Posted inଫୁରସତ

ଛୋଟ ମହମ୍ମଦ ରଫି ଭାବେ ଜଣାଶୁଣା ଏହି ବାଳକ, ଗୀତ ଶୁଣିଲେ କରିବେ ପ୍ରଶଂସା

ଆଜିକାଲି ସୋସିଆଲ ମିଡିଆରେ ସୌରଭ କିଶାନ ତଥା ଛୋଟ ମହମ୍ମଦ ରଫିଙ୍କ ଭିଡିଓ ବେଶ୍‌ ଭାଇରାଲ ହେଉଛି। ସୌରଭଙ୍କୁ ଛୋଟ ମହମ୍ମଦ ରଫି କୁହାଯିବାର କାରଣ ମଧ୍ୟ ରହିଛି। ତାଙ୍କ କଣ୍ଠସ୍ବର ମହମ୍ମଦ ରଫିଙ୍କ ସହିତ ମେଳ ଖାଉଛି। ଏହି କାରଣରୁ ପ୍ରଶଂସକମାନେ ତାଙ୍କୁ ଛୋଟ ମହମ୍ମଦ ରଫି ବୋଲି ଡାକନ୍ତି।

କେରଳର କୋଝିକୋଡ୍‌ରେ ରହୁଥିବା ସୌରଭ ଯେତେବେଳେ ୨୦୧୯ରେ ରଫି ନାଇଟରେ ଗୀତ ଗାଇଥିଲେ, ଅନେକ ଲୋକ ତାଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ସୌରଭ ମହମ୍ମଦ ରଫିଙ୍କ ଅଧିକାଂଶ ଗୀତ ଗାଉଛନ୍ତି ଏବଂ ତାଙ୍କ ସ୍ବର ମହମ୍ମଦ ରଫିଙ୍କ ସହିତ ମିଶି ଯାଉଛି। ଶୁଣିଲେ ଠିକ୍‌ ଜାଣିପାରିବେ।

ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ପରେ ଫ୍ୟାନ୍‌ମାନେ ପ୍ରଶଂସାରେ କରିବାରେ ଲାଗିଲେ। ସମସ୍ତ ୟୁଜର ତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ଏବଂ ଏହିପରି ପ୍ରତିଭା ଅନୁସରଣ କରିବାକୁ ସମସ୍ତଙ୍କୁ ନିବେଦଦ କରିଛନ୍ତି। ଜଣେ ୟୁଜର ଲଖିଛନ୍ତି, ‘ଭଗବାନ ତାଙ୍କୁ କେତେ ସୁନ୍ଦର କଣ୍ଠସ୍ବର ଦେଇଛନ୍ତି’।

ଆଉ ଜଣେ ୟୁଜର ଲେଖିଛନ୍ତି ‘ମୁଁ ସାଙ୍ଗେ ସାଙ୍ଗେ ୟୁଟ୍ୟୁବ୍‌ ସବସ୍କ୍ରାଇବ୍‌ କରିଛି। ମୁଁ ରଫିଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ସୌରଭ ମୋ’ର ସମସ୍ତ ସ୍ମୃତି ଫେରାଇ ଆଣିଛନ୍ତି। ମୁଁ ସୌରଭଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri