Home

ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କଲେ କୁଳଭୂଷଣ ଯାଦବ

ଇସ୍‌ଲାମାବାଦ,୮।୭: ଭାରତର ଗୁପ୍ତଚର ଅଭିଯୋଗରେ ପାକିସ୍ତାନରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଛନ୍ତି। ତେବେ କୁଳଭୂଷଣଙ୍କ ମାମଲାରେ ପାକିସ୍ତାନ ଭାରତକୁ ଦ୍ବିତୀୟ ଥର କନ୍ସୁଲାର୍‌ ଆକ୍ସେସ ଦେବାକୁ ପ୍ରସ୍ତାବ ଦେଇଛି।…

ଡ୍ୟୁଟିରେ ଥିଲେ ନର୍ସ: ଛୁରୀ ଭୁଷି ହତ୍ୟାକଲେ ସ୍ବାମୀ

କଟକ ଅଫିସ,୮।୭- କଟକ ଜିଲା ନିଆଳିରେ ଜଣେ ନର୍ସ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେତାଙ୍କୁ ହତ୍ୟା କରାଯାଇଛି। ନର୍ସଙ୍କ ସ୍ବାମୀ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ନିଆଳି ଅଞ୍ଚଳରେ ଥିବା ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)…

ସିର୍ଲାରେ ମାଓବାଦୀ-ପୋଲିସ ମୁହାଁମୁହିଁ ପରେ ହାଇଆଲର୍ଟ

ଦାରିଙ୍ଗବାଡ଼ି,୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଳାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉକ୍ତ ଦିନ ପୋଲିସ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ପୁଣି…

କୋରାପୁଟରେ ଆଜି ୬ ପଜିଟିଭ୍‌ ଚିହ୍ନଟ, ଘରୋଇ ଟିଉସନ ବନ୍ଦ କଲେ ଜିଲାପାଳ

କୋରାପୁଟ,୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରୁ , ୨ ଜଣ ଘରୋଇ କ୍ୱାରାଣ୍ଟାଇନ୍‌ରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…

ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ ନୂତନ ନିଯୁକ୍ତି, ଠିକା ନିଯୁକ୍ତି ବନ୍ଦ ରହିବ ବୋଲି କୁହାଯାଇଥିଲା। ଏନେଇ ପ୍ରତିବାଦ କରାଯିବା…

ମାଲକାନଗିରିରେ ଆଉ ୩ କରୋନା ପଜିଟିଭ୍‌: ସିଲ୍‌ ହେଲା ଡାକ୍ତରଖାନା

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ବୁଧବାର ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ଏହାକୁ ସିଲ୍‌ କରି ଦିଆଯାଇଛି। କିନ୍ତୁ ଜରୁରିକାଳୀନ ଓପିଡି ଖୋଲା ରଖାଯାଇଥିବା ବେଳେ ଓପିଡି…

ଏହି ଦେଶରେ ୧ ଜିବି ଡାଟା ପାଇଁ ଦେବାକୁ ପଡେ ୨୦୫୩ ଟଙ୍କା

ବିଶ୍ୱର ସବୁଠାରୁ ଶସ୍ତା ମୋବାଇଲ ଡାଟା ଭାରତରେ ମିଳୁଛି। ଅର୍ଥାତ ମୋବାଇଲ ଇଣ୍ଟରନେଟ ବ୍ୟବହାର ଲାଗି ଲୋକଙ୍କୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଭାରତରେ ୧ ଜିବି ଡାଟାର ହାରାହାରି ମୂଲ୍ୟ ୦.୦୯ ଡଲାର(୬.୭୫ ଟଙ୍କା) ରହିଛି ବୋଲି ନିକଟରେ…

ପିପିଇ କିଟ୍‌ ପିନ୍ଧି ପାନ ବିକୁଛନ୍ତି ଏହି ବ୍ୟକ୍ତି

ବନାରସ ପାନ ସବୁଆଡେ ଲୋକପ୍ରିୟ। ତେବେ କରୋନା ଭାଇରସ ଯୋଗୁ ଏଠାରେ ଜଣେ ପାନ ଦୋକାନୀ ପିପିଇ କିଟ୍‌ ପିନ୍ଧି ପାନ ବିକ୍ରି କରୁଛନ୍ତି। ସେ ହେଲେ ରାହୁଲ ଚୌରସିୟା। ଲଙ୍କା ଅଶୀ ମାର୍ଗ ରବୀନ୍ଦ୍ରପୁରୀ ଅଞ୍ଚଳରେ ତାଙ୍କର ପାନ ଦୋକାନ।…

ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ: ଚିହ୍ନଟ ହେଲେ ଆଉ ୪୬ ସଂକ୍ରମିତ; ମୋଟ ଆକ୍ରାନ୍ତ ସଂଖ୍ୟା ୫ଶହ ଟପିଲା

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୪ ଲୋକାଲ୍‌ କେସ୍‌ ରହିଛି। ଏନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ନୂଆ…

ଭାଇରସ୍‌ ନଷ୍ଟ ହେଲେ ମାତ୍ର ଦେଢ଼ ଦିନରେ ଧ୍ୱଂସ ପାଇଯିବ ପୃଥିବୀ!

ଭାଇରସ୍‌ ବା ଭୂତାଣୁ ଜୀବଜଗତ ପାଇଁ ଯେତିକି ହାନିକାରକ ସେତିକି ଲାଭଦାୟକ ମଧ୍ୟ। ଭାଇରସ ବିନା ପୃଥିବୀରେ ଜୀବନ ଧାରଣ ଅସମ୍ଭବ। ଯଦି ଅଚାନକ ପୃଥିବୀରୁ ସମସ୍ତ ଭାଇରସ୍‌ ନଷ୍ଟ ହୋଇଯିବ ତେବେ ପୃଥିବୀରୁ ସମସ୍ତ ଜୀବ ମରିବା ପାଇଁ ମାତ୍ର…

ପୁଅ ବେଶରେ କ୍ରିକେଟ ଏକାଡେମୀରେ ପ୍ରବେଶ କରିଥିଲେ ଏହି ମହିଳା କ୍ରିକେଟର୍‌

ଚଳିତବର୍ଷ ଟି -୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଷ୍ଟାର ଶେଫାଳି ସଫଳତା ଅର୍ଜନ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଏହି ଖେଳାଳି ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ବଡ଼ ଦଳର ବୋଲରମାନଙ୍କୁ ଧୂଳି ଚଟାଇ ଦେଇଥିଲେ। ଶେଫାଳି ୨୦୧୯ ସେପ୍ଟେମ୍ବର…

ବର୍ଷା ଯୋଗୁ ଇଂଲଣ୍ଡ- ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ବିଳମ୍ବିତ

ସାଉଥାମ୍ପଟନ,୮।୭(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଗତ ଦୀର୍ଘ କେତେମାସ ହେବ ସ୍ଥଗିତ ରହିବା ପରେ ଏବେ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଦି ରୋଜ ବଲ୍‌ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଆରମ୍ଭ ହେବାକୁ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri