂ ଏବଂ ତୁଣ୍ଡୁରା ସରପଞ୍ଚ ଅଜୟ କୁମାର ବାରିକ ଚାଷଜମି…

କଚ୍ଚା ଘର ଭୁଶୁଡ଼ି ବୃଦ୍ଧ ଗୁରୁତର

କେନ୍ଦୁଝର, ୨୩ା୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ୧୫ନମ୍ବର ୱାର୍ଡ ଅନ୍ତର୍ଗତ ମାଧପୁର କୃଷି ବିଭାଗ ଫାର୍ମ ପୋଖରୀ ନିକଟରେ ଥିବା ଏକ କଚ୍ଚା ଘର ଭୁଶୁଡି ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ବାତ୍ୟା ଅମ୍ଫନ୍‌ ପ୍ରଭାବରେ ୨ଦିନ ତଳେ କେନ୍ଦୁଝରରେ ଅବିଶ୍ରାନ୍ତ ବର୍ଷା…

ସବୁଠୁ ତତଲା ଟିଟିଲାଗଡ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪୩.୮ ଡିଗ୍ରୀ, ଭବାନୀପାଟଣାରେ ୪୪.୨ଡିଗ୍ରୀ, ବଲାଙ୍ଗୀରରେ ୪୩.୫ଡିଗ୍ରୀ, ମାଲକାନଗିରିରେ…

ବାଲିଆପାଳ ଅଞ୍ଚଳରେ ବ୍ୟାପକ କ୍ଷତି

ବାଲିଆପାଳ, ୨୩।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ ପ୍ରଭାବରେ ବାଲିଆପାଳ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଛାଡ଼ିଯାଇଛି ମାତ୍ର ତାର ପ୍ରଭାବରେ ଚାଷୀ ଏବଂ ଗରିବ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଶହ ଶହ ଏକରରେ ହୋଇଥିବା ରବିଧାନ ପାଣିରେ ଭାସୁଛି। ସେହିପରି ସମୁଦ୍ରକୂଳିଆ ଗାଁଗୁଡ଼ିକରେ…

ପୃଥିବୀକୁ ଫେରିଲେ କି ଖଳନାୟକ ଭେନମ୍‌, ଭିଡିଓ ଭାଇରାଲ

ପ୍ରଯୋଜକ ସଂସ୍ଥା ମାର୍ବଲରେ ଅନେକ ସୁପରହିଟ୍‌ ଫିଲ୍ମ ଅଛି, ଯେଉଁଥିରେ ଭେନମ୍‌ ନାମକ ଏକ ଖଳନାୟକ ଚରିତ୍ର ଥିଲା। ଯାହା ଦେଖିବାକୁ କଳା ଏବଂ ବଡ଼ ବଡ଼ ଦାନ୍ତ ଥିଲା। ଏହାକୁ ମାରିଲେ କିମ୍ବା ବ୍ଲେଡ୍‌ରେ କାଟିଲେ ବି କୌଣସିଥିରେ ମରୁ…

ଉଦ୍ଧାର କାର୍ଯ୍ୟ ଓ ରିଲିଫ ପାଇଁ ପଶ୍ଚିମବଙ୍ଗ ଯିବେ ୩୦୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ବାତ୍ୟା ଅମ୍ଫନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ। ଉଦ୍ଧାର କାର୍ଯ୍ୟ ଓ ରିଲିଫ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ ଓଡ୍ରାଫ ଟିମ ସହ ୫୦୦ ଜଣ କର୍ମଚାରୀ ଶୁକ୍ରବାର ରାତିରୁ ପଶ୍ଚିମବଙ୍ଗ ଅଭିମୁଖେ ଗ୍ରସ୍ତ…

୮୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌

ଚୌଦ୍ୱାର,୨୩ା୫(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ ଆଉ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପ୍ରବାସୀଙ୍କୁ ନେଇ କଟକ ଜିଲା ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଭଦ୍ରକ ଆସିଥିବା ଏହି ଗାଡ଼ିରେ ନିର୍ଗୁଣ୍ଡି ଠାରେ କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା, ପୁରୀ,ଗଞ୍ଜାମ, ଅନୁଗୋଳ…

ଆଇସିସି ଗାଇଡ୍‌ ଲାଇନ୍‌ ପାଳନ କରିବା ସହଜ ନୁହେଁ: ବ୍ରେଟ୍‌ ଲି

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଗାଇଡ୍‌ଲାଇନ୍‌ ତଥା ନିର୍ଦ୍ଦେଶନାମା ପାଳନ କରିବା ସହଜ ନୁହେଁ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି। ବଲରେ ଲାଳ ଲଗାଇବାକୁ ଆଇସିସି ବାରଣ…

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ଆମେରିକାର ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ପଛରେ ପକାଇଛନ୍ତି।…

ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି

ମୁମ୍ବାଇ, ୨୩।୫: କରୋନା ଭାଇରସ୍‌ ଲକଡାଉନ୍‌ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ ବୋଲରମାନଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ତରଫରୁ…

ବିଶ୍ୱକପ୍‌ ପରେ ଆଇପିଏଲ୍‌ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର

ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍‌ର ଭୂମିକା ଥିବା ସେ କହିଛନ୍ତି। ବିଶ୍ୱକପ୍‌ ପରେ ଆଇପିଏଲ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ। ଚଳିତବର୍ଷ ଆଇପିଏଲ୍‌ ଖେଳିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri