Posted inଜାତୀୟ

ଏଲ୍‌ଏସିରେ ଚାଇନାକୁ ସହଯୋଗ କରୁଛି ପାକିସ୍ତାନ ସୈନ୍ୟ ବାହିନୀ

ନୂଆଦିଲ୍ଲୀ, ୫।୧୦: ଏଲ୍‌ଏସିରେ ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତକୁ ହଇରାଣ କରିବା ଲାଗି ଏଠାରେ ପାକିସ୍ତାନ ସୈନ୍ୟ ବାହିନୀ ଚାଇନାକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଚାଇନା ଗଣମାଧ୍ୟମ ପ୍ରତିନିଧି ଶେନ୍‌ ଶିବାଇଙ୍କ ପକ୍ଷରୁ ଶୁଟିଂ କରାଯାଇଥିବା ଏକ ଭିଡ଼ିଓର ଏହି ସତ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ୫୨ ସେକେଣ୍ଡର ଏହି ଭିଡ଼ିଓରେ ଚାଇନା ସୈନ୍ୟଙ୍କ ସହିତ ଥିବା ଜଣେ ବ୍ୟକ୍ତିଙ୍କୁ ନେଇ ସନ୍ଦେଇ ଉପୁଜିଛି। ତାଙ୍କର ଶରୀର ଗଠନ ଏବଂ ଚାଲିଚଳଣରୁ ସେ ପାକିସ୍ତାନ ସୈନ୍ୟ ବାହିନୀର ହୋଇଥିବା କୁହାଯାଉଛି। ଏହି ଭିଡ଼ିଓକୁ ଶେନ୍‌ ଟୁଇଟରରେ ଅପ୍‌ଲୋଡ୍‌ କରିଛନ୍ତି। ଏବେ ଅନ୍ତର୍ଜାତୀୟସ୍ତରରେ ଏହି ଭିଡ଼ିଓ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ସପକ୍ଷରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି

ନୂଆଦିଲ୍ଲୀ,୫।୧୦: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବିନା କୌଣସି ନିର୍ଦ୍ଦେଶରେ ଗିରଫ କରାଯିବା ଅସମ୍ବିଧାନିକ। ଏଭଳି କହି ଉତ୍ତରପ୍ରଦେଶରେ ରାଜନେତାଙ୍କୁ ଅଟକ ରଖାଯିବାକୁ ସମାଲୋଚନା...

ବ୍ୟଭିଚାରିଣୀ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ, ହାଇକୋର୍ଟ…

ଚଣ୍ଡିଗଡ଼,୯।୧୦ : ଛାଡପତ୍ର ଆଦେଶ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବ୍ୟଭିଚାର କାରଣରୁ ଛାଡପତ୍ରର ଆଦେଶ ଦିଆଯାଇଥିଲେ...

କାନପୁର ଏନ୍‌କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା

କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍‌କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ...

କଂଗ୍ରେସକୁ ଝଟ୍‌କା: ସଞ୍ଜୟ ସିଂ ରାଜ୍ୟ ସଭାରୁ ଦେଲେ ଇସ୍ତଫା; ଭାଜପାରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ,୩୦।୭: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟ ସଭା ସଦସ୍ୟ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ ଶୀଘ୍ର...

ଜମ୍ମୁରେ ବଡ଼ ଧରଣର ବିସ୍ଫୋରଣ: ୩ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ଶ୍ରୀନଗର,୧୪।୩: ଜମ୍ମୁର ରେସିଡେନ୍ସି ରୋଡ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ...

ଏସିଆର ଧନୀ ତାଲିକାରେ ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୫।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଏବେ ଧନୀ ତାଲିକାରେ କିଛି ପଛକୁ...

ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୫।୭: ଅଲ୍ଟ ନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ପଟିଆଲା କୋର୍ଟ ଏକ ମାମଲାର...

ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହୃତ…

ଶିମଲା,୪।୧୦ : ସମାଲୋଚନାର ସମ୍ମୁଖୀନ ହୋଇ ହିମାଚଳ ପ୍ରଦେଶ ସରକାର ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛନ୍ତି। ବୁଧବାର...

Advertisement
Archives

Model This Week