ପୁଲଓ୍ବାମା ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ, ଜଣେ ଆତଙ୍କବାଦୀ ନିହତ
ପୁଲଓ୍ବାମା,୭।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଗୁସୁ ଗାଁରେ କିଛି ଆତଙ୍କବାଦୀ…
କୋଭିଡ୍ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ଧରାପଡ଼ିଲେ : ୨ ଦିନ ହେଲା ଫେରାର ଥିଲେ
ନବରଙ୍ଗପୁର,୭।୭ (ବି.ପ୍ର.): ନବରଙ୍ଗପୁରସ୍ଥିତ କୋଭିଡ ହସ୍ପିଟାଲରୁ ଗତ ୫ ତାରିଖରେ କାନ୍ଥ ଡେଇଁ ଫେରାର ହୋଇଥିବା କରୋନା ଆକ୍ରାନ୍ତଙ୍କୁ ୨ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଜିଲା ପୋଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ଧରିବା ପରେ ପୁଣିଥରେ ଉକ୍ତ କୋଭିଡ…
ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍: ଉପକୃତ ହେବେ ୧୦ ଲକ୍ଷ ବରିଷ୍ଠ ନାଗରିକ
ଭୁବନେଶ୍ୱର, ୭।୭(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ୍ଶୀଘ୍ର ଆକ୍ସନ ପ୍ଲାନ୍…
ଚାଇନାକୁ ପୁଣି ଝଟ୍କା: ଆପଲ ପ୍ଲେ ଷ୍ଟୋରରୁ ହଟିଲା ୪୫୦୦ ଗେମ୍ ଆପ୍
ନୂଆଦିଲ୍ଲୀ, ୭।୭: ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଚାଇନା ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଭାରତ ସରକାର ୫୯ ଚାଇନା ଆପ୍କୁ ବ୍ୟାନ୍ କରିଥିବା ବେଳେ ଏବେ ଆପଲ ପ୍ଲେ ଷ୍ଟୋରରୁ ୪୫୦୦ ଚାଇନା ଗେମ୍…
ଭାରତ ପରେ ଏବେ ଏହି ଦେଶରେ ଟିକ୍ଟକ୍ ସମେତ ୫୯ ଚାଇନା ଆପ୍ ଉପରେ ଲାଗିପାରେ ପ୍ରତିବନ୍ଧକ: ସଙ୍କେତ ଦେଲେ ବର୍ହିବ୍ୟାପାର ମନ୍ତ୍ରୀ
ଓ୍ବାଶିଂଟନ,୭।୭: ଭାରତ ସରକାରଙ୍କ ଦ୍ୱାରା ଟିକ୍ଟକ୍ ସହିତ ୫୯ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ସାରା ବିଶ୍ୱରେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ମାଇକ୍ ପୋମ୍ପିଓ ମଙ୍ଗଳବାର ଏନେଇ…
ବଲିଉଡ୍କୁ ଆଉ ଏକ ଝଟ୍କା: ପ୍ରାଣ ହରାଇଲେ ଫିଲ୍ମ ନିର୍ମାତା ହରିଶ ଶାହ
ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ଯେପରି ଅଶୁଭ ବର୍ଷ। ଜଣେ ପରେ ଜଣେ ବଲିଉଡ୍ କଳାକାର, ନିର୍ମାତା, ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟୁଛି। ବୁଧବାର ବଲିଉଡ୍କୁ ଆଉ ଏକ ଝଟ୍କା ଲାଗିଛି। ୭୬ ବର୍ଷରେ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହାଙ୍କ…
କୋଭିଡ୍ ନିୟମ ନ ମାନିଲେ ମାସେ ଦୋକାନ ବନ୍ଦ
ଛତ୍ରପୁର, ୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସାମାଜିଜ ଦୂରତା, ମାସ୍କ ପିନ୍ଧିବା ଏବଂ କୋଭିଡ ନିୟମ ମାନିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ଯେଉଁମାନେ କରୋନା ନିୟମ ନ ମାନି ଦୋକାନ ଖୋଲିବେ…
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରୋନା ସଂକ୍ରମଣ
ପାଟନା, ୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ କରୋନା ସଂକ୍ରମଣ ହୋଇଛି। ନୀତୀଶଙ୍କ ପୁତୁରାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କୁ ଚିକିତ୍ସା ଲାଗି ପାଟନା ଏମ୍ସ୍ରେ ଭର୍ତ୍ତି କରାଯାଇଛି। ନୀତୀଶଙ୍କ ଘରର ସମସ୍ତ ସଦସ୍ୟଙ୍କୁ ହୋମ୍…
୭୦ ବର୍ଷରେ ଜଣେ ଲେଖିକାଙ୍କୁ ପ୍ରେମ କରି ବିବାହ କରିଥିଲେ ଏହି ମୁଖ୍ୟମନ୍ତ୍ରୀ
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖମନ୍ତ୍ରୀ ଏନ୍ଟି ରାମାରାଓ ଜୀବନୀ ବେଶ୍ ରୋଚକ ଥିଲା। ୨୮ ୧୯୨୩ରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିବା ଏନଟି ରାମା ରାଓ ୧୯୪୯ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ଏବଂ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଥିଲେ। ଧୀରେ ଧୀରେ…
ମା’ ପେଟରୁ ଏମିତି କିଛି ଧରି ବାହାରିଲେ ନବଜାତକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ ପଡ଼ିଛି। ଏହି ସମୟରେ ଭିଲତ୍ନାମାର ଏକ ନବଜାତ ଶିଶୁପୁତ୍ର ଲୋକଙ୍କୁ କିଛିଟା ହସିବାକୁ ବାଧ୍ୟ କରିଛି। ଭିଏତନାମାର ହାଇ ଫୋଙ୍ଗ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ହୋଇଛନ୍ତି। ଶିଶୁଟି ମା’ ଗର୍ଭରୁ…
ପିଓକେରେ ଚାଇନା-ପାକିସ୍ତାନ ବିରୋଧରେ ପ୍ରଦର୍ଶନ
ଇସଲାମାବାଦ୍, ୭।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ନୀଲମ୍ ଏବଂ ଝେଲମ୍ ନଦୀ ଉପରେ ଚାଇନା କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ଜଳବିଦ୍ୟୁତ୍ ଯୋଜନାକୁ ଲୋକେ ବିରୋଧ କରିଛନ୍ତି। ଏନେଇ ପ୍ରଦର୍ଶନ ଜାରି ରହିଛି।…
ଚାଇନାକୁ ଦେବୁ କଡା ଜବାବ: ସୀମାରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ
ନୂଆଦିଲ୍ଲୀ,୭।୭: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ଖରାପ ହେବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଭାରତୀୟ ସେନା ମଧ୍ୟ ସବୁ ଦୃଷ୍ଟିରୁ ନିଜକୁ ପ୍ରସ୍ତୁତ କରି ରଖିଲାଣି। ସୋମବାର…
Archives


