Home

ଭାରତ ସହ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଧ୍ୱଂସ କରିବ ଚାଇନା: ଗ୍ଲୋବାଲ ଟାଇମ୍ସ୍‌ର ଧମକ

ନୂଆଦିଲ୍ଲୀ, ୫।୧୦: ଭାରତ ସହିତ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଚାଇନା ଧ୍ୱଂସ କରିଦେବ। ଏଭଳି ଖବର ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ପ୍ରକାଶ ପାଇଛି। ଅଟଳ ଟନେଲ ଯୋଗୁ ଭାରତୀୟ ସେନାଙ୍କୁ କୌଣସି ସହାୟତା ମିଳିପାରିବ ନାହିଁ।…

ଫେସ୍‌ବୁକ୍‌ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି

ଡେରାଡୁନ୍‌,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍‌ବୁକ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ କରିବ…

କୋଭାକ୍ସିନ୍‌ରେ ମିଶାଯିବ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କୋଭାକ୍ସିନ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ଅଧିକ ସୁଫଳ ମିଳିବା ପାଇଁ କୋଭାକ୍ସିନ୍‌ରେ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨ ନାମକ ଏକ ବୁଷ୍ଟର ମିଶ୍ରିତ କରାଯିବ। ଏହି ବୁଷ୍ଟର ଟିକାର ହ୍ୟୁମାନ…

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ: ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଏତଲା

ପୁରୀ ଅଫିସ,୫ା୧୦: ସ୍ବର୍ଗଦ୍ୱାରରେ ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଘଂନ କରିଛନ୍ତି ବୋଲି ଶ୍ରୀ…

ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ

ମୁମ୍ବାଇ,୫ା୧୦: ବଲିଉଡ୍‌ ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ ହୋଇଛି। ବିଶାଲ ‘ଚଲ୍‌ତେ ଚଲ୍‌ତେ’, ‘ସାରେ ଗାମା’ ‘ଦିଲ୍‌ ସେ ମିଲେ ଦିଲ୍‌’ ଏବଂ ‘ଟ୍ୟାକ୍ସି ଡ୍ରାଇଭର’ ପରି କେତେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ତେବେ…

ମୁଁ ବଞ୍ଚିଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ମିଷ୍ଟି ଚକ୍ରବର୍ତ୍ତୀ

ନିକଟରେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ପରଲୋକ ଘଟିଛି। ସୋସିଆଲ ମିଡିଆରେ ମିଷ୍ଟି ମୁଖାର୍ଜୀଙ୍କ ବଦଳରେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ମିଷ୍ଟି ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହେବାର ଖବର ବ୍ୟାପିବାରେ ଲାଗିଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ…

୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଆଶାକର୍ମୀ

ବରଗଡ଼ ଅଫିସ,୫ା୧୦: ବରଗଡ଼ ଜିଲା ଆଶାକର୍ମୀ ସଂଘ ୧୩ ଦଫା ଦାବିରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଆଶାକର୍ମୀଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ, ମାସିକ ୧୮ହଜାର ଟଙ୍କା ବେତନ, ଯୋଗ୍ୟତା ଭିତ୍ତିରେ ଏଏନ୍‌ଏମ୍‌ ପଦବୀକୁ…

ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ

ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍‌ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ମୁହାଁମୁହିଁ ହେବାରେ ଲାଗିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ପକ୍ଷରୁ ଭାଜପା ବିରୋଧରେ…

ହାଇଟେକ୍‌ ରୋବୋ

ଏବେ ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ନିକଟରେ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯାହା ଏକୁଟିଆପଣକୁ ଦୂର କରିପାରିବ। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅନେକାଂଶରେ ସହାୟକ ହୋଇପାରିବ ବୋଲି ଜଣାପଡିଛିି। ବୟସ୍କ…

ବାହୁବଳୀଙ୍କ ପାଇଁ ‘ବିଏଫ୍‌’ ଫର୍ମୂଲା ଆଣିବେ ନୀତିଶ

ପାଟନା, ୫।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ତେବେ ଏଥରକ ନିର୍ବାଚନରେ ଆପରାଧିକ ମାମଲା ଥିବା ବାହୁବଳୀ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡ଼ିୟୁରେ ନୂଆ ‘ବିଏଫ୍‌’ ଫର୍ମୂଲା ଅର୍ଥାତ୍‌ ବାହୁବାଳୀ ଫ୍ୟାମିଲି ଫର୍ମୂଲା ଆଣିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ…

କେବେ ଓ୍ବାଇଡ୍‌ ବଲ୍‌ ପକାଇ ନ ଥିଲେ ଏହି ବିଶ୍ୱସ୍ତରୀୟ ଖେଳାଳି

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୨, ଅକ୍ଟୋବର ୫ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଇମ୍ରାନ ଖାନ ନିଜ ଖେଳ ପାଇଁ ବେଶ୍‌ ପ୍ରସିଦ୍ଧ ଥିଲେ। ପାକିସ୍ତାନ ପାଇଁ ଆଇସିସି ବିଶ୍ୱକପ…

ସ୍ମରଣ ଶକ୍ତି ଓ ମେଦବହୁଳତା

ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ଅନେକ ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉନ୍ତି। ତେବେ ମେଦବହୁଳତାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?