Home

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ ସହିତ ବିଏମ୍‌ପି-୨ ଇନଫାଣ୍ଟ୍ରି କମ୍ବାଟ୍‌ ଭେହିକିଲ୍‌ ମଧ୍ୟ ମୁତୟ ନ କରାଯାଇଛି। ଏହା…

ଚଷମା ପିନ୍ଧୁଥିଲେ

ବର୍ତ୍ତମାନ ଚକ୍ଷୁ ସମସ୍ୟା ହେଉ ଅବା ଫ୍ୟାଶନ୍‌ ଲାଗି ଅନେକଙ୍କୁ ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତିକି, ଚଷମା ବ୍ୟବହାର କରୁଥିଲେ କେତୋଟି କଥା ପ୍ରତି ଧ୍ୟାନ ନ ଦେଲେ ଏହା ଅନ୍ୟାନ୍ୟ ସମସ୍ୟାର କାରଣ ସାଜିପାରେ……

ନର୍କର ଦ୍ୱାର

ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମଣିଷ ଅନେକ ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଉଛି। ହେଲେ ଏବେବି ପୃଥିବୀରେ ଏଭଳି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠିକୁ ଯିବା ତ ଦୂରର କଥା, ଏହା ସମ୍ପର୍କରେ ଠିକ୍‌…

ଚାଲିଛି ବେଳାଭୂମି ରାସ୍ତା ଫୁଟ୍‌ପାଥ ନିର୍ମାଣ

ପୁରୀ ଅଫିସ,୨୭ା୯: ବିଭିନ୍ନ ସମୟରେ ସମୁଦ୍ର ଜୁଆର କୂଳ ଲଂଘୁଛି। ବେଳେ ବେଳେ ଉଚ୍ଚ ଜୁଆର ରାସ୍ତା କଡ଼ ଫୁଟ୍‌ପାଥ ପାଖକୁ ମାଡ଼ି ଆସୁଛି। ଫଳରେ ରାସ୍ତା ନଷ୍ଟ ହେଉଛି। ତେଣୁ ବର୍ତ୍ତମାନ ବେଳାଭୂମି ରାସ୍ତା ସମ୍ପ୍ରସାରଣ ସମେତ ରାସ୍ତାକଡ଼ ଫୁଟ୍‌ପାଥ…

ପୁରୀ: ଖସୁଛି କରୋନା ଗ୍ରାଫ୍‌

ପୁରୀ ଅଫିସ,୨୭।୯: ଗତ କିଛିଦିନ ହେଲା ପୁରୀ ଜିଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିଲା। ପ୍ରତ୍ୟହ ଦୁଇଶହ କିମ୍ବା ତିନିଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ମାତ୍ର ଏବେ ଏହି ଧାରାରେ ଧୀରେ ଧୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜିଲାର…

ଗାର୍ଡୱାଲରେ ଅଟକିଛି ଚିଲିକା ରିଙ୍ଗ୍‌ ବନ୍ଧ

ବ୍ରହ୍ମଗିରି,୨୭ା୯(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଅରଖକୁଦା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁ ଚିଲିକା ଉପକୂଳରେ ରହିଛି। ବନ୍ୟା, ବାତ୍ୟା, ଲଗାଣ ବର୍ଷା ହେଲେ ପ୍ରାୟ ସମୟ ଏହି ଗାଁରେ ଚିଲିକାର ଜୁଆର ପାଣି ପଶିଥାଏ। ତେଣୁ ଏହାକୁ…

ଜମି ଦେବାକୁ କହି ୭୦ ଲକ୍ଷ ଠକେଇ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏ ନେଇ ଠକେଇର ଶିକାର ହୋଇଥିବା ଧଉଳିସ୍ଥିତ ଗଙ୍ଗୋତ୍ରୀ ଅଞ୍ଚଳର ଛବିନ୍ଦ୍ରନାଥ ପାତ୍ର ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା…

ବିହାର ବିଧାନସଭା ନିର୍ବାଚନ: ମହିଳା ଭୋଟରଙ୍କ ଉପରେ କଂଗ୍ରେସ ନଜର, ପ୍ରିୟଙ୍କା କରିବେ ମହିଳା କ୍ରାନ୍ତି ମହାସମ୍ମିଳନୀ

ପାଟନା, ୨୭।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟର ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏନେଇ ମହିଳା କ୍ରାନ୍ତି ମହାସମ୍ମିଳନୀ…

ବସ୍ତି ଅଞ୍ଚଳର ଯୁବ ରାପର କୃଷ୍ଣ

ପୁରୀ ଅଫିସ,୨୭ା୯: ପୁରୀ ବଳିଆପଣ୍ଡା ବସ୍ତିର କୃଷ୍ଣ କୁମାର ପଣ୍ଡା। ରାପକୁ ନେଇ ଆଗକୁ ବଢିବାର ଅଦମ୍ୟ ସାହସ ବାନ୍ଧିଛନ୍ତି। ଦାରିଦ୍ର୍ୟତାର କଷାଘାତରେ ପେଶି ହେଉଥିଲେ ବି ଏହି ଯୁବ ରାପରଙ୍କ ମଧ୍ୟରେ ଅସରନ୍ତି ଆଶା ଓ ସ୍ବପ୍ନ ଉଙ୍କିମାରୁଛି। ମହାପ୍ରଭୁଙ୍କ…

ଭୁବନେଶ୍ୱରରେ ଜିଗଲୋ ର଼୍ୟାକେଟ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କେତେକ ଯୁବକ ଜିଗଲୋ(କଲ୍‌ ବୟ) ସାଜି ମହିଳାଙ୍କ ଯୌନ ଲାଳସା ମେଣ୍ଟାଉଛନ୍ତି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଅନ୍‌ଲାଇନ୍‌ରେ କାରବାର କରୁଛନ୍ତି। ଏପରି କି ଏଭଳି କାରବାର ରାଜଧାନୀର ବଡ଼ ବଡ଼ ହୋଟେଲରେ ଚାଲୁଥିବା…

ରାଜ୍ୟରୁ ଆଜି ଆଉ ୧୪ ଜୀବନ ନେଲା କରୋନା, ୭୯୭ରେ ପହଞ୍ଚଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଏବଂ କଟକ…

କରୋନା ଆକ୍ରାନ୍ତଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି, ମନରେ ସୃଷ୍ଟି ହେଉଛି ଭ୍ରମ !

ଆନାପୋଲିସ୍‌, ୨୭।୯: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ଏବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଏନେଇ ମେରୀଲାଣ୍ଡର ଜନ୍‌ ହପକିନ୍ସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଯୋଗୁ ମସ୍ତିଷ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?