ଅନ୍ଲାଇନ୍ କ୍ଲାସ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହୋଇଥିଲେ ହରିଶ: ଏବେ ସହଯୋଗର ହାତ ବଢ଼ାଇଲେ ସେହଓ୍ବାଗ୍
କରୋନା ମୁକାବିଲାକୁ ନେଇ ସାରା ଦେଶରେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ସ୍କୁଲ-କଲେଜ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏସବୁ ମଧ୍ୟରେ ଏବେ ଅନ୍ଲାଇନ୍ ଶିକ୍ଷା ପ୍ରମୁଖ ମାଧ୍ୟମ ପାଲଟିଛି।…
ପଞ୍ଜୁରୀ ଭିତରେ ଚଢ଼େଇ ଛୁଆଙ୍କୁ ମାରି ଖାଇଲା ନାଗସାପ: ପରେ ଅବସ୍ଥା ହେଲା ଏମିତି
ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଙ୍କୀ ରଗଡ଼ି ଗ୍ରାମର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଗୁରୁବାର ରାତିରେ ପୋଷା ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ ଦେଖିବାକୁ ପାଇଥିଲେ॥ ଭୟଭୀତ ହୋଇ ସାପଟିକୁ ବାହାର କରିବାକୁ ସ୍ନେକ୍ ହେଲ୍ପ ଲାଇନ ସହ…
ପୋଲସରା ବିଧାୟକଙ୍କୁ କରୋନା
ବ୍ରହ୍ମପୁର ଅଫିସ,୨୪।୭: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ସଂକ୍ରମିତ ହୋଇଛନ୍ତି। ଏହାଛଡ଼ା ବିଧାୟକଙ୍କ ସ୍ତ୍ରୀ ମଧ୍ୟ କୋଭିଡ ପଜିଟିଭ୍ ଆସିଥିବା ଶୁକ୍ରବାର ସୂଚନା ମିଳିଛି। ପୂର୍ବରୁ…
ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ କରୋନାରେ ପୀଡ଼ିତ: ନିଜକୁ କଲେ ହୋମ୍ କ୍ୱାରାଣ୍ଟାଇନ୍
ଲକ୍ଷ୍ନୌ,୨୪।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଏହାର କବଳରେ ଏବେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ। ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ…
ସେପ୍ଟେମ୍ବର ୧୯ରୁ ଆଇପିଏଲ୍: ନଭେମ୍ବର ୮’ ରେ ଫାଇନାଲ
ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ…
କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଲ୍ଲିକପଡି ଗ୍ରାମ କଣ୍ଟେନମେଣ୍ଟ ଜୋନ
ଜି ଉଦୟଗିରି, ୨୪।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ବ୍ଲକ ମଲ୍ଲିକପଡ଼ି ପଞ୍ଚାୟତ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ପଞ୍ଚାୟତର ମଲ୍ଲିକପଡ଼ି, ବିଲୁପଙ୍ଗା, ବାଡ଼ାନାଜୁ ଓ ବଳଦଗୁଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଏଥିସହ ପାଙ୍ଗାନାଜୁ ଓ…
ବରଗଡ଼ରେ ଆଉ ୮ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା
ବରଗଡ଼ ଅଫିସ,୨୪ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୭ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼…
ଏହି ସହରରେ ପୁଣି ଥରେ ବ୍ୟାପିଲା କରୋନା ସଂକ୍ରମଣ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସମଗ୍ର ବିଶ୍ୱ କରୋନା ବିରୋଧରେ ଯୁଦ୍ଧ କରୁଛି। ଦିନକୁ ଦିନ ଅବସ୍ଥା ଅଧିକ ଜଟିଳ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି। କିଛି ମାସର ଲକ୍ଡାଉନ୍ ପରେ ଏବେ ଧୀରେ ଧୀରେ ସବୁ…
ରାସ୍ତାରେ ଅଣ୍ଡା ବିକ୍ରି କରୁଥିବା ସମୟରେ ନାବାଳକଙ୍କ ସହ ଘଟିଲା କିଛି ଏଭଳି
ଇନ୍ଦୋର,୨୪।୭କରୋନା ସଙ୍କଟ ଯୋଗୁ ସାରା ବିଶ୍ୱରେ ବେରୋଜଗାର ସମସ୍ୟା ଆହୁରି ବୃଦ୍ଧି ପାଇଛି। ଏହା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ଯେଉଁମାନେ ପ୍ରତିଦିନ ଠେଲା ଲଗାଇ ପରିବାର ପ୍ରତିପୋଷଣ କରୁଛନ୍ତି ସେମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ…
ଘରେ ବସି ଆଧାର ସଂଶୋଧନ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଉପାୟ
କରୋନା ସମୟରେ ଅନେକ ଲୋକଙ୍କୁ ନିଜ ସହର ପରିବର୍ତ୍ତନ କରିବାକୁ ପଡିଛି। ଏଭଳି ପରିସ୍ଥିତିରେ କୋଟି କୋଟି ଲୋକ ସରକାରୀ କାମ ପାଇଁ ଠିକଣାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ, UIDAI ଆଧାରରେ…
ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ତଳେ ବିଧାନସଭାରେ ଏକ…
ଖୋର୍ଦ୍ଧାରେ ଆଜି ୭୯ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ବ୍ଲକରୁ କେତେ
ଖୋର୍ଦ୍ଧା ଅଫିସ,୨୪ା୭: ଖୋର୍ଦ୍ଧା ଜିଲାରେ ଉଦ୍ବେଗଜନକ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗଞ୍ଜାମ ଜିଲା ପରେ ଅଧିକ ସଂକ୍ରମିତ ଜିଲା ହେଉଛି ଖୋର୍ଦ୍ଧା। ଶୁକ୍ରବାର ଏହି ଜିଲାରେ ବିଏମ୍ସିକୁ ବାଦ୍ ଦେଇ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳରୁ…
Archives


