Home

ଶୋଇବା ବେଳେ ଜିନ୍ସରେ ପଶିଗଲା ସାପ: ୭ ଘଣ୍ଟା କାଳ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଲେ ଏହି ବ୍ୟକ୍ତି, ଆଉ ତା’ ପରେ..

ସାପ ସହ ୭ଘଣ୍ଟା। କଥାଟି ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ପିନ୍ଧିଥିବା ଜିନ୍ସରେ ପଶିଥିବା ସାପକୁ ନେଇ ଉତ୍ତରପ୍ରଦେଶ ମିର୍ଜାପୁର ଜିଲା ସିକନ୍ଦରପୁର ଗ୍ରାମର ଜଣେ ବ୍ୟକ୍ତି ରାତି ତମାମ ଏକ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଥିଲେ। ଏହା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୭ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୧୮ ହଜାର ଟପିଲା

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୩୦୭ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡ଼ରୁ ୩୫, ଝାରସୁଗୁଡ଼ାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮,…

ଭାରତ ଆସୁଛି ରାଫାଲ: ବାୟୁରେ ଭରାଯାଉଛି ଇନ୍ଧନ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୨୮।୭: ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫାଲ ଯୁଦ୍ଧବିମାନ। ପ୍ରାୟ ୭ ହଜାର କିଲୋମିଟର ପାର କରିବା ପରେ ବୁଧବାର ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ। ଏହାର ଅବ୍ୟବହିତ ପୂର୍ବରୁ ବାୟୁରେ ଇନ୍ଧନ ଭରିବାର…

ଆଇଏଏସ୍‌ ପରିଚୟ ଦେଇ ପୋଲିସ କନ୍‌ଷ୍ଟେବଳଙ୍କୁ ପିଟିଲେ, ଆଉ ଧରାପଡ଼ିବା ପରେ

ରାଜସ୍ଥାନର ଭରତପୁର ଅଞ୍ଚଳରୁ ପୋଲିସ ଜଣେ ଠକଙ୍କୁ ପୋଲିସ ଗିରଫ କରିଛି। ସେ ବି ଏମିତି ଯେ, ନିଜକୁ ଆଇଏଏସ୍‌ ଅଫିସର ବୋଲି କହୁଥିଲେ। ବ୍ୟକ୍ତିଜଣଙ୍କ ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଥିଲେ। ଥାନାରେ ପହଞ୍ଚି ପୋଲିସ କର୍ମଚାରୀମାନଙ୍କୁ ଧମକଚମକ ଦେଉଥିଲେ।…

ଏବେ ସୁଶାନ୍ତଙ୍କ ବାପାଙ୍କ ସହ ସମୟ କାଟୁଛି ‘ଫଡ୍ଜ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ପ୍ରଶଂସକମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏଭଳି ସ୍ଥିତିରେ ସୁଶାନ୍ତଙ୍କୁ ସବୁଠାରୁ ପ୍ରିୟ ଥିବା ପୋଷାକୁକୁର ‘ଫଡ୍ଜ’କୁ ଛଡ଼ା ଯାଇ ନ ପାରେ। ସୁଶାନ୍ତଙ୍କ ସହ ଅଧିକ…

ରିୟା ଚର୍କବର୍ତ୍ତୀଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା; ଦାୟର କଲେ ଏତଲା

ବମ୍ବେ: ଦିନକୁ ଦିନ ନୂଆ ମୋଡ଼ ନେଉଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଏବେ କଥିତ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ବାପା କେ.କେ ସିଂହ ପାଟଣାର ରାଜୀବନଗର ଥାନାରେ ଏତଲା ଦାୟର କରିଛନ୍ତି। ରିୟା…

କନ୍ଧମାଳ ୧୦ ଦିନ ଲକ୍‌ଡାଉନ୍‌: ଜାଣନ୍ତୁ..

ଫୁଲବାଣୀ ଅଫିସ,୨୮।୭: କନ୍ଧମାଳ ଜିଲାକୁ ୧୦ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୨୯ ତାରିଖ ସକାଳ ୫ଟାରୁ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯିବାକୁ ଜିଲାପାଳ ମଙ୍ଗଳବାର ଘୋଷଣା କରିଛନ୍ତି।ଏହି ଦିନଗୁଡ଼ିକରେ ସକାଳ ୭ରୁ ଦିନ ୧ଟା ଯାଏ ରାସନ୍‌,…

ବଡ଼ତେଲେନପାଲିରେ ପହ୍ଲାରୁଆ ବେଳେ ବଜ୍ରପାତ: ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୮।୭- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଡତେଲେନ୍‌ପାଲି ଗାଁରେ ମଙ୍ଗଳବାର ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିି ହୋଇଛନ୍ତି। ବଡତେଲେନପାଲି ଗାଁର…

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ସଞ୍ଚାର କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବିହାର ବନ୍ୟାରେ ପୁଅଙ୍କ ସହ ଜୀବିକା ହରାଇଥିଲେ ଭୋଳା, ଜାଣିବା ପରେ ସୋନୁ କଲେ ଏମିତି

ବମ୍ବେ: ଅଭିନେତା ସୋନୁ ସୁଡ। କରୋନା କାଳରେ କୌଣସି ଭଗବାନଙ୍କଠାରୁ କମ୍‌ ନୁହନ୍ତି। କାରଣ ଭଗବାନ ହୁଏତ ଡେରିରେ ଶୁଣନ୍ତି, ହେଲେ ସୋନୁଙ୍କୁ କିଛି କହିଲେ ତାହା ଶୀଘ୍ର ହୋଇଯାଏ। ସୋସିଆଲ ମିଡିଆରେ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ସୁପରମ୍ୟାନ୍‌ ଭାବେ…

ଡରାଇଲାଣି କରୋନା: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୧୫ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ୨୧୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୬୫ ଲୋକାଲ କେସ୍‌ ରହିଛନ୍ତି। ସେହିଭଳି ୧୩୦ଜଣ ସୁସ୍ଥ…

୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ ଶହଙ୍କ ଜୀବନ ମଧ୍ୟ ଯାଉଛି। ଇତିମଧ୍ୟରେ ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ କୁହାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?