Home

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ ପାଇଁ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ମନୋରଞ୍ଜ ଜଗତ ପାଇଁ ବର୍ଷ ୨୦୨୦ ସବୁଠାରୁ ଖରାପ ସାବ୍ୟସ୍ତ ହୋଇଛି। କାରଣ ଏହି ବର୍ଷ ବଲିଉଡ୍‌ ସମେତ ଛୋଟ ପରଦାର ଅନେକ କଳାକାରଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ସଂଗୀତା ଶ୍ରୀବାସ୍ତଙ୍କର ପରଲୋକ ଘଟିଛି। ଅନେକ…

ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି। ଆସିଫ୍‌ ଶେଖ୍‌ଙ୍କ ପ୍ରେମିକା ଜଣେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିଲେ। ଏହି ଘଟଣା ଆସିଫ୍‌ଙ୍କୁ…

ପାଣିକୁ ନେଇ ଏସିଡ୍‌ ଆଟାକ୍‌: ୨୩ ଆହତ

ଝାନ୍ସୀ, ୨୬।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଣି ଭର୍ତ୍ତି କରିବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷଙ୍କ ଉପରକୁ ଛାତ ଉପରେ ଚଢ଼ି ଏସିଡ୍‌ ଆଟାକ୍‌ କରିଛନ୍ତି।…

ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା

ବମ୍ବେ: କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍‌ଠୋକ୍‌ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କୁ ବ୍ୟଥିତ କରିଥିବା ବେଳେ ସେ ବଲିଉଡ୍‌ର ନେପୋଟିଜିମ୍‌ ବିରୋଧରେ ମୁହଁ ଖୋଲିଥିଲେ।…

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି। କିଛି କିଛି ସ୍ଥାନରେ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ସେହିପରି ଆମେରିକାର ସାନ ମାର୍କେଟରେ…

ସଂସଦ ଭବନ ନିକଟରେ ସନ୍ଦିଗ୍ଧ ଯୁବକ: ବ୍ୟାଗ୍‌ରୁ କୋଡ୍‌ଓ୍ବାର୍ଡରେ ଲେଖାଥିବା ଚିଠି ଜବତ

ନୂଆଦିଲ୍ଲୀ, ୨୬।୮: ସଂସଦ ଭବନ ପାଖରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ହେପାଜତରେ ରଖି ପଚରା ଉଚରା କରାଯାଉଛି। ସେ ବିଜୟ ଚୌକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବାର ଦେଖି ପୋଲିସ ତାଙ୍କୁୁ ପଚରା ଉଚରା…

ଗଞ୍ଜେଇ, ଡ୍ରଗ୍ସ ସେବନ କରୁଥିଲେ ସୁଶାନ୍ତ! ଶ୍ରୁତି ମୋଦିଙ୍କୁ ଦେଇଥିଲେ ଏଭଳି ପ୍ରତିଶ୍ରୁତି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ବି ସନ୍ଦେହ ଘେରରେ। ପ୍ରଥମେ ଏହା ଆତ୍ମହତ୍ୟା କୁହାଯାଉଥିବା ବେଳେ ଏବେ ଏହା ହତ୍ୟା ଦିଗକୁ ଯାଉଥିବା ନଜର ଆସୁଛି। ଏସବୁ ମଧ୍ୟରେ ଛନ୍ଦି ହେଉଛନ୍ତି…

ମାଲିକଙ୍କ ଏଭଳି କାମ ଯୋଗୁ ହଳଦିଆ ହୋଇଗଲା ବିଲେଇ

ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ ଘରୋଇ ଉପଚାରରେ ଉକ୍ତ ସ୍ଥାନରେ ହଳଦୀର ଲେପ ଦିଆଯାଇଥାଏ। ଫଳରେ ଆରାମ ଲାଗିଥିଲା। ଏହା କେବଳ ଭାରତରେ କରାଯାଏ। ମାତ୍ର ଥାଇଲାଣ୍ଡର ଏକ ବିଲେଇକୁ ସଂକ୍ରମଣ ହେବାର ତା’ର ମାଲିିକ ଘରୋଇ ଉପଚାର କରାଇଲେ।…

ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୬।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା। ଏନେଇ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜେଲ୍‌ ଅଧିକ୍ଷକ ଏନ୍‌.କେ. ତେହରିଆ ବୁଧବାର ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ, ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଏବଂ ତାଙ୍କ ଝିଅ…

ଲକ୍‌ଡାଉନ୍‌ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି

ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍‌ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ ୧୫ ଶହ କୋଟିର କ୍ଷତି ହେଲାଣି। ଏହି ସମୟ ମଧ୍ୟରେ ୭୦ରୁ ଅଧିକ ଫିଲ୍ମର…

୩୦% କମିଲା ସିଲାବସ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): କରୋନା ପାଇଁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍‌। ୩୦% ସିଲାବସ୍‌ ହ୍ରାସ ହୋଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି। ତେବେ ୩ଟି କମିଟିର ସୁପାରିଶ ଆଧାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri