Home

ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାପ୍ରଭୁ। ଭକ୍ତଶୂନ୍ୟ ବାହାଡ଼ାଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଅନୁଷ୍ଠିତ ହୋଇଥିଲା। ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା…

ଅନ୍ୟ ରୋଗରେ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ: ମୃତକ ଗଞ୍ଜାମ ଜିଲାର

ଭୁବନେଶ୍ୱର/ଛତ୍ରପୁର, ୧।୭(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ବୁଧବାର ଜଣେ କରୋନା ପଜିଟିଭଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୫୨ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ସେ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

ଚଳିତ ଥର ଲାଲବାଗରେ ଶୁଭିବନି ଗଣପତି ବାପା ମୋରୈୟା

ମୁମ୍ବାଇ,୧।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀର ପ୍ରଭାବ ସାଧାରଣ ଜୀବନଯାପନଠାରୁ ଆରମ୍ଭ କରି ବ୍ୟବସାୟ, ଅର୍ଥନୀତି ଓ ପର୍ବପର୍ବାଣିରେ ମଧ୍ୟ ପଡ଼ିଛି। ଦେଶର ରାଜ୍ୟ ମାନଙ୍କ ମଧ୍ୟରୁ ସର୍ବାଧିକ କରୋନା ସଂକ୍ରମଣ…

ଛେରାପହଁରା କଲେ ଗଜପତି ମହାରାଜା

ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଗଜପତି ଛେରା ପହଁରା କରିସାରିବା ପରେ ନନ୍ଦିଷେଷ ରଥରେ…

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧।୭: ଜମ୍ମୁ-କଶ୍ମୀରରେ ୧୭୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋପୋରର ମଡେଲ ଟାଉନ ଅଞ୍ଚଳରେ ଏଭଳି ଘଟିଛି। ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା…

CORONAVIRUS UPDATE: ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଭୁଟାନ ସହ ଚାଇନାର ନୂଆ ସୀମା ବିବାଦ

ନୂଆଦିଲ୍ଲୀ,୧।୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଭାରତ ସହ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ସହଯୋଗୀ ଭୁଟାନ ସହ ଚାଇନା ନୂଆ ସୀମା ବିବାଦ ଆରମ୍ଭ କରିଛି। ଜୁନ୍‌ ପ୍ରଥମ ସପ୍ତାହରେ ବିଶ୍ୱ ପରିବେଶ ସୁବିଧା (ଜିଇଏଫ୍‌) ପରିଷଦର ଭର୍ଚୁଆଲ ବୈଠକରେ ବିଭିନ୍ନ…

ବିଡେନ୍‌ଙ୍କ କ୍ୟାମ୍ପେନ୍‌ ଡିଜିଟାଲ ଚିଫ୍‌ ମେଧା ରାଜ୍‌

ଓ୍ବାଶିଂଟନ,୧।୭: ପ୍ରବାସୀ ଭାରତୀୟ ମେଧା ରାଜ୍‌ଙ୍କୁ ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବିଡେନ୍‌ଙ୍କ ଡିଜିଟାଲ ପ୍ରଚାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କରୋନା ଯୋଗୁ ଆମେରିକାରେ ଭର୍ଚୁଆଲ ପ୍ରଚାର ଉପରେ ପ୍ରାଧାନ୍ୟ ଦିଆଯାଉଥିବାରୁ ମେଧାଙ୍କ ଗୁରୁଦାୟିତ୍ୱ…

ରାତିସାରା ବାପ-ପୁଅଙ୍କୁ ଲାଠିମାଡ଼ ହୋଇଥିଲା

ମଦୁରାଇ,୧।୭: ମଦୁରାଇର ସଥକୁଲମ୍‌ ହାଜତରେ ବାପ-ପୁଅଙ୍କ ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଥିବା ବେଳେ ମହିଳା ହେଡ୍‌ କନ୍‌ଷ୍ଟେବଳ କୋଭିଲପଟ୍ଟି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ସବୁ ସତ ମାନିଯାଇଛନ୍ତି। ସେ କହିଛନ୍ତି ଯେ, ଜୁନ୍‌ ୧୯ରେ ଗିରଫ ହୋଇଥିବା ପି. ଜୟରାଜ(ବାପ)…

ସିନ୍ଦୂର ପିନ୍ଧିବାକୁ ମନାକରିବାରୁ ଛାଡ଼ପତ୍ର

ଗୁଆହାଟୀ,୧।୭: ଜଣେ ବିବାହିତା ହିନ୍ଦୁ ମହିଳା ଶଙ୍ଖା ଓ ସିନ୍ଦୂର ପିନ୍ଧିବାକୁ ମନା କରିବାରୁ ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଛାଡ଼ପତ୍ର ଦିଆଯାଇଛି। ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ଅଧ୍ୟକ୍ଷତାରେ ଗଠିତ ଗୁଆହାଟୀ ହାଇକୋର୍ଟ ଫାମିଲି କୋର୍ଟ ରାୟକୁ ଖାରଜ କରି…

ଭାଇଜାଗ୍‌ ଫାର୍ମରେ ଗ୍ୟାସ୍‌ ଲିକ୍‌: ୨ ମୃତ

ବିଶାଖାପାଟଣା,୧।୭(ଆଇଏଏନ୍‌ଏସ୍‌): ବିଶାଖାପାଟଣାସ୍ଥିତ ଏକ ଫାର୍ମାସ୍ୟୁଟିକାଲ ୟୁନିଟ୍‌ରେ ଗ୍ୟାସ୍‌ ଲିକ୍‌ହୋଇ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଗୁରୁତର ହୋଇପଡ଼ିଛନ୍ତି। ପର୍‌ଓ୍ବାଡ଼ାର ଜବାହରଲାଲ୍‌ ନେହେରୁ ଫାର୍ମା କମ୍ପାନୀର ସାଇନର ଲାଇଫ୍‌ ସାଇନ୍‌ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ସୋମବାର ରାତ ୧୧.୩୦ରେ ଘଟିଥିଲା। ମଙ୍ଗଳବାର…

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି। ଫଳରେ ଏହା କାମ କରିବା ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri