Home

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ଜଣାଶୁଣା ଟିଭି କଳାକାର ସମୀର ଶର୍ମା…

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏନେଇ ଗୁଗଲର ତ୍ରୟମାସିକ ରିପୋର୍ଟରେ ତଥ୍ୟ ପ୍ରକାଶ…

ଟ୍ରାକ୍ଟର ଜରିଆରେ ବାହାର କରାଯାଉଛି ମଇଁଷିଠାରୁ କ୍ଷୀର, ଆନନ୍ଦ ମହିନ୍ଦ୍ରା ହେଲେ ଆଶ୍ଚର୍ଯ୍ୟ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି…

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ସମୟରେ ଲୋକମାନେ ନିଜର ଚାକିରି, ଖୁସି ଓ ସମସ୍ତ ପ୍ରକାରର ମନୋରଞ୍ଜନଠାରୁ ଦୂରେଇ…

୨୫୦ ମୁସଲମାନ୍‌ ଗ୍ରହଣ କଲେ ହିନ୍ଦୁଧର୍ମ

ବାଡମେର୍‌, ୬।୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଶିଳାନ୍ୟାସ ହେବା ପରେ ପରେ ୨୫୦ ମୁସଲମାନ୍‌ ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ରାଜସ୍ଥାନର ବାଡ଼ମେର୍‌ ସହରର ପାୟଲା କଲ୍ଲା ପଞ୍ଚାୟତର ୫୦ ମୁସଲମାନ ପରିବାରର ସମସ୍ତ ସଦସ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ସେମାନଙ୍କର…

୫ମାସ ପରେ ଏହି ଦିନ ଖୋଲିବ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର

ଜମ୍ମୁ,୬।୮: ଜମ୍ମୁ-କଶ୍ମୀର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା  କରିବାକୁ ଇଛା ପ୍ରକାଶ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର। ଖୁବ୍‌ଶୀଘ୍ର ସେମାନଙ୍କର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ କରୋନା ଲକ୍‌ଡାଉନ ଯୋଗୁ ଦୀର୍ଘ ୫ମାସ ଧରି ବନ୍ଦ ରହିଥିବା ଧାର୍ମିକ…

CORONAVIRUS UPDATE: ରାଜ୍ୟରେ ୪୦,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୬୯୯ ପଜିଟିଭ୍‌

ଭୁବନେଶ୍ୱର,୬ା୮(ବ୍ୟୁରୋ) : ଗୁରୁବାର ୨୯ଟି ଜିଲାରୁ ୧୬୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୦୭୩…

ପୁଣି ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି। ଏହି ୧୦ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଏବଂ ଭଦ୍ରକ ଜିଲାରୁ ଜଣେ ଲେଖାଏ ମହିଳା ଅଛନ୍ତି। ସେହିପରି ନବରଙ୍ଗପୁର,…

ରେଲଓ୍ବେ ଟ୍ରାକ୍‌ରେ‌ ଚାଲିଲା ବୋଟ୍‌: ପ୍ରବଳ ବର୍ଷାରେ ବଲିଉଡ୍‌ ବେହାଲ୍‌

ମୁମ୍ବାଇ, ୬।୮: କରୋନା ମହାମାରୀ ସଂକ୍ରମଣ ସମୟରେ ମୁମ୍ବାଇର ଅବସ୍ଥା ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ହେବାରେ ଲାଗିଛି। ବୁଧବାର ସକାଳ ୮ରୁ ରାତି ୮ଟା ମଧ୍ୟରେ ମୁମ୍ବାଇର କୋଲବା ଅଞ୍ଚଳରେ ୨୯୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ପ୍ରବଳ ବର୍ଷା…

କୋହଲିଙ୍କଠାରୁ ହଲିଉଡ୍‌ ସିଙ୍ଗରଙ୍କ ପର୍ଯ୍ୟନ୍ତ, ଏହି ବ୍ୟକ୍ତିଙ୍କ ହାତ ତିଆରି ଜୋତା ପିନ୍ଧିଥାନ୍ତି

ବିହାରରୁ ମୁମ୍ବାଇ ଏବଂ ନିଜ ପ୍ରଚେଷ୍ଠା ଜରିଆରେ ନିଜେ ବଲିଉଡରୁ ହଲିଉଡରେ ପହଞ୍ଚିବା ଏତେ ସହଜ ନୁହେଁ। କିନ୍ତୁ ବିହାରର ଦରଭଙ୍ଗା ଜିଲାରେ ରହୁଥିବା ଜମିଲ ଶାହା ତାଙ୍କ ସ୍ବପ୍ନକୁ ସାକାର କରିଛନ୍ତି। ବଲିଉଡର ଅମିର ଖାନ, ହ୍ରିତିକ ରୋଶନ, କ୍ରିକେଟର…

ୟୁପିଏସ୍‌ସି ସାକ୍ଷାତକାରରେ ପଚରାଯାଏ ଏପରି ପ୍ରଶ୍ନ, ଆଇଏଏସ୍‌ ଟପ୍ପର ପ୍ରଦୀପଙ୍କ ଉତ୍ତର

ନୂଆଦିଲ୍ଲୀ,୬।୮: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହରିୟାଣାର ସୋନେପତ୍‌ ଜିଲା ନିବାସୀ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଯତୀନ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା…

ଏସବୁ ୫ ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତାଣ୍ଡବ

ନୂଆଦିଲ୍ଲୀ, ୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୫ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ସେସବୁ ରାଜ୍ୟ ମଧ୍ୟରେ ମହାରାଷ୍ଟ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri