Home

ସୁଇସାଇଡ ନୋଟ୍‌ ଲେଖି ନାବାଳକଙ୍କ ଆତ୍ମହତ୍ୟା

ଚୌଦ୍ୱାର,୨୬ା୮(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ କପାଳେଶ୍ୱର ନୂଆସାହିରୁ ଜଣେ ନାବାଳକର ଝୁଲନ୍ତା ମୃତଦେହକୁ ଚୌଦ୍ୱାର ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି । ସେ ହେଲେ ପାରସନାଥ ସିଂହଙ୍କ ପୁଅ ସରୋଜ(୧୬)। ପ୍ରକାଶ ଯେ, ସରୋଜ…

ବର୍ଷାରେ ସୂର୍ଯ୍ୟମନ୍ଦିରର ଦୃଶ୍ୟ ଶେୟାର କଲେ ମୋଦି

ନୂଆଦିଲ୍ଲୀ, ୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟରେ ବର୍ଷାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ବର୍ଷା ସମୟରେ ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରରେ ଦୃଶ୍ୟ ଦେଖାଯାଉଛି। ଏହି ଭିଡିଓ ସହିତ ସେ ଲେଖିଛନ୍ତି, ‘ମୋଢେରାର ଆଇକନିକ…

ମନ୍ଦିର ଗର୍ଭଗୃହରେ ପାଣି, ବୁଡିଗଲେ ବାବା ଆଖଣ୍ଡଳମଣି

ଆରଡି, ୨୬।୮,(ଡି.ଏନ.ଏ.) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷା ପାଣି ପ୍ରବେଶ କରିବାରୁ ବାବା ଆଖଣ୍ଡଳମଣି ସମ୍ପୂର୍ଣ୍ଣ ଭାବେ ବୁଡିଯାଇଥିଲେ। ଲିଙ୍ଗ ବୁଡି ରହିଥିବାରୁ ବୁଧବାର ସକାଳେ ମଙ୍ଗଳଆଳତି ହେବାରେ ବିଳମ୍ବ…

ପୃଥିବୀକୁ ଧ୍ୱଂସ କରିବା ଲାଗି ପାକିସ୍ତାନ ସହିତ ହାତ ମିଳାଇଛି ଚାଇନା: ପ୍ରସ୍ତୁତ ହେଉଛି ଜୈବିକ-ରାସାୟନିକ ଅସ୍ତ୍ର !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୮: ପୃଥିବୀରୁ କରୋନା ମହାମାରୀ ସଂକ୍ରମଣ ହଟିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଜୈବିକ ଅସ୍ତ୍ର ଏବଂ ରାସାୟନିକ ଅସ୍ତ୍ର ପ୍ରସ୍ତୁତ କରି ପୃଥିବୀ ଉପରେ ଅଧିକାର ସାବ୍ୟସ୍ତ କରିବାର ଷଡ଼ଯନ୍ତ୍ର ରଚିଛି। ଏନେଇ…

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ଧାର୍ମିକ ଉତ୍ସବ ବନ୍ଦ

ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ ବୈଠକ କରି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ…

କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି

ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର ମ୍ୟାକ୍ସିମ ମୋନାଖୋଭ ଏହି ପ୍ରୟୋଗକୁ ଏକ ନୂଆ ଦିଶା ଦେଇଛନ୍ତି। ଏକ ଟିମ୍‌ର ସହାୟତାରେ…

ବ୍ୟାଙ୍କ ଆଗରେ ଜୋତା-ଚପଲ-ଛତା ଲାଇନ୍‌: ଟୋକନ‌ ହେଉଛି ବ୍ଲାକ୍‌

ଭଣ୍ଡରା, ୨୬।୮: ଫିଲ୍ମ ହଲ୍‌ରେ ଟିକେଟ୍‌ ବ୍ଲାକ୍‌ ହେବା ଦେଖାଯାଇଥାଏ। ତେବେ ବ୍ୟାଙ୍କରେ ସଞ୍ଚୟ ଟଙ୍କା ଉଠାଇବା ଲାଗି ଆସିଥିବା ଲୋକଙ୍କୁ ବ୍ଲାକ୍‌ରେ ଟୋକନ ବିକ୍ରି ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ୍ୟ। ଝାଡ଼ଖଣ୍ଡର ଭଣ୍ଡରାରେ ଥିବା…

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି ତାଙ୍କ ମୃତଦେହକୁ କୂଅରେ ପକାଇଦେଇଛନ୍ତି। କରୋନା ଯୋଗୁ ଡାଏରୀ ଫାର୍ମରେ ସେତେଟା ଲାଭ ହେଉ…

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୩…

ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ ସ୍କୁଲରେ ପ୍ଲାଷ୍ଟିକ୍‌ ଘରେ ବସି ପାଠ ପଢ଼ିବା ଆରମ୍ଭ କରିଛନ୍ତି। ସରକାରୀ ମାର୍ଗଦର୍ଶିକା ଅନୁସାରେ…

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌, ଜାଣନ୍ତୁ କିଏ

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ରହିଛି। ଏବେ ଦାଉଦଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ମହଭୀଶ ହାୟାତ୍‌ଙ୍କ ସହ ଯୋଡା ଯାଉଛି। ମହଭୀଶଙ୍କୁ ୩୭ ବର୍ଷ, ସେ ଦାଉଦଙ୍କଠାରୁ ୨୭ ବର୍ଷ ସାନ। ଗତ ବର୍ଷ…

CORONAVIRUS UPDATE: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର ଗୋଟିଏ ଦିନରେ ୩,୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri