ପୂଜାପାଠରୁ ଦିନ ଆରମ୍ଭ କରୁଥିଲେ ସୁଶାନ୍ତ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ସବୁବେଳେ ଆମ ସହ ରହିବ। ଏବେ ସୁଶାନ୍ତଙ୍କ ଅନେକ ଥ୍ରୋବ୍ୟାକ୍ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ପିତାଙ୍କୁ ବିଦାୟ ଦେଲେ ଦୁଇ କୁନି ପୁଅ
ନୂଆଦିଲ୍ଲୀ,୧୯।୬: ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନା ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନଙ୍କୁ ନିଜ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି। ଶହୀଦଙ୍କ ମଧ୍ୟରେ କର୍ନେଲ ସନ୍ତୋଷ…
ସୁଶାନ୍ତଙ୍କ ପାଇଁ ଡାଏରୀ ଲେଖୁଥିଲେ ଛାତ୍ରୀ, ମୃତ୍ୟୁ ଖବର ପାଇ ହାରିଲେ ଜୀବନ
ମୁମ୍ବାଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣକ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ- ନିକୋବର ଦ୍ୱୀପରେ ଜଣେ ଛାତ୍ରୀ…
ପିପିଇ କିଟ୍ ପିନ୍ଧି ମତଦାନ ପାଇଁ ପହଞ୍ଚିଲେ କରୋନା ପଜିଟିଭ୍ ବିଧାୟକ
ଭୋପାଳ,୧୯।୬: ଦେଶର ୮ଟି ରାଜ୍ୟର ୧୯ଟି ଆସନ ଲାଗି ଶୁକ୍ରବାର ମତଦାନ ଜାରି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ହେଉଛି। ଇତିମଧ୍ୟରେ ମଧ୍ୟପ୍ରଦେଶରୁ ଏକ ନିଆରା ଦୃଶ୍ୟ ନଜରକୁ ଆସିଛି। କଂଗ୍ରେସର ଜଣେ ବିଧାୟକ କରୋନା ଭାଇରସ୍…
ସରକାରଙ୍କ ଆନ୍ତରିକତା ନ ଥିଲା; ଗୁରୁବାର ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ: ବିଜୟ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଓଡ଼ିଶା ଇତିହାସରେ ଗୁରୁବାର ସ୍ମରଣୀୟ ଦିନ ହୋଇ ରହିବ। ଏଥିନେଇ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି ବୋଲି ଆଶଙ୍କା କରାଯାଉଥିଲା। ଶେଷରେ…
‘ସାପ ଦୁର୍ଗ’, ଜାଣନ୍ତୁ ଏପରି ନାମକରଣ ପଛରେ ଥିବା କାରଣ ସମ୍ପର୍କରେ…
ନୂଆଦିଲ୍ଲୀ: ଭାରତରେ ଏମିତି କିଛି ଦୁର୍ଗ ରହିଛି, ଯାହା ବହୁ ପୁରାତନ। ଏପରିକି ଏହି ଦୁର୍ଗ କେବେ ତିଆରି ହୋଇଛି, କିଏ ତିଆରି କରିଛନ୍ତି ତାହା କାହାକୁ ସଠିକ୍ ଭାବେ ଜଣା ନ ଥାଏ। କେବଳ ଯାହା ଅନୁମାନ କରାଯାଏ। ଏପରି…
ବେସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ହେଲା ଶସ୍ତା
ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ବେସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ମହଙ୍ଗା ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଗୃହ ମନ୍ତ୍ରଣାଳୟ ରାଜ୍ୟରେ ଡା. ଭି.କେ ପଲ୍…
ଭୁବନେଶ୍ୱରରେ ଥମୁନି କରୋନା ଆକ୍ରାନ୍ତ ସଂଖ୍ୟା: ପୁଣି ଚିହ୍ନଟ ହେଲେ ୭ ସଂକ୍ରମିତ; ଅଛନ୍ତି ରେଳ ବିଭାଗ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁୁ ୪ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି। ସେଥିରୁ…
ଅଭୟ-୨ ଓ୍ବେବସିରିଜ୍ରେ ରାମ କପୁରଙ୍କ ଭୟଙ୍କର ରୂପ
ମୁମ୍ବାଇ: ଜି-୫ ସାଇକ୍ଲୋଜିକାଲ ଥ୍ରିଲର ଅଭୟର ଦ୍ୱିତୀୟ ଭାଗ ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ଓ୍ବେବସିରିଜ୍ର ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ଚଳିତ ଥର ସବୁଠାରୁ ଲେକପ୍ରିୟ ଟେଲି କଳାକାର ରାମ କପୁର ଏହି ସିରିଜ୍ରେ ମୁଖ୍ୟ ଚରିତ୍ରରେ ନଜର…
ଦୀପିକାଙ୍କୁ ପିଠିରେ ବସାଇ ପୁଶ୍ଅପ୍ ମାରିଲେ ଏହି ଅଭିନେତା
ଟିଭି ସିରିଏଲ ସସୁରାଲ୍ ସିମର୍ ଫେମ୍ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍ନେସ୍କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍ ଯିବା ଉପରେ ଧ୍ୟାନ ଦେଇଥାନ୍ତି। କରୋନା ଯୋଗୁ ଏବେ ଜିମ୍ ବନ୍ଦ ଥିବାରୁ ଇବ୍ରାହିମ୍…
ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ, ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଗତ ୧୬ ତାରିଖରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏ ନେଇ ଶୁକ୍ରବାର ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ…
ପୁଅକୁ ପୁତ୍ତଳିକା ସହ ବିବାହ କରାଇଲେ ପିତା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ
ପ୍ରୟାଗରାଜ ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଘୁରୁପୁର ଅଞ୍ଚଳର ଭୈଦପୁର ଗ୍ରାମରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ମଧ୍ୟ ଏକ ସାଧାରଣ ଢଙ୍ଗରେ ହୋଇଥିଲା। ବେଦୀ ବନ୍ଧାଯାଇଥିଲା। ବର ପ୍ରସ୍ତୁତ ହୋଇଥିଲେ। ପଣ୍ଡିତ ମନ୍ତ୍ର…
Archives


