ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍ କେସ୍ ରହିଥିବା ବେଳେ ୮ ହୋମ୍ କ୍ୱାରାଣ୍ଟାଇନ୍ କେସ୍ ରହିଛି। ଏହାଛଡ଼ା ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଅପରାହ୍ନରେ ଭୁବନେଶ୍ୱର…
ହାତୀଙ୍କ ପାଇଁ ଖୋଲାଗଲା ଜିମ୍, ଜାଣନ୍ତୁ କାହିଁକି
ହାତୀଙ୍କ ପାଇଁ ଜିମ୍ ବ୍ୟବସ୍ଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆପଣ ଭାବୁଥିବେ ବିଦେଶରେ ଏହି ବ୍ୟବସ୍ଥା ଉପଲବ୍ଧ ଥିବ। କିନ୍ତୁ ଏହା ଭୁଲ୍। ଭାରତରେ ହିଁ ହାତୀ ପାଇଁ ଜିମ୍ ବ୍ୟବସ୍ଥା କରାଯାଇଛି। ଉତ୍ତରାଖଣ୍ଡର ରାଜାଜି ଟାଇଗର୍ ରିଜର୍ଭରେ ହାତୀଙ୍କ…
ସୁଗନ୍ଧିତ ହେବ ରେଳଲାଇନ୍ ପାର୍ଶ୍ୱ: ଯାତ୍ରା ହେବ ମନୋରମ
ଲକ୍ଷ୍ନୌ, ୨।୭: ରେଳଯାତ୍ରାକୁ ମନୋରମ କରିବା ପାଇଁ ଉତ୍ତର-ପୂର୍ବ ରେଲଓ୍ବେ ଲକ୍ଷ୍ନୌ ଡିଭିଜନ ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଐଶବାଗ୍ଠାରୁ ମହ୍ଲୋର ପର୍ଯ୍ୟନ୍ତ ରେଳଲାଇନ୍ ପାର୍ଶ୍ୱରେ ଫୁଲଗଛ ଲଗାଯିବ। ଫଳରେ ରେଳଲାଇନ କଡ଼ରେ ପଡୁଥିବା ବର୍ଜ୍ୟ ଯୋଗୁ…
ଝାରସୁଗୁଡ଼ା ଟିପିଏସ୍ଏଲ୍ କାରଖାନାରେ ବ୍ଲାଷ୍ଟିଂ
ଝାରସୁଗୁଡା ଅଫିସ,୨।୭- ଝାରସୁଗୁଡା ଲହଣ୍ଡାବୁଡ଼ସ୍ଥିତ ଟିପିଏସ୍ଏଲ୍ କାରଖାନାର ଏକ ମେଶିନ ଗୁରୁବାର ବ୍ଲାଷ୍ଟ ହୋଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୭ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ବର୍ଣ୍ଣ…
‘ବେଲ୍ ବଟମ୍’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ
ବମ୍ବେ: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ କିଏ ବା ନ ଚାହାନ୍ତି। ଏବେ ଅଭିନେତ୍ରୀ ବାଣୀ କପୁରଙ୍କୁ ନାୟିକା ହେବାର ସୁଯୋଗ ମିଳିଛି। ସେ ଅକ୍ଷୟଙ୍କ ସହ ଫିଲ୍ମ ‘ବେଲ୍ ବଟମ୍’ରେ ନଜର ଆସିବେ। ନିଜେ ବାଣୀ…
ଦୂର ହେବ କରୋନା: ଦେଶର ପ୍ରଥମ ‘ପ୍ଲାଜମା ବ୍ୟାଙ୍କ’ର ଉଦ୍ଘାଟନ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଭଲ କାମ କରୁଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦେଶର ପ୍ରଥମ ‘ପ୍ଲାଜମା ବ୍ୟାଙ୍କ’ର ଉଦ୍ଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଭିଡିଓ କନ୍ଫରେନ୍ସିଂ ଜରିଆରେ ସେ…
କ୍ରିକେଟ ଜଗତକୁ ଝଟ୍କା, ୫୧ଟି ଶତକ ଲଗାଇଥିବା ମହାନ ବ୍ୟାଟ୍ସମ୍ୟାନଙ୍କ ପରଲୋକ
କ୍ରିକେଟ ଜଗତର ମହାନ ଖେଳାଳି ଓ୍ବେଷ୍ଟଇଣ୍ଡିଜର ସାର୍ ଏଭର୍ଟନ ଓ୍ବିକ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର ଗଡ୍ଫାଦର୍ ଭାବେ ଜଣାଶୁଣା ଓ୍ବିକ୍ସ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ସେ ୪୮ଟି…
ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଲା
ବରଗଡ଼ ଅଫିସ,୨ା୭: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଗୁରୁବାର ଅତାବିରାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୫୦ ବର୍ଷୀୟା ମହିଳା ବୋଲି…
ଏକଜୁଟ ହେଲେ ସୁଶାନ୍ତଙ୍କ ପ୍ରଶଂସକ: ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି
ବମ୍ବେ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ବିତିଲାଣି ପନ୍ଦର ଦିନରୁ ଅଧିକ ସମୟ। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ କରୁଛି ଯାଞ୍ଚ। ହେଲେ ସୁଶାନ୍ତଙ୍କ ପ୍ରଶଂସକ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଏପରିକି ସେମାନେ ପୋଲିସ ଦ୍ୱାରା ଯାଞ୍ଚ…
ଝଗଡା ସମୟରେ କେବେ ବି ପାର୍ଟନରଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ନହେଲେ ପଶ୍ଚାତାପ କରିବେ
ବିବାହ ପରେ, ଦମ୍ପତିଙ୍କ ମଧ୍ୟରେ ଟିକିଏ କଥାବାର୍ତ୍ତା ସମ୍ପର୍କ ଭାଙ୍ଗିବାର ଏକ ବଡ଼ କାରଣ ହୋଇଯାଏ। ଯଦିଓ ସମ୍ପର୍କରେ ମଧୁରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ ଭାଙ୍ଗିବା ଭୟରେ କିଛି କଥା ଲୁଚାଇ ରଖିବା ହିଁ ଶ୍ରେୟସ୍କର। -ବେଳେବେଳେ…
କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ
ମେକ୍ସିକୋ,୨।୭: କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ମେକ୍ସିକୋରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି।…
ବଜ୍ରପାତ ପୂର୍ବରୁ ସତର୍କ ସୂଚନା ଦେଉଛି ‘ଦାମିନୀ ଆପ୍’
ଲକ୍ଷ୍ନୌ, ୨।୭: ବଜ୍ରପାତ ଯୋଗୁ ପ୍ରତିବର୍ଷ ବହୁ ଧନଜୀବନ ହାନି ହୋଇଥାଏ। ତେବେ ଏଣିକି ବଜ୍ରପାତ ପୂର୍ବରୁ ସତର୍କ ସୂଚନା ସହଜରେ ମିଳିପାରୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‘ଦାମିନୀ ଆପ୍’ ବିକଶିତ କରାଯାଇଛି। ଏହାକୁ ଡାଉନ୍ଲୋଡ୍…
Archives


